Browsing Category

ଆଞ୍ଚଳିକ

ବିଭିନ୍ନ ଦାବୀରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ରାଇତାବାହାଳ ଗ୍ରାମପଂଚାୟତ ବାସୀ

ଦେବଗଡ଼,୧୩ା୨ : ରେଙ୍ଗାଳି ବହୁମୂଖି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ବାରକୋଟ ବ୍ଲକ ରାଇତାବାହାଳ ପଂଚାୟତର ବିଭିନ୍ନ ଗ୍ରାମକୁ ରାଜସ୍ୱ ଗାଁ ଘୋଷଣା କରିବା ସହ ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି । ଆଜି ମଧ୍ୟାହ୍ନରେ ରାଇତାବାହାଳ ଗ୍ରାମ

ଜିଲ୍ଲାପାଳ କଲେ ମା’ କୁରେଇଶୁଣୀଙ୍କ ନୂତନ ମନ୍ଦିର ଭୂମିପୂଜା

ଆର,ଉଦୟଗିରି : ଆର,ଉଦୟଗିରି ବ୍ଳକ ରାମଗିରି ଗ୍ରାମପଞ୍ଚାୟତରେ ସ୍ଥିତ ମା' କୁରେଇଶୁଣୀ ମନ୍ଦିର ପରିସରରେ ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନଙ୍କ ଦ୍ବାରା ମା' ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରାଯାଉଛି । ସର୍ବପ୍ରଥମେ ରାମଗିରି ଶ୍ରୀ ରାମଶ୍ବର ବଣିକ ସଂଘ ତରଫରୁ

ସରକାରଙ୍କ ସହ ପ୍ରାଣିଚିକିତ୍ସକଙ୍କ ଆଲୋଚନା ବିଫଳ : ବଢିଲା ପ୍ରାଣିପାଳକଙ୍କ ଦୁର୍ଦ୍ଦଶା

ଫୁଲବାଣୀ : ଓଡ଼ିଶାର ପ୍ରାଣିଚିକିତ୍ସକମାନେ ଗତ ତା ୧୮.୦୧.୨୪ ରିଖ ରିଖ ଠାରୁ ଠାରୁ ଆଜି ସୁଦ୍ଧା ୨୬ ଦିନ ହେଲା ସମୂହ ଛୁଟିରେ ଅଛନ୍ତି । ସେମାନେ ଗତ ପ୍ରାୟ ଦୁଇ ବର୍ଷ ଧରି ନିଜର ଚାରି ଦଫା ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଛନ୍ତି । ରାଜ୍ୟର ପ୍ରାଣିପାଳକ ମାନଙ୍କ ହିତରେ

ଟ୍ରେନ୍‌ରେ ଆଦିବାସୀ ଛାତ୍ରୀଙ୍କୁ ଅସଦ୍‌ ଆଚରଣ କରି ଶିକ୍ଷକ ଗିରଫ

ମାଲକାନଗିରି : ଆଦିବାସୀ ଛାତ୍ରୀଙ୍କୁ ଅସଦ୍‌ଆଚରଣ ଅଭିଯୋଗରେ ଶିକ୍ଷକ ଗିରଫ। ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଗିରଫ ହୋଇଛନ୍ତି। ହଷ୍ଟେଲର ଜଣେ ଆଦିବାସୀ ଛାତ୍ରୀଙ୍କ ସହ ଅସଦ୍‌ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏକଲବ୍ୟ ଆଦର୍ଶ

ଘର ସମ୍ମୁଖରୁ ବାଇକ ଚୋରୀ : ସିସି ଟିଭି କ୍ୟାମେରାରରେ ଚୋରର ଫଟୋ

ଦେବଗଡ଼,୧୩ା୨ : ଦେବଗଡ ପୌରାଂଚଳ ୩ ନମ୍ବର ୱାର୍ଡ ବଣିଆସାହିରୁ ସୋମବାର ରାତ୍ରୀରେ ଏକ ବାଇକ ଚୋରି ହୋଇଥିବା ଜଣପଡିଛି। ଏନେଇ ଅଭିଯୋଗ ହେବାରୁ ପୋଲିସ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ ବଣିଆସାହିର ଅଶୋକ କୁମାର ନାୟକଙ୍କ ପୁଅ ପ୍ରିୟାଂଶୁ ନାୟକ ଗତକାଲି

ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ଆର,ଉଦୟଗିରି : ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ମାଉସୀ ଗୁରୁତ୍ବର ଆହତ ହୋଇଛନ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଉପର କଝଟଙ୍ଗପଡା ଗ୍ରାମର ତ୍ରିଲୋଚନ ବେହେର୍ଦଳାଇ (23) ଓ ଆହତ ଜଣକ ଯୁବକଙ୍କ ମାଉସୀ ଯମୁନା କାର୍ଜୀ (30) । ତ୍ରିଲୋଚନ ନିଜ

ଗ୍ରାମ୍ୟ କୃଷି କର୍ମଚାରୀ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା

ଦେବଗଡ଼ : କ୍ୟାଡର ପୁନର୍ଗଠନ, ଗ୍ରେଡ ପେ’ ୪୨୦୦କୁ ବୃଦ୍ଧି, ପଦବୀର ନାମ ପରିବର୍ତନ, ଚାକିରୀରେ ପ୍ରବେଶ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ବିଜ୍ଞାନ, ଗମନାଗମନ ଓ ଅନ୍ୟାନ୍ୟ ଖର୍ଚ୍ଚର ଭାଉଚର ଯୋଗାଣ ଏବଂ ୬ ବର୍ଷକୁ ମୂଳ ଚାକିରିରେ ଗଣନା ଦାବୀରେ ଦେବଗଡ ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ଥାନା ଅଧୀନ ଦାସିଙ୍ଗବାଡ଼ିରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ଚିତାବାଘ ଛାଲ ସହିତ ଗୋଟିଏ ଦେଶୀବନ୍ଧୁକ ଜବତ କରାଯାଇଛି। ଘଟଣାରେ ଦାରିଙ୍ଗବାଡି ଥାନା ଅଧୀନ ଗୋହିବାଡ଼ିର ଘନେଶ୍ବର ପ୍ରଧାନ (୩୫) ଙ୍କୁ

ପାଣି ପାଇପ ଚୋରି ଉଦ୍ୟମ ବିଫଳ: ଟ୍ରକ୍ ସମେତ ପାଇପ ଜବତ

ଓଡ଼ଗାଁ : ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମରେ ପାଣି ପାଇପ ଚୋରି ଘଟଣାରେ ପୋଲିସ ୨ଟି ଟ୍ରକ୍ ସମେତ ପାଣି ପାଇପ ଜବତ କରିଛି । ସୂଚନା ଅନୁଯାୟୀ ଓଡ଼ଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାଣି ଯୋଗାଣ ନିମନ୍ତେ କେଇସି

ଭିତ୍ତିଭୂମି ନଥାଇ ଚାଲୁଛନ୍ତି ବେସରକାରୀ କଲେଜ : ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗ ନିଦାବିଷ୍ଣୁ

ଶିକ୍ଷା ବ୍ୟବସାୟୀଙ୍କ ହାତବାରିସି ସାଜିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ବ୍ରହ୍ମପୁର : ବର୍ତ୍ତମାନ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି, ଯାହାକୁ ଆଖିଆଗରେ ରଖି ସରକାରୀ କଲେଜଗୁଡ଼ିକ ସହ ବେସରକାରୀ କଲେଜ ଗୁଡ଼ିକରେ ମଧ୍ୟ ପିଲାମାନେ ନାମ ଲେଖାଇବାକୁ ବ୍ୟଗ୍ର । ଏହି