Browsing Category

ଆଞ୍ଚଳିକ

ଟାଟା ମ୍ୟାଜିକ ଗାଡି ଦୁର୍ଘଟଣାଗ୍ରସ୍ତ : କ୍ରୀଡା ଉତ୍ସବକୁ ଆସୁଥିବା ୧୨ ଛାତ୍ର ଆହତ, ୯ ଗୁରୁତର

ଆର,ଉଦୟଗିରି : ଆର,ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଆଜି ଯୋଗଦେବା ଲାଗି ଛେଳିଗଡ ଅଞ୍ଚଳର ୨୧ ଜଣ ଛାତ୍ରଙ୍କୁ ନେଇ ଟାଟା ମେଜିକ ଡାଲା ଗାଡିରେ ଛେଳିଗଡ ଅଭିମୁଖେ ଯାଉଥିବା ବେଳେ ଅବାରସଂ ନିକଟରେ ଥିବା ଚମ୍ପାଘାଟି ବୁଲାଣିରେ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଗାଡିଟି…

ଫୁଲବାଣୀ ପ୍ରାଥମିକ ବ୍ଳକ ଶିକ୍ଷକସଂଘର ଶପଥ ପାଠ ଉତ୍ସବ…

ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ବନାନୀ କଳା ସଙ୍ଗମ ସଭାଗୃହ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ଏବଂ ଫୁଲବାଣୀ ବ୍ଲକ ଶିକ୍ଷକ ସଂଘର ନୂତନ ଭାବେ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ପାଠ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଥିଲା ।ଉକ୍ତ ବୈଠକରେ ଜିଲ୍ଲା ସଂଘର ଉପ ସଭାପତି…

ହିଞ୍ଜିଳିକାଟୁରେ ଅର୍ପଣ ରଥ ପରିକ୍ରମା…

ହିଞ୍ଜିଳିକାଟୁ ୯/୧ : ଆସନ୍ତା ୧୭ ତାରିଖରେ ହେବାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ମହୋତ୍ସବର ପ୍ରଚାରପ୍ରସାର ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ମଙ୍ଗଳବାର ଜ‌ୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି । ହିଞ୍ଜିଳିକାଟୁ ର ସମସ୍ତ ମନ୍ଦିର ରୁ…

ଆସିକା ଆଦର୍ଶ ଥାନା ସମ୍ମୁଖ ରେ ଦଲାଲ ଙ୍କ ଦୌରାତ୍ମ୍ୟ..! ଅଭିଯୋଗ କାରୀଙ୍କ ହାତରୁ କାଗଜ ନେବା ନେଇ ଚର୍ଚ୍ଚା…..!

ବ୍ରହ୍ମପୁର: ୯-୧ ଆସିକା ଥାନା ସାରା ଦେଶରେ ଏକ ନମ୍ବର ଥାନାର ମାନ୍ୟତା ପାଇଛି। ଆସିକା ଥାନା ଅଧିକାରୀ ଙ୍କ ଯୋଗଦାନ ପରେ ଆସିକା ଥାନା ଇଲାକାରେ ଆଇନ ଶୃଙ୍ଖଳା ରେ ଉନ୍ନତି ହୋଇଛି। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଥାନା ସମ୍ମୁଖ ରେ କେତେକ ଦଲାଲ ଘୁରିବୁଲିବା ସହ ଥାନା କୁ ବିଭିନ୍ନ ଅଭିଯୋଗ ବା…

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର,୮/୧- ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତା ରେ…

ନାବାଳିକା ଗର୍ଭବତୀ ଥାନାରେ ଏତଲା…

ପାତ୍ରପୁର, ୮/୧ : ପାତ୍ରପୁର ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଜରଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନାବାଳିକା ଗର୍ଭବତୀ ହୋଇଥିବା ଜଣା ପଡ଼ିବା ପରେ ପରିବାର ପକ୍ଷରୁ ଅଭିଯୋଗ ହୋଇ ଥିବା ଜଣା ପଡିଛି। ଜରଡ଼ା ପୋଲିସ ଅଭିଯୋଗ କୁ ଭିତି କରି ଏକ ମକଦ୍ଦମା ରୁଜୁ କରି…

ଚିକିଟୀ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଲୋକଙ୍କ ପାଖରେ ଖବର ନାହିଁ ସାଧାରଣରେ ଅସନ୍ତୋଷ

ଚିକିଟୀ : ଆଜି ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ୀଲ୍ଲାପାଳ ଲିନା କୁମାରୀ ଖେସ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ଃ .ଶ୍ରବଣ ବିବେକ ଏମ, ଜିଲ୍ଲା…

ରାଜନଗରରେ ଘରକୁ ଘର ବୁଲିଲା ଅର୍ପଣ ରଥ ସମର୍ପଣ କଲେ ଗୁଆ ଅରୁଆ ଚାଉଳ ଗର୍ଜିଲା ହରିବୋଲ ହୁଳହୁଳି

ରାଜନଗର : ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସୁରକ୍ଷା ଏବଂ ପ୍ରଚାର ଓ ପ୍ରସାର ଓଡିଶା ସରକାରଙ୍କ "ଆମ ଓଡିଆ ନଵୀନ ଓଡିଶା "ଯୋଜନାର ଅନ୍ୟତମ ଅଂଶବିଶେଷ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ "ଶ୍ରୀମନ୍ଦିର…

ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦ୍ଘାଟିତ…

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ହରଭଙ୍ଗୀ ଜଳଭଣ୍ଡାରରେ ନିର୍ଭର କରୁଥିବା ହରଭଙ୍ଗୀ ଆଦିବାସି ପ୍ରାଥମିକ ସମବାୟ ସମିତିର ସଭ୍ୟମାନଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ଅବତରଣ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ଦେଶୀ ମଦ ଓ ମହୁଲ ପୋଚ ଜବତ କଲେ ନୂଆଁଗାଁ ଗ୍ରାମବାସୀ : ମଦ ବେପାରୀକୁ କାବୁକରି ପୋଲିସ କୁ କଲେ ହସ୍ତାନ୍ତର

ଦେବଗଡ,୮ା୧ : ଦେବଗଡ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମର ଗ୍ରାମବାସୀ ମାନେ ଆଜି ଉକ୍ତ ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ କରିବା ସହ ଚୋରା ମଦ ବେପାରୀକୁ କାବୁ କରି ଦେବଗଡ ଆଦର୍ଶ ଥାନା ପୋଲିସ କୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ ନୁଆଗାଁ ଗ୍ରାମର କୌଣସି ବ୍ୟକ୍ତି…