Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କର୍ମୀ ବୈଠକ…
ଦାରିଙ୍ଗବାଡ଼ି, ୧୨/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ଦଳର କର୍ମୀ ବୈଠକ ଡୁଲୁରି ସ୍ଥିତ ପାଇନ ବଣ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଅଞ୍ଚଳର ୨୫ ଗୋଟି ଗ୍ରାମ ପଞ୍ଚାୟତ ଅଧିନସ୍ତ ବୟଜେଷ୍ଠ ଓ ଯୁବ କର୍ମୀ ସମୁହ ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନରେ!-->!-->!-->…
ଗଞ୍ଜାମ ଜିଲ୍ଲାରେ ପୋଲିସ ସୁରକ୍ଷା ରେ ଚାଲିଛି ବେହାଲ ଚୋରା ବାଲି ଚାଲାଣ… !
ବ୍ରହ୍ମପୁର:୧୨-୧୨ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଓ ତାର ସହଯୋଗୀ ଏବେ ଜେଲରେ। କିନ୍ତୁ ବାଲି ଚୋରା ଚାଲାଣ କମିବାର ନା ଧରୁନି ଶୁଣିବାକୁ ମିଳୁଛି କୁଆଡେ ଏହି ଚୋରା ବାଲି ଚାଲାଣ ର ମଙ୍ଗ ଧରିଛନ୍ତି ପୋଲିସ ବାବୁ ମାନେ ଦେଉଛନ୍ତି ମାଫିଆ ମାନଙ୍କୁ ସୁରକ୍ଷା l ଗଞ୍ଜାମ ଜିଲ୍ଲାର ନଦୀ!-->…
ଘରୋଇ କଳିରୁ ବେକରେ ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା…
ଦାରିଙ୍ଗବାଡି,୧୦/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପ୍ଲିହେରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଜୁରୀପାଙ୍ଗା ଗ୍ରାମର ଜୟସେନ ମଲିକ(62ବର୍ଷ) ନାମକ ବୃଦ୍ଧ ଘର ପାଖରେ ଥିବା ଏକ ଗଛରେ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ମୃତ ଜୟସେନଙ୍କ ସାନ ଭାଇ ଜୁଲିଆନ ମଲିକ ଥାନାରେ ଅଭିଯୋଗ!-->!-->!-->…
ବାଲ୍ୟ ବିବାହ ମୁକ୍ତ ଦେବଗଡ ପାଇଁ ଶିଶୁମାନଙ୍କ ପଥପ୍ରାନ୍ତ ନାଟକ ଅଭିଯାନ ମାଧ୍ୟମରେ ସଂକଳ୍ପ ଯାତ୍ରା
ଦେବଗଡ ୧୧|୧୨ ଆସନ୍ତା ୨୦୨୪ ସୁଦ୍ଧା ଦେବଗଡ ଜିଲ୍ଲାକୁ ସମ୍ପୂର୍ଣ ରୂପେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମାନ ବିଗତ ଦୁଇ ବର୍ଷ ଧରି ଆୟୋଜିତ ହୋଇ ଆସୁଅଛି ଯଥା ଜିଲ୍ଲାପାଳ ସୋମେଶ ଉପଧ୍ୟାୟଙ୍କ ଦ୍ଵାରା ସମସ୍ତ ମନ୍ଦିର ଓ ଧାର୍ମିକ!-->!-->!-->…
ସାଂସଦ ଧିରଜ ସାହୁଙ୍କ ଠାରୁ ୫ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାହାରିବା ଘଟଣା : ଭାଜପା ପକ୍ଷରୁ ବିକ୍ଷୋଭ ଓ କୁଶ ପୁତଳିକା…
ଦେବଗଡ଼,୧୧ା୧୨:କଂଗ୍ରେସ ଦଳର ସାଂସଦ ଧିରଜ ସାହୁଙ୍କ ଠାରୁ ୫ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାହାରିବା ପ୍ରତିବାଦରେ ଦେବଗଡ ଜିଲା ଭାଜପା ପକ୍ଷରୁ ସୋମବାର ଜିଲାପଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ଧିରଜ ସାହୁଙ୍କ କୁଶ!-->…
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳନ
ମାତୃଭାଷା ଅନ୍ତରାତ୍ମାର ସ୍ପନ୍ଦନ ଅଟେ
ଆସିକା : ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକ୍ରମେ ତଥା ଭାରତୀୟ ସ୍ବତନ୍ତ୍ରତା ସେନାନୀ ତାମିଲ କବି ଚ଼ିନାସ୍ବାମୀ ସୁବ୍ରମନ୍ୟମ୍ ଭାରତୀଙ୍କ ଜନ୍ମ ଦିବସକୁ ସ୍ମୃତିଚାରଣ କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର!-->!-->!-->…
ଚୋରା ମତ୍ସ୍ୟଜୀବୀଙ୍କ ଟାର୍ଗେଟରେ ଗହୀରମଥା, ଟ୍ରଲର ଭିଏଚ୍ଏଫ୍, ଓ ଜାଲ ଜଵତ ସହ ୧୦ଗିରଫ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେନୀୟମ ପ୍ରଵେଶ କରି ଫିସିଂ କରୁଥିବା ସି କିଙ୍ଗ୍ -2ରେଜିଷ୍ଟ୍ରେସନ ନଂ ଇଣ୍ଡ୍ -ଓଆର୍ -01-ଏମ୍ଏମ୍-470ର ଏକ ଟ୍ରଲର ସହ ଭିଏଚ୍ଏଫ୍ 3 ଜିପିଏସ୍ 1,ଫିସ୍ ଫାଇଣ୍ଡର 1,ଟ୍ରଲି ନେଟ୍ 11 ଓ ଜୀବନ୍ତ!-->…
ବିନାୟକ ଆଚାର୍ଯ୍ୟଙ୍କ ତିରୋଧାନ ଦିବସକୁ ରାଜ୍ୟ ସରକାର ପାଳନ ନ କରିବାନେଇ କ୍ଷୋଭ
ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ମୃତି ସଭା
ବ୍ରହ୍ମପୁର : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ 41ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ଆଜି ସକାଳୁ ବ୍ରହ୍ମପୁର ଆସିକା ରୋଡ଼ ସ୍ଥିତ ବିନାୟକ!-->!-->!-->…
ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ୍ ଆୟୋଜିତ
ମାଲକାନଗିରି : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମାଲ୍ୟବନ୍ତ ମହୋତ୍ସବ ନେଇ ଏମଭି-୧୧ ରୁ ବୁଟିଗୁଡା ୟୁ ଜି ଏମ ଇ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->…
ଜିଲ୍ଲା ସଂସ୍କୃତି ଭବନଠାରେ ଧୂସରଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆୟୋଜିତ
ମାଲକାନଗିରି : ମାଲକାନଗିରି ପୌରପରିଷଦ ଦ୍ୱାରା ସଂସ୍କୃତି ଭବନ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଲକାନଗିରି ଜିଲ୍ଲାର ଦୁଇ ଗୋଟି ପୌରାଞ୍ଚଳ ଯଥା ପୌର ପରିଷଦ, ମାଲକାନଗିରି ଏବଂ ବିଜ୍ଞାପିତ ଅଂଚଳ, ବାଲିମେଳାର ସମସ୍ତ କର୍ମ କର୍ତ୍ତାଙ୍କୁ!-->…