Browsing Category

ଆଞ୍ଚଳିକ

ଛତ୍ରପୁର ପ୍ରେସ କ୍ଳବର ଅତିରିକ୍ତଗୃହ ନିର୍ମାଣ ନିମନ୍ତେ ଭୂମିପୂଜା କଲେ ସ୍ଥାନୀୟ ବିଧାୟକ…

ଛତ୍ରପୁର : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଛତ୍ରପୁର ପ୍ରେସ କ୍ଳବର ଅତିରକ୍ତ ଗୃହ (ସମ୍ମିଳନୀ କକ୍ଷ)ନିର୍ମାଣ ନିମନ୍ତେ 4 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି l ଏନେଇ ମଙ୍ଗଳବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ନଡ଼ିଆ ଭାଙ୍ଗି ପୂଜା ଅର୍ଚନା କରି…

ଚଡକମରା ଗ୍ରାମରେ ହାତୀ ଉପଦ୍ରବ:ଭାଙ୍ଗିଗଲା ୩ ଟି ଘର ,୪ଟି ଗାଇ ଓ ୨ଟି ଛେଳି ମୃତ

ଦେବଗଡ,୧୯ା୧୨:ସୋମବାର ବିଳମ୍ବିତ ରାତ୍ରୀରେ ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଂଚାୟତ ତଥା ଦେବଗଡ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଡକମରା ଗ୍ରାମରେ ୩୪ ଟିକିଆ ହାତୀ ଦଳର ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ୩ ଜଣଙ୍କର ଘର ଭାଙ୍ଗି ଯାଇଛି । ସେହିପରି ହାତୀ ଆକ୍ରମଣରେ ୨ ଜଣ ଚାଷୀଙ୍କର ୪ଟି…

କନ୍ଧମାଳରେ ବଢୁଛି ଶୀତ : ଜମୁଛି ଶୀତ ବଜାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଜି ଉଦୟଗିରି ଠାରେ ତାପମାତ୍ରା ଖସିବାରେ ଲାଗିଛି । ଧୀରେଧୀରେ ଶୀତ ବଢୁଛି। ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାରେ ଶୀତ ଅନୁଭୂତ ହଉଛି। ଗତ ଦୁଇ ଚାରି ଦିନରେ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରା ଖସିଛି। ଗତ ଶନିବାର ଫୁଲବାଣୀ ତାପମାତ୍ରା ୮.୫ ଡିଗ୍ରୀ…

ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ (ନୂଆ-ଓ) ର ଉଦଯାପନୀ ଦିବସ

ଫୁଲବାଣୀ : ଫୁଲବାଣୀ ସ୍ଥିତ ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) କାର୍ଯ୍ୟକ୍ରମ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅଧୀନରେ ତା.୧୨.୧୨.୨୦୨୩ ରିଖରୁ ଠାରୁ ଆରମ୍ଭ ହୋଇଥିବା କ୍ରୀଡ଼ା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଦ୍ଯାପନୀ…

ଜିଏସଟି ବିଭାଗ ପକ୍ଷରୁ କପଡା ଦୋକାନରେ ଚଢଉ

ମାଲକାନଗିରି, ୧୯।୧୨ : ମାଲକାନଗିରି ଜିଲ୍ଲା ସଦରରେ ଥିବା ଏକ ବସ୍ତ୍ରାଳୟ ତଥା ପୋଷାକ ବିକ୍ରୟ ଦୋକାନ ଉପରେ ଜିଲ୍ଲା ଜିଏସଟି ବିଭାଗ ପକ୍ଷରୁ ଚଢଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଏହି ଦୋକାନର ଦୀର୍ଘ ଦିନ ଧରି ଜିଏସଟି ନମ୍ବର ଟି ରିଜେକ୍ଟ ହୋଇ ଯାଇଥିବା ବେଳେ…

ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ…

ଚିକିଟୀ : ସ୍ଥାନୀୟ ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ମଙ୍ଗଳବାର ଦିନ ରାଜ୍ୟ ସରକାର ଯୁବ ପ୍ରତିଭାଙ୍କ କ୍ରୀଡା,ସଂସ୍କୃତି ଏବଂ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି କରି ଯୁବଗୋଷ୍ଠୀଙ୍କ ରାଜ୍ୟର ବିକାଶରେ ଅଂଶୀଦାର କରିବା ପାଇଁ ଆରମ୍ଭ କରିଥିବା ସ୍ୱତନ୍ତ୍ର…

ଚିକିଟୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳସ୍ତରୀୟ କ୍ରୀଡା ଅନୁଷ୍ଠିତ…

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଥିବା ମିନି ଷ୍ଟାଡିୟମରେ ଦିଗପହଣ୍ଡି ସଙ୍କୁଳ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇ ଅଛି। କ୍ରୀଡା ସମାରୋହ କୁ ବିଶିଷ୍ଟ ସମାଜସେବୀ ଧର୍ମା ସାହୁ ଯୋଗଦେଇ ଶିଶୁଙ୍କୁ ଶୃଙ୍ଖଳିତ ଓ ପ୍ରତିଯୋଗୀ ଭାବନା ରଖି ଖେଳିବା ପାଇଁ ପରାମର୍ଶ…

ଦେବଗଡରୁ ଅପହୃତା ଶିଶୁକନ୍ୟାଙ୍କୁ ସୁନ୍ଦରଗଡ ଜିଲା ବଡ ଗାଁରୁ ଉଦ୍ଧାର

ଉଦ୍ଧାର ଶିଶୁ ଘରେ ପହଂଚିଲେ ବହୁ ବିଶିଷ୍ଟ ବ୍ୟକ୍ତିଦେବଗଡ, ୧୯/୧୨ : ଦେବଗଡ ରୁ ସୋମବାର ସନ୍ଧ୍ୟାରେ ଅପହୃତା ହୋଇଥିବା ଜଣେ ଶିଶୁକନ୍ୟାଙ୍କୁ(୫)ସୁନ୍ଦରଗଡ ଜିଲା ବଡ ଗାଁ ଥାନା ଅନ୍ତର୍ଗତ ଭୋଇପାଲି ନିକଟ ରାଜପଥ ପାର୍ଶ୍ବ ରୁ ମଙ୍ଗଳବାର ଭୋର ସମୟରେ ଉଦ୍ଧାର କରାଯାଇଛି।ମଙ୍ଗଳବାର ଭୋର ପ୍ରାୟ…

୧୯ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦଯାପିତ : ଅନ୍ତିମ ସଂଧ୍ୟାରେ ମଂଚସ୍ଥ ହେଲା ଓଡିଆ ନାଟକ…

ଦେବଗଡ଼ (୧୯|୧୨) : ଦେବଗଡର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଜାଗରଣ ଆର୍ଟ ଇଂଟର୍‌ନେସନାଲ୍‌’ ପକ୍ଷରୁ ସ୍ଥାନୀୟ ଟାଉନ୍‌ହଲ୍ ଠାରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ୧୯ ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ମହୋତ୍ସବର ଅନ୍ତିମ ଭୂବନେଶ୍ୱରର ‘ବିଦ୍ୟା କନକ ସୃଜନାନୁଷ୍ଠାନ’ର କଳାକାର…

ଟ୍ରେନରେ ଡକାୟତି ଉଦ୍ୟମ କରିବାକୁ ଯୋଜନା କରୁଥିବା ବେଳେ ୫ଜଣଙ୍କୁ କାବୁ କରିଛି ଵ୍ରହ୍ମପୁର ଜିଆରପି ଥାନା ପୋଲିସ

ବ୍ରହ୍ମପୁର : ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ରାତ୍ର ୧୨.୨୦ ଟା ସମୟରେ ଵ୍ରହ୍ମପୁର ରେଳଷ୍ଟେସନ ସରକାରୀ ରେଳବାଇ ଥାନାଧିକାରୀ ବିକାଶ କୁମାର ପଲାଇଙ୍କ ନେତୃତ୍ୱରେ, ଥାନାର ସହକାରୀ ଉପଆରକ୍ଷୀ ନିରୀକ୍ଷକ ସନ୍ତୋଷ କୁମାର ତ୍ରିପାଠୀଙ୍କ ସହିତ ଏକ ପାଟ୍ରୋଲିଂ ଟିମ ରେଳ ଷ୍ଟେସନପ୍ଲାଟ ଫର୍ମ…