Browsing Category

ଆଞ୍ଚଳିକ

ଅନ୍ଧ, ମୂକ ଓ ବଧିର ଛାତ୍ର ଛାତ୍ରୀ ପାଇଁ ସଞ୍ଜୟଙ୍କ ବଦାନ୍ୟତା…

ସୁନ୍ଦରଗଡ - ୦୩/୦୧/୨୪ ସୁନ୍ଦରଗଡ ସହରର ଉପାନ୍ତରେ ଅବସ୍ଥିତ "ସାର୍ଥକ"- ଅନ୍ଧ, ମୂକ ଓ ବଧିର ବିଦ୍ୟାଳୟ। ବିଧିର ବିଡମ୍ବନା ଯୋଗୁଁ ଏହି ବିଦ୍ୟାଳୟର ଶିକ୍ଷାର୍ଥୀଗଣ ଭିନ୍ନକ୍ଷମ। ସମସ୍ତଙ୍କ ପରି ଏମାନଙ୍କ ମନରେ ମଧ୍ୟ ରହିଛି ସେହି ବାଲ୍ୟସୁଲଭତା ଓ ନୈସର୍ଗିକ ସ୍ନେହ। ତାଙ୍କ ଆଶା ଓ ଆକାଂକ୍ଷା

ଏମଭି-16 ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବହିଷ୍କାର ଦାବି କଲେ ଗ୍ରାମବାସୀ ବୃନ୍ଦ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏସ ତଣ୍ଡାପାଲି ଏମଭି-16 ବିଦ୍ୟାଳୟ ରୁ ହଟାଇବା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରଙ୍କୁ ଦାବି ପତ୍ର ଦେଲେ ଗ୍ରାମବାସୀ ବୃନ୍ଦ l ସୂଚନାରୁ ପ୍ରକାଶ ଏହି ବିଦ୍ୟାଳର ପ୍ରଧାନ ଶିକ୍ଷୟତ୍ରୀ ସାଧନା ମଣ୍ଡଳଙ୍କ ଦୀର୍ଘ

ନୂତନ ବର୍ଷ ପାଳନ ଅବସରରେ ଡଙ୍କଲପାଡୁ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ

ଚିକିଟୀ : ସ୍ଥାନୀୟ ବ୍ଲକ ଏକ୍ସିଙ୍ଗି ପଞ୍ଚାୟତ ଡଙ୍କଲପାଡୁ ବେଳାଭୂମିରେ ନୂତନ ବର୍ଷ ପାଳନ ଅବସରରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା।ଏହି ବେଳାଭୂମିକୁ ସ୍ଥାନୀୟ ଅଞ୍ଚଳ ତଥା ପାତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ ଓ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ମଧ୍ୟ ବହୁ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ସଂମ୍ମାନିତ କରାଗଲା ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଜାନୁଆରୀ ୨ ତାରିଖ ପୂର୍ବହ୍ନରେ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ହରପ୍ରସାଦ ଦାସ ମୁଖ୍ୟ

କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍ଘାଟିତ…

ବ୍ରହ୍ମପୁର : ରାଜ୍ୟର ସର୍ବ ପୂରାତନ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପକ୍ଷରୁ କଳାକେନ୍ଦ୍ର ପରିସରରେ 'କବି ଗୋପାଳକୃଷ୍ଣ ମୁକ୍ତାକାଶ ରଙ୍ଗମଞ୍ଚ' ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ବିଧିବତ୍ ଉଦ୍ଘାଟନ କରି

ନବ.ବର୍ଷରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଉନ୍ନୟନ କାର୍ଯ୍ୟର ସଫଳତା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା…

ଛତ୍ରପୁର ତା.୦୨.୦୧.୨୦୨୪ ଜିଲ୍ଲାପାଳଙ୍କ ଓସ୍ବାନ ହଲ ଠାରେ ମଙ୍ଗଳବାର ସମସ୍ତ ଉନ୍ନୟନ କାର୍ଯ୍ଯର ସଦ୍ ବିନିଯୋଗ ଓ ଲୋକଙ୍କ ଉନ୍ନତି କଳ୍ପେ କରାଯାଉଥିବା ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନବବର୍ଷର

ନୂତନ ବର୍ଷରେ ଶ୍ରୀ ଶ୍ରୀ ବିନାୟକ ଯୁବକ ସଂଘ ତରଫରୁ ବିଭିନ୍ନ ମନ୍ଦିର ତଥା ଦେବାଳୟରେ ପଲିଥିନ ମୁକ୍ତ ଓ ନିଶାମୁକ୍ତ…

ରାଜସୁନାଖଳା : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ରାଜସୁନାଖଳା ଓ ନରେନ୍ଦ୍ରପୁର ପଞ୍ଚାୟତର ସମସ୍ତ ମନ୍ଦିର ତଥା ଦେବାଳୟର ପରିସରରେ ନୂତନ ବର୍ଷରେ ରାଜସୁନାଖଳା ନୃସିଂହପୁର ଟାଙ୍ଗିସାହିର ଶ୍ରୀ ଶ୍ରୀ ବିନାୟକ ଯୁବକ ସଂଘ ତରଫରୁ ବିଭିନ୍ନ ମନ୍ଦିର ତଥା ଦେବାଳୟରେ ପଲିଥିନ ମୁକ୍ତ ଓ ନିଶାମୁକ୍ତ

ଗଳାବାଟ ଦେଇ ତିନି ଖାକି ବରର୍ଦ୍ଧି ର ଆଶୀର୍ବାଦ ରେ ଗଞ୍ଜେଇ-ବିଦେଶୀ ମଦ – କାଠ ଚୋରା ଚାଲାଣ..!

ବ୍ରହ୍ମପୁର : ରାତ୍ର ୩ ଘଣ୍ଟାରୁ ଭୋର ୫ ଟା ରେ ୫୯ ନମ୍ବର ଜାତୀୟ ରାଜପଥ ରେ ଥିବା ଗଳାବାଟ ଦେଇ ଗଞ୍ଜେଇ-ବିଦେଶୀ ମଦ -ଚୋରା କାଠ ଚାଲାଣ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଶୀତଋତୁ ଏବେ ଗଞ୍ଜେଇ-ବିଦେଶୀ ମଦ -ଚୋରା କାଠ ମାଫିଆ ଙ୍କ ପୁଷ ମାସ ପାଲଟିଛି। ୫୯ ଜାତୀୟ ରାଜପଥ ରେ ଥିବା

ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର…

ରାଉରକେଲା :ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ଅନ୍ତର୍ଗତ ମୋଗୋଟଲି ଗ୍ରାମ ରାସ୍ତା ଉପରେ ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ବାଇକ ଚାଳକ ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡ଼ି ଦୁର୍ଘଟଣା ଘଟିଥିବାରୁ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ ! ସ୍ଥାନୀୟ