Browsing Category

ଆଞ୍ଚଳିକ

ଚତୁର୍ଦ୍ଦଶ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ…

ଫୁଲବାଣୀ : ଜିଲ୍ଲା ତଥା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା,ଫୁଲବାଣୀର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ଚତୁର୍ଦ୍ଧଶ ପୁସ୍ତକ ମେଳା ଫୁଲବାଣୀ ମାଷ୍ଟରପଡା ସ୍ଥିତ ବି ଟିମ୍ ପଡିଆରେ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଉଦଘାଟିକା ଭାବେ କନ୍ଧମାଳ ଜିଲ୍ଲା ପରିଷଦ

ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ : ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ରମ୍ଭେଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଘେରାଉ

ଦେବଗଡ଼,୧୨ା୨ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର : ଆସନ୍ତା ୧୪ତାରିଖ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତ ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଫଳ ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଡ଼ିଓ ସୁଶାନ୍ତ କୁମାର ବରାଳ ଙ୍କ

୮ମ ବାଟାଲିଅନ୍ ପରିସରରେ ଦୀକ୍ଷାନ୍ତ ସମାରୋହ

ଛତ୍ରପୁର : ଓ.ଏସ୍‌.ଏ.ପି. ୮ମ ବାଟାଲିଅନ୍ ପ୍ୟାରେଡ୍ ପଡିଆ ପରିସରରେ ଦୀକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ରେଳ ଓ ତଟରକ୍ଷୀ ସୁରକ୍ଷା) ରାଜେଶ କୁମାର ଯୋଗଦେଇ ଏହି ୮ମ ବାଟାଲିଅନ୍ ଠାରେ ଗଲାବର୍ଷ ମେ’ ୨୯ ତାରିଖଠୁ ୯ ମାସ

ପ୍ରେମି ଯୁଗଳଙ୍କ କରୁଣ ପରିଣତି

ଉମରକୋଟ : ସୂଚନା ପ୍ରକାରେ ଆଜି ବୁର୍ଜା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମର ପୁଅ ସୋନାଧର ଭତରା, ପିତା ଧନସିଂ ଭତରା | ଆନୁମାନିକ ବୟସ ୧୯ବର୍ଷଙ୍କ ସାଙ୍ଗର କିଛି ମାସ ପୂର୍ବରେ କୁର୍ସି ଗ୍ରାମର ଝିଅ

ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେବଗଡ ,୧୨|୨ ଦେବଗଡ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଦେବଗଡ ପୋଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ବାଇକ୍ ଦୁର୍ଘଟଣାରେ ୨ ଗୁରୁତର

ଦାରିଙ୍ଗବାଡ଼ି,୧୨/୨ : ଦାରିଙ୍ଗବାଡି ଥାନା ଡୁଲୁରି ପାଇନ ବଣ ବୁଲାଣିରେ ବାଇକ୍ ଦୁର୍ଘଟଣା ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଜଣ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗାହେଜୁ ଗ୍ରାମର ହେରଦ ମଲିକ ଓ ସାଇମନ୍ ମଲିକ। ୨ ଜଣ ବାଇକ୍ରେ ଗାହେଜୁ ଗ୍ରାମକୁ ଫେରୁଥିବା ସମୟରେ ବିପରୀତ

ବ୍ରାହ୍ମଣୀଗାଁରେ ମା ଲୁର୍ଦ୍ଦମେରି ପର୍ବ ବହୁ ଆଡ଼ମ୍ବରରେ ପାଳନ।

ଦାରିଙ୍ଗବାଡି, ୧୨/୨ : ଦାରିଙ୍ଗ ବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ରବିବାର ଦିନ ମା ଲୁର୍ଦ୍ଦମେରି ପର୍ବ ବହୁ ଆଡ଼ମ୍ବରରେ ପାଳନ ହୋଇ ଯାଇଛି। ଏହି ଆଧ୍ୟାତ୍ମିକ ପରିବେଶରେ ବ୍ରାହ୍ମଣୀଗାଁ ପାରିସ ମୁଖ୍ୟ ଜାଜକ ବିମଳ ନାୟକଙ୍କ ପୌରହିତରେ କଟକ-

କର୍କଟ ରୋଗୀଙ୍କ ମୁହଁରେ ଆହାର ଦେବାକୁ ଗୋମାତା ଦାନକଲେ ଜଗନ୍ନାଥ ଟ୍ରଷ୍ଟ

ରାଜନଗର : ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟମାନେ ଚୁକ୍ତିଭିତ୍ତିକ ଭାବେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବେରାଡ଼ି ପଞ୍ଚାୟତ ର ହରିଦାସ ପୁର ଗ୍ରାମ ନିବାସୀ ଶ୍ରୀ ରତ୍ନାକର ଦାସ ଙ୍କୁ ତାଙ୍କର ପରିବାର ପ୍ରତିପୋଷଣ ପାଇଁ ଏକ ଗୋ ମାତା ଓ ବାଛୁରୀ ଦାନ

ଫୁଲବାଣୀ ୩ ନମ୍ବର ଓ୍ବାର୍ଡରେ ଘରେଘରେ ଶଂଖ, ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ଘରେଘରେ ଶଂଖ, ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଫୁଲବାଣୀ ପୌରପରିଷଦ ୩ ନମ୍ବର ଓ୍ବାର୍ଡ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।