Browsing Category

ଆଞ୍ଚଳିକ

ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ପବିତ୍ର ମକର ମିଳନ ଓ ବ୍ୟାସକବି ଜୟନ୍ତି ପାଳିତ…

ଫୁଲବାଣୀ : ଅବିଭକ୍ତ ଫୁଲବାଣୀ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ନେତାଜୀ କ୍ଳବ ଠାରେ ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ମକର ମିଳନ,ବ୍ୟାସ କବି ଫକୀର ମୋହନଙ୍କ ସମ୍ପର୍କିତ ଆଲୋଚନା ଓ

କେନ୍ଦ୍ରୀୟ ବିଦ୍ୟାଳୟରେ ସାଇନ୍ସ ସେମିନାର ଆୟୋଜିତ

ମାଲକାନଗିରି,୧୫।୧ : ମାଲକାନଗିରି ଜିଲ୍ଲା ସଦରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ସାଇନ୍ସ ସେମିନାର ଆୟୋଜିତ ହୋଇଯାଇଛି l ଏହି ସେମିନାରରେ ବିଶେଷଜ୍ଞ ରୂପେ ମାଲକାନଗିରି ଆଦର୍ଶ ମହାବିଦ୍ୟାଳୟର ଭୌତିକ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ । ଏଥିରେ

ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାଳୟର 50ବର୍ଷ ପୃତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ସୋମବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି

ବୀର ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭଞ୍ଜନଗର ଠାରେ ପାଳିତ ହେବ…

ଛତ୍ରପୁର : ଚଳିତ ବର୍ଷ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ରାଜ୍ୟସ୍ତରୀୟ ଉତ୍ସବ ଭଞ୍ଜନଗର ଠାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଦ୍ଵାରା ପାଳିତ ହେବ । ଏଥିନେଇ ଭଞ୍ଜନଗର ସ୍ଥିତ ଜଙ୍ଗଲ ବିଭାଗୀୟ ଅତିଥି ବଙ୍ଗଳା ଠାରେ ସୋମବାର ରାଜ୍ୟ ଅର୍ଥମନ୍ତ୍ରୀ

ନୟାଗଡ଼ରେ ମାଳମାଳ ନକଲି ଭୋଟର…

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଇଲୋକ୍ଟରାଲ ପପୁଲେସନ (ଇପି)ବା ଭୋଟର ଜନସଂଖ୍ୟା ରେ ସାଙ୍ଘାତିକ ତ୍ରୁଟି ରହିଛି । ଜିଲ୍ଲାର ଜନସଂଖ୍ୟା ଅନୁସାରେ ୬୮ ପ୍ରତିଶତ ଭୋଟର ରହିବା କଥା ମାତ୍ର ୨୦୧୯ ସାଧାରଣ ନିର୍ବାଚନ ରେ ଏହା ୮୦ପ୍ରତିଶତ ଥିବାବେଳେ ୨୦୨୪ନିର୍ବାଚନ ଆଉ କେତେମାସ ବକିଥିଲା ବେଳେ

ବନ୍ଧଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବନ୍ଧଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି lବନ୍ଧଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଛାତ୍ରୀ ମାନେ ବର୍ଜ୍ୟବସ୍ତୁ ରୁ କିପରି ନୂତନ ଓ ବ୍ୟବହାରିକ ବସ୍ତୁ ତିଆରି କରାଯାଇପାରିବ ତାହା କରିଦେଖାଇଥିଲେ

୭୬ ତମ ସେନା ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀ ଠାରେ ୭୬ ତମ ସେନା ଦିବସ ପାଳିତ ହୋଇ ଯାଇଛି l ଏହା ପ୍ରତି ବର୍ଷ ଜାନୁୟାରୀ ୧୫ ତାରିଖରେ ପାଳିତ ହୋଇଥାଏ l ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ଣ୍ଣଲ ଶିଶିର କୁମାର ଘୋଷ ସମଗ୍ର ବିଶ୍ୱରେ

ସୀମାନ୍ତରେ ୩ ମାଓବାଦୀ ଆତ୍ମସମର୍ପଣ…

ମାଲକାନଗିରି,୧୪।୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ମାଓବାଦୀ କମିଟିରେ ସକ୍ରିୟ ଏଲ୍ଓଏସ୍ କମାଣ୍ଡର

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ

ମାଲକାନଗିରି, ୧୪/୦୧/୨୪: ଚଳିତବର୍ଷ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଜାନୁଆରୀ ୧୧ରେ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଉତ୍ସବ ଆୟୋଜନ

ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି,୧୪।୧ : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ୨ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ ହୋଇଥିବା ବେଳେ ୧୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଜିଲ୍ଲା ଅବକ୍ରିୟ ବିଭାଗ ପକ୍ଷରୁ ଜିଲ୍ଲା ସଦରରେ