Browsing Category

ଆଞ୍ଚଳିକ

ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ଜମନକିରା ରାସ୍ତା ମୁହାଣିରେ ଗୋଟିଏ ବାଇକ ନିଜର ଭରସାମ୍ୟ ହରାଇ ଥିବାରୁ ସଡକ ଦୁର୍ଘଟଣା ଘଟିଥିଲା !ଏହି ଦୁର୍ଘଟଣାରେ ବାଇକ ଚାଳକ ସରୋଜ ତିର୍କୀ ୩୦ ବର୍ଷ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ !

ଫୁଲବାଣୀ ଖାଉଟି ଅଦାଲତଙ୍କ ନ୍ୟାୟୋଚିତ ନିଷ୍ପତି ଖାଉଟିଙ୍କ ମନରେ ସୃଷ୍ଟି କରିଛି ନୂତନ ଆଶାର ସଂଚାର…

ଫୁଲବାଣୀ : ଫୁଲବାଣୀ ଖାଉଟି ଅଦାଲତର ପ୍ରେସିଡେଣ୍ଟ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ତତ୍ଵାବଧାନରେ ନିଆଯାଇଥିବା ଏକ ସଫଳ ନିଷ୍ପତି ଆଜି ସମସ୍ତ ଖାଉଟିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି l ସୂଚନା ଯୋଗ୍ୟ ବିଗତବର୍ଷ ତା 17/11/2023 ରିଖ ରେ ଫୁଲବାଣୀ ସହର ବାସିନ୍ଦା ଶ୍ରୀ

କମଳା ପ୍ରକାଶନୀର ପ୍ରତିଷ୍ଠାତା କମଳା ମହାପାତ୍ରଙ୍କ ତିରୋଧାନ

ଫୁଲବାଣୀ : ଫୁଲବାଣୀ ସହରର ଏକମାତ୍ର ନିର୍ଭର ଯୋଗ୍ୟ ପୁସ୍ତକ ପ୍ରକାଶନୀ "କମଳା ପ୍ରକାଶିନୀ"ର ପ୍ରତିଷ୍ଠାତା କମଳା ମହାପାତ୍ର ଆଉ ନାହାନ୍ତି l ଗତକାଲି ସେ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ l ମୃତ୍ୟୁ ଶଯ୍ୟାରେ ତାଙ୍କ ପୁଅ ଝିଅ ବୋହୂ ନାତି ନାତୁଣୀ ସହିତ ସମ୍ପର୍କୀୟ ମାନେ ଉପସ୍ଥିତ

ଟାଟା ମ୍ୟାଜିକ ଗାଡି ଦୁର୍ଘଟଣାଗ୍ରସ୍ତ : କ୍ରୀଡା ଉତ୍ସବକୁ ଆସୁଥିବା ୧୨ ଛାତ୍ର ଆହତ, ୯ ଗୁରୁତର

ଆର,ଉଦୟଗିରି : ଆର,ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଆଜି ଯୋଗଦେବା ଲାଗି ଛେଳିଗଡ ଅଞ୍ଚଳର ୨୧ ଜଣ ଛାତ୍ରଙ୍କୁ ନେଇ ଟାଟା ମେଜିକ ଡାଲା ଗାଡିରେ ଛେଳିଗଡ ଅଭିମୁଖେ ଯାଉଥିବା ବେଳେ ଅବାରସଂ ନିକଟରେ ଥିବା ଚମ୍ପାଘାଟି ବୁଲାଣିରେ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଗାଡିଟି

ଫୁଲବାଣୀ ପ୍ରାଥମିକ ବ୍ଳକ ଶିକ୍ଷକସଂଘର ଶପଥ ପାଠ ଉତ୍ସବ…

ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ବନାନୀ କଳା ସଙ୍ଗମ ସଭାଗୃହ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ଏବଂ ଫୁଲବାଣୀ ବ୍ଲକ ଶିକ୍ଷକ ସଂଘର ନୂତନ ଭାବେ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ପାଠ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଥିଲା ।ଉକ୍ତ ବୈଠକରେ ଜିଲ୍ଲା ସଂଘର ଉପ ସଭାପତି

ହିଞ୍ଜିଳିକାଟୁରେ ଅର୍ପଣ ରଥ ପରିକ୍ରମା…

ହିଞ୍ଜିଳିକାଟୁ ୯/୧ : ଆସନ୍ତା ୧୭ ତାରିଖରେ ହେବାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ମହୋତ୍ସବର ପ୍ରଚାରପ୍ରସାର ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ମଙ୍ଗଳବାର ଜ‌ୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି । ହିଞ୍ଜିଳିକାଟୁ ର ସମସ୍ତ ମନ୍ଦିର ରୁ

ଆସିକା ଆଦର୍ଶ ଥାନା ସମ୍ମୁଖ ରେ ଦଲାଲ ଙ୍କ ଦୌରାତ୍ମ୍ୟ..! ଅଭିଯୋଗ କାରୀଙ୍କ ହାତରୁ କାଗଜ ନେବା ନେଇ ଚର୍ଚ୍ଚା…..!

ବ୍ରହ୍ମପୁର: ୯-୧ ଆସିକା ଥାନା ସାରା ଦେଶରେ ଏକ ନମ୍ବର ଥାନାର ମାନ୍ୟତା ପାଇଛି। ଆସିକା ଥାନା ଅଧିକାରୀ ଙ୍କ ଯୋଗଦାନ ପରେ ଆସିକା ଥାନା ଇଲାକାରେ ଆଇନ ଶୃଙ୍ଖଳା ରେ ଉନ୍ନତି ହୋଇଛି। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଥାନା ସମ୍ମୁଖ ରେ କେତେକ ଦଲାଲ ଘୁରିବୁଲିବା ସହ ଥାନା କୁ ବିଭିନ୍ନ ଅଭିଯୋଗ ବା

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର,୮/୧- ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତା ରେ

ନାବାଳିକା ଗର୍ଭବତୀ ଥାନାରେ ଏତଲା…

ପାତ୍ରପୁର, ୮/୧ : ପାତ୍ରପୁର ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଜରଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନାବାଳିକା ଗର୍ଭବତୀ ହୋଇଥିବା ଜଣା ପଡ଼ିବା ପରେ ପରିବାର ପକ୍ଷରୁ ଅଭିଯୋଗ ହୋଇ ଥିବା ଜଣା ପଡିଛି। ଜରଡ଼ା ପୋଲିସ ଅଭିଯୋଗ କୁ ଭିତି କରି ଏକ ମକଦ୍ଦମା ରୁଜୁ କରି

ଚିକିଟୀ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଲୋକଙ୍କ ପାଖରେ ଖବର ନାହିଁ ସାଧାରଣରେ ଅସନ୍ତୋଷ

ଚିକିଟୀ : ଆଜି ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ୀଲ୍ଲାପାଳ ଲିନା କୁମାରୀ ଖେସ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ଃ .ଶ୍ରବଣ ବିବେକ ଏମ, ଜିଲ୍ଲା