Browsing Category

ଆଞ୍ଚଳିକ

ବାଲିଗୁଡାରେ ଭର୍ଚୁଆଲ ମାଧ୍ୟମରେ ‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି

ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବୀ ଜୋର ଧରିଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ବାରଖମା କୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବୀ ଜୋରଧରିଲା ।ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବାଲିଗୁଡା ଗାନ୍ଧୀ ଛକ ଠାରୁ ବିଭିନ୍ନ ସ୍ଲୋଗାନ ମାନ ଦେଇ

ଜିଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ କୁଶ ପୁତଳିକା ଦାହ

ଦେବଗଡ଼,୧୭ା୨:ରାଜ୍ୟରେ ବିଜେଡି- ଭାଜପା ମଧ୍ୟରେ ଗୁପ୍ତ ତଥା ଅନୈତିକ ସମ୍ପର୍କ ରହିଛି । ବିଜେଡି – ଭାଜପା ଭାଇ ଭାଇ ଓ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି କଂଗ୍ରେସ ଦଳ ସବୁବେଳେ କହୁଥିବା ବେଳେ ଏହା ବହୁ କାର୍ଯ୍ୟକ୍ରମରୁ ପ୍ରମାଣିତ ହୋଇସାରିଛି । ଅନ୍ୟ ପକ୍ଷରେ ନବୀନ ପଟ୍ଟନାୟକଙ୍କ

୫ ଦଫା ଦାବୀରେ ପାରିଷଦଙ୍କ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ

ଦେବଗଡ଼,୧୭ା୨ : ଆବାସ ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ,ବାର୍ଧକ୍ୟ ଭତା ରାଶି ୨୦୦ ଟଙ୍କାକୁ ବୃଦ୍ଧି କରିବାସହ ହିତାଧିକାରୀ ମାନଙ୍କୁ ଏହା ତୁରନ୍ତ ପ୍ରଦାନ କରାଯିବା, ଉଚିତ ସମୟରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପ୍ରଦାନ କରାଯିବା, ହୋଲ୍ଡିଂ ଟ୍ୟାକ୍ସ ବର୍ଦ୍ଧିତ

ଫେବୃଆରୀ ୨୦/୨୧ ରେ ହେବ ଡିମ୍ବୁଲି ଯାତ୍ରା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେଲଘର ଆମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲା ଯେଉଁଠି ଅଧିକାଂଶ କନ୍ଧ ଜନଜାତିର ଲୋକ ବସବାସ କରି ଆସୁଛନ୍ତି। ସେହି କନ୍ଧ ଜନଜାତିର ଆରାଧ୍ଯ ଡିମ୍ବୁଲି ସାରମ୍ବୁଲୀ ଦେବୀ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି। କନ୍ଧ ସମାଜର

ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି-ବିଜେଡ଼ି ବାହାଘର

ଫୁଲବାଣୀ : ବିଜେଡି-ବିଜେପି ମଧ୍ୟରେ ରହିଥିବା ପର୍ଦ୍ଦା ପଛର ସମ୍ପର୍କକୁ ଲୋକଲୋଚନକୁ ଆଣିବା ପାଇଁ କଂଗ୍ରେସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ବିଜେଡି ବିବାହ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଆର,ଉଦୟଗିରି : ଆଜି ନୁଆଗଡ ବ୍ଲକର ପୁଟୁପଡା ଗ୍ରାମପଞ୍ଚୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛ । ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ଭୂୟା ସଭାପତିତ୍ବ

ମୁଖ୍ୟମନ୍ତ୍ରୀ ମକା ମିଶନ ତଥା କୃଷିବିଭାଗ ନିର୍ଦ୍ଦେଶକ, ଶଙ୍କର ମକା ବିହନ ଉତ୍ପାଦନ କ୍ଷେତ୍ର ପରିଦର୍ଶନ

ଉମରକୋଟ : ଓଡ଼ିଶା ସରକାର ଜନତାଙ୍କ ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରୁଛନ୍ତି, ତାହା ମଧ୍ୟରେ କୃଷକଙ୍କ ପାଇଁ କେତେ ଦୂର କଣ କରିଛନ୍ତି, ବା ଚାଷୀଙ୍କ ନିକଟରେ ସରକାରଙ୍କ ସୁଯଗ ସୁବିଧା ପହଞ୍ଚି ପାରୁଛି କି ନାହି ? ସୂଚନା ପ୍ରକାରେ ଆଜି ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌରପରିଷଦ,

ଶ୍ରୀ ରଘୁନାଥ ଓ ଲଡୁବାବାଙ୍କ ୪୭୫ ଏକର ଜମିର ପତ୍ତା ମିଳୁନି

ନୟାଗଡ଼ : ନୟାଗଡ଼ ଜିଲ୍ଲାର ମୁଖ୍ୟ ଦୁଇ ମନ୍ଦିର ଯଥା ସରଣକୁଳ ର ଲଡୁ ବାବା ଓ ଓଡ଼ଗାଁ ର ରଘୁନାଥ ଜୀଉ ମନ୍ଦିରର ପ୍ରାୟ ୧୧୯୫ ଏକର ଭୁ ସମ୍ପତି ଥିବାର ଜଣାପଡ଼ିଛି । ମାତ୍ର ସେଥିରୁ ୭୨୦ ଏକର ଜମି ମନ୍ଦିର ସେବାସୀଙ୍କ ପାଖରେ ଥିବା ବେଳେ ଅନେକ ଜମି ର ପତ୍ତା ମିଳୁନି । ସେଥିରୁ କିଛି

ସେବା ସମବାୟ ସମିତିରେ ମହାଘୋଟାଲା,କାର୍ଯ୍ୟାନୁଷ୍ଠାନ ଦାବିରେ ବୋର୍ଡ ସଭ୍ୟ /ସଭ୍ୟା ଦେଲେ ଧାରଣା ।

ରାଜନଗର : ଦୈନିକ ଖଵର କାଗଜ ପୃଷ୍ଠା ଲେଉଟାଇଲେ ଦେଖିବାକୁ ମିଳୁଛି ରାଜ୍ୟରେ କୃଷି ସମଵାୟ ସମିତିରେ ଦୁର୍ନୀତିର ଚେର ଵହୁ ଗଭିରକୁ ଯାଇଛି। ଏଥିରେ ରାଜନେତା ଓ ଅଧିକାରୀଙ୍କ ଅନୁକମ୍ପାରୁ ସମଵାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାପ୍ ପାଇଯାଉଥିବା ଵେଳେ ବୋର୍ଡର ସଭାପତି ଅନୀୟମିତ ରାଜ