Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରୀ ନୀତି ଗୁଡିକ…
ଛତ୍ରପୁର : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରୀ ନୀତି ଗୁଡିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଦେଶ ବ୍ୟାପୀ ହରତାଳ, ଧର୍ମଘଟ ଓ ଭାରତ ବନ୍ଦ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ର ସଦରମହକୁମା ଛତ୍ରପୁର ଠାରେ!-->…
କୃଷକ ଶ୍ରମିକ ଜନବିରୋଧୀ ମୋଦି ସରକାର ହଟାଅ – ଭାରତ ବଞ୍ଚାଅ: ଏଆଇଟିୟୁସି ପକ୍ଷରୁ ମାଲକାନଗିରିରେ ଧର୍ମଘଟ…
ମାଲକାନଗିରି : କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ସଂଯୁକ୍ତ ମୋର୍ଚ୍ଚା, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଦେଶ ସମୂହ କର୍ମଚାରୀ ଫେଡେରେଶନମାନଙ୍କ ପକ୍ଷରୁ ମୋଦି ନେତୃତ୍ଵାଧୀନ ଫାସିଵାଦୀ ତାନାଶାହୀ ଶ୍ରମିକ, କୃଷକ ଓ ଜନ ସ୍ଵାର୍ଥ ଵିରୋଧୀ ବିଜେପି - ଏନଡିଏ ସରକାର ବିରୋଧରେ ଆହୁତ ୧୬ଫେଵୃଆରୀ!-->…
ଫୁଲବାଣୀ ପୁସ୍ତକ ମେଳା ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
ଫୁଲବାଣୀ : ଫୁଲବାଣୀ ରେ ଗତ ୧୨ ତାରିଖରୁ ବିଟିମ୍ ପଡିଆରେ ଆରମ୍ଭ ହୋଇଥିବା, ବନଜ୍ୟୋସ୍ନା ସାହିତ୍ୟ ସଂସଦର ଚତୁର୍ଦ୍ଦଶ ପୁସ୍ତକ ମେଳାଓ ସାଂସ୍କୃତିକ ଉତ୍ସବ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଫୁଲବାଣୀ ରକ୍ତିଭଣ୍ଡାରର ଭ୍ରାମ୍ୟମାଣ ରକୃ ସଂଗ୍ରହ ଯାନରେଆୟୋଜିତ!-->…
ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ କାୟକଳ୍ପ ଟିମ୍ ର ପରିଦର୍ଶନ…
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ କାୟକଳ୍ପ ଟିମ୍ ପରିଦର୍ଶନ କରି ଫେରିଛନ୍ତି। ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ଉତ୍ତମ ରୋଗୀସେବା ଆଦିରେ ଦାୟିତ୍ୱବୋଧ ପୂରଣ କରିବାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କେତେ ପରିମାଣରେ ଅଗ୍ରଗତି କରିଛି ତାର ମୂଲ୍ୟାଙ୍କନ!-->!-->!-->…
ନୟାଗଡ଼ ଜିଲ୍ଲାରେ ଜାଲ ଭୋଟର ତାଲିକା ନେଇ ବଢୁଛି ବିବାଦ…
ନୟାଗଡ : ନୟାଗଡ଼ ଜିଲ୍ଲାରେ ଜାଲ ଭୋଟର ସଂକ୍ରାନ୍ତରେ ଖବର ପ୍ରକାଶନ ପରେ ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇ ଉଠିଛି । ବିଜେପି ନେତ୍ରୀ ପ୍ରତ୍ୟୁଷା ରଜେଶ୍ଵରୀ ସିଂହ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ତଦନ୍ତ ଦାବି କରିଛନ୍ତି । ନୟାଗଡ଼ ଜିଲ୍ଲାରେ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି!-->!-->!-->…
ଯୁବକଙ୍କ ଅପହରଣ ଅଭିଯୋଗ ପରେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ
ହିଞ୍ଜିଳିକାଟୁ : ଗତ ୬ ତାରିଖରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରୁ ଜଣେ ଯୁବକଙ୍କୁ ହିଞ୍ଜିଳି ଥାନା ଅଞ୍ଚଳର କିଛି ଯୁବକ ଅପହରଣ କରିଥିବା ନେଇ ଅପହୃତଙ୍କ ମା' ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅପହୃତା ଯୁବକ ଜଣଙ୍କ ବ୍ରହ୍ମପୁର ସଦରଥାନା ଲାଞ୍ଜିପଲ୍ଲୀ ଅଞ୍ଚଳର କାମନା ଗୌଡ।!-->…
ଦାବୀ ପୂରଣରେ ବିଳମ୍ବର ପ୍ରତିବାଦ : ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଶୋଭାଯାତ୍ରା
ଦେବଗଡ଼,୧୫ା୨: ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର!-->…
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ
ଦେବଗଡ଼,୧୫ା୨:ତିଲେଇବଣି ବ୍ଲକ ଅନ୍ତର୍ଗତ କଂସର ଗ୍ରାମ ପଂଚାୟତରେ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ତିଲେଇବଣି ବ୍ଲକ କଂଗ୍ରେସ ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲା!-->…
ଦ୍ୱି ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ : ବାବା ୱାରିୟର କ୍ରିକେଟ କ୍ଲବ ଚମ୍ପିୟାନ
ଦେବଗଡ଼,୧୫ା୨: ରିଆମାଳ ବ୍ଲକ ଉଟୁଣିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ହାଡସଂହାର ଖେଳ ପଡିଆଠାରେ ବାବା ୱାରିୟର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦ୍ୱି’ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବାଘବରର ତ୍ରିନାଥ କ୍ରିକେଟ କ୍ଲବକୁ!-->…
ଗୋଆରେ ଦାଦନ ଶ୍ରମିକ ମୃତ
ଆର,ଉଦୟଗିରି : ଗୋଆରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ମଝିକିରିମ୍ବ ଗାଁର ଗଙ୍ଗାଙ୍କ ମଳିକଙ୍କ ମୃତ୍ୟୁ ଘଟିଛି । ଗଙ୍ଗାଙ୍କ ପରିବାରରେ ସ୍ତ୍ରୀ ସହ ଚାରୋଟି ପିଲା ଘରେ ରହୁଥିବା ବେଳେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇପଡିଥିଲା ।!-->…