Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଇଟିଆଇରେ ସମନ୍ବିତ ଯୁବ ବିକାଶ କ୍ରୀଡ଼ା ପ୍ରତିଯୋଗିତା…
ଦାରିଙ୍ଗବାଡି,୦୧/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷ ପ୍ରଦୀପ ସାହୁ ଙ୍କ ଅଧ୍ୟକ୍ଷତା କ୍ରମେ ମୁଖ୍ୟ!-->…
ଶିକ୍ଷାବିତ ତଥା ନଗର ବିଜେଡି ସଭାପତିଙ୍କ ପରଲୋକ…
ହିଞ୍ଜିଳିକାଟୁ : ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ବେହେରାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ!-->…
ଏକାଦିନେ ବାପ ପୁଅଙ୍କ ଦୁଃଖଦ ଏକାଦଶାହରେ ଯୋଗ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲେ ଅଂଶୁମାନ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ଖଣତା ଗ୍ରାମପଞ୍ଚାୟତ ବାଲିଝରି ଗ୍ରାମର ଗଗନ ବିହାରୀ ମହାନ୍ତିଙ୍କ ବଡ ଭାଇ ସ୍ବର୍ଗତ ତ୍ରୈଲୋଚନ ବିହାରୀ ମହାନ୍ତି ଏବଂ ତାଙ୍କ ପୁଅ ରୁଦ୍ର ପ୍ରସାଦ ମହାନ୍ତିଙ୍କର ଗୋଟିଏ ଦିନରେ ଅଶ୍ରୁଭରା ଦୁଃଖଦ ଏକାଦଶାହରେ ପ୍ରାକ୍ତନ ବିଧାୟକ!-->…
ଭିତରକନିକାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ତରଫରୁ ଆଜି କନିକା ରେଞ୍ଜ ପରିସର ମଧ୍ୟରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା କାର୍ଯକ୍ରମ କରାଯାଇଥିଲା। ଏଥିରେ ତାଳଚୁଆ ଟ୍ରଲର ଆସୋସିଏସନ୍ ର ମାଲିକ, ଡ୍ରାଇଭର, ପାରମ୍ପରିକ ମତ୍ସ୍ୟଜୀବୀ , ଯନ୍ତ୍ର ଚାଳିତ ବୋଟ ସଂଘର ସମସ୍ତ ମାଲିକ,!-->…
ବିଳମ୍ବିତ ରାତିରେ ସ୍କୁଟି ଦୁର୍ଘଟଣା, ଯୁବକ ମୃତ
ଦାରିଙ୍ଗବାଡ଼ି, ୧/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ସ୍ମୃଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଶ୍ରାନିକେତା!-->…
ତୁମୁଡିବନ୍ଧ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବରିଷ୍ଠ ନେତା ଟୁନା ଦାଶ: ଦେଲେ ଗୁରୁମନ୍ତ୍ର…
ଫୁଲବାଣୀ : ତୁମୁଡିବନ୍ଧ ବିଜୁ ଜନତା ଦଳ କାର୍ଯ୍ୟାଳୟରେ କିଙ୍ଗ ମେକର ଟୁନା ଦାଶ.କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବାଲିଗୁଡା ପର୍ଯ୍ୟବେକ୍ଷକ ଅଜୟ ମହାରଣା ଏବଂ ସଂଯୋଜକ ଟୁନା ଦାଶ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ କର୍ମୀଙ୍କ କିଭଳି ରଣନୀତି ପ୍ରଦର୍ଶନ କରିବ ସେ ନେଇ ଗୁରୁମନ୍ତ୍ର!-->!-->!-->…
ହିଞ୍ଜିଳିକାଟୁ ସ୍ଵୟଂ ସାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ…
ହିଞିଳିକାଟୁ ୧!୧୨ ହିଞିଳିକାଟୁ ସ୍ୱୟଂ ସାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ବିଭିନ୍ନ କ୍ରିଡା , ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ସ୍ଵାସ୍ତିକା ପାଢି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ!-->!-->!-->…
୫ଦଫା ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…
ମାଲକାନଗିରି : ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖା ପକ୍ଷରୁ ଆଜି ନିଜର ପାଞ୍ଚ ଦଫା ଦାବି ନେଇ ମାଲକାନଗିରି ସଦର ମହକୁମାରେ ଥିବା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟ ଠାରୁ ଶୋଭାଯାତ୍ରାରେ ବାହାରି ଥିଲେ l ରାଜ୍ୟ ସରକାରଙ୍କର ବିଭିନ୍ନ ସଂଗଠନକୁ ଅନୁଦାନ,ପେନସନ,ସ୍ୱାସ୍ଥ୍ୟବିମା!-->!-->!-->…
ଛତୁଆ ବିଲ କରାଇ ଦେବା ପାଇଁ ଲାଞ୍ଚ ଅଭିଯୋଗ, ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲ…
ଫୁଲବାଣୀ (୩୦/୧୧) : ଛତୁଆ ବିଲ କରିବା ପାଇଁ ଲାଞ୍ଚ ନେବାବେଳେ ଧରାପଡିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।!-->…
ନବରଙ୍ଗପୁର ଜ଼ିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ, ରାଇଘର ବ୍ଲକରେ ପହଁଞ୍ଚିଲେ ସାତଟି…
ଉମରକୋଟ : ଓଡ଼ିଶା ରାଜ୍ୟ ରାସ୍ତା ପରିଵହନ ସଂସ୍ଥା ଦ୍ଵାରା ଆଜି ନବରଙ୍ଗପୁର ଜ଼ିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଛି l ରାଇଘର ବ୍ଲକରେ ପହଁଞ୍ଚିଲେ ସାତଟି ଲକ୍ଷ୍ମୀ ବସ l ଏହି ବସ ପହଁଞ୍ଚିବା ପରେ ଲୋକଙ୍କ ଭିତରେ ଖୁସିର ଲହରି ଖେଳି ଯାଇଛି l ଏହି ବସ ଆସିବାରୁ ସାଧାରଣ ଲୋକଙ୍କୁ ଆଉ!-->…