Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ବମତ୍ସ୍ୟ ଦିବସ-୨୦୨୩
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ-୨୦୨୩ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ମତ୍ସ୍ୟ ଚାଷୀ ଅଧିକରୁ ଅଧିକ ମାଛ!-->…
କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ- ୨୦୧୩ ଉପରେ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଓ ସମାଧାନ) ଆଇନ- ୨୦୧୩ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଳିତ କୁମାର ପଟ୍ଟନାୟକ ଅତିଥିଭାବେ!-->…
ଗଞ୍ଜାମ ଜିଲ୍ଲାରେ ଅଡିଟ୍ ସପ୍ତା୍ହ ପାଳିତ : ସରକାରଙ୍କ ଆର୍ଥିକ ବ୍ଯୟର ଆକଳନ ଜରୁରୀ- ଅଧ୍ୟକ୍ଷା ଜିଲ୍ଲା ପରିଷଦ
ଛତ୍ରପୁର ତା.୨୩.୧୧.୨୩ “ଲୋକ ହିତାର୍ଥ ସତ୍ୟନିଷ୍ଠା”, ଲୋକ ମାନଙ୍କ ହିତ ସାଧନ ଦିଗରେ ସରକାରଙ୍କ ପ୍ରଦତ୍ତ ଅର୍ଥ ବିନିଯୋଗ ହେବାପରେ ସେହି ଅର୍ଥର ସତ୍ୟନିଷ୍ଠ ପ୍ରତିପାଦନ ସମୀକ୍ଷା ନିମନ୍ତେ ଅଡିଟ୍ ବା ଆକଳନ ଜରୁରୀ ଅଟେ । ତେବେଯାଇ ପ୍ରଶାସନରେ ସ୍ବଚ୍ଛତା ବଜାୟ ରହିବ ଏବଂ ଦେଶର ପ୍ରଗତି!-->…
ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ…
ଫୁଲବାଣୀ : ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲରେ ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଉତ୍ସବ ପାଳନ କରାଯାଇଛି। ଉକ୍ତ ଉତ୍ସବକୁ ଫିରିଙ୍ଗିଆ ବ୍ଲକ ଚେୟାରମେନ ଶ୍ରୀମତୀ ସୁନିତା କହଁର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯୁବ!-->…
ମରୁଡ଼ିର ପ୍ରତିଧ୍ୱନି ଉଜୁଡ଼ିଗଲା ଧାନ କ୍ଷେତ : କ୍ଷେତରେ ଗାଈପଲ ଛାଡ଼ିଲେ ଚାଷୀ…
ଧରାକୋଟ : ଧରାକୋଟ ବ୍ଲକର ଚାଷୀକୁଳ ଏବେ ଚିନ୍ତାରେ ପଡିଛନ୍ତି। ବର୍ଷକର ଧାନ ଫସଲ ଆଖି ଆଗରେ ଉଜୁଡି ଯାଇଥିବାରୁ ନିଜର ପରିବାର ଚଳାଇବା ଚିନ୍ତା ଚାଷୀକୁ ଘାରିଛି। ଅନ୍ୟ ପକ୍ଷରେ ହାତ ଉଧାରି ଓ ସମବାୟ ବ୍ୟାଙ୍କ ଆଦିରୁ ଋଣ ଆଣି ଚାଷୀ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଠିକ ଏହି ସମୟରେ ସରକାର!-->…
ଆସିକାରେ ପାଣି ପାଇଁ ଲୋକେ ଡହଳବିକଳ…
ବ୍ରହ୍ମପୁର : ଆସିକାରେ ପତ୍ର ଦିଆନିଆ ରେ ଚାଲିଛି ଜଳ ଯୋଗାଣ | ସାଧାରଣ ଲୋକେ ପାଣି ପାଇଁ ଡହଳ ବିକଳ। ଦୀର୍ଘ ଦିନ ହେଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସୁବର୍ଣ୍ଣ ପେଟା, ନିରଞ୍ଜନ ନଗର ସମେତ ଆଉ କେତେକ ୱାର୍ଡ ରେ ପାନୀୟ ଜଳ ଯୋଗାଣ କେବଳ ଧର୍ମ କୁ ଆଖିଠାର ସଦୃଶ ହୋଇଛି। ଗୋଟିଏ!-->…
ବହୁଭାଷୀ କବି ସମ୍ବର୍ଦ୍ଧନାରେ କନ୍ଧମାଳର କୁଈ କବି ସମ୍ବର୍ଦ୍ଧିତ…
ଫୁଲବାଣୀ : ଭୁବନେଶ୍ୱର ସ୍ଥିତ ଅନୁସୂଚିତ ଜାତି ଏବଂ ଜନ ଜାତି ଗବେଷଣା କେନ୍ଦ୍ରଠାରେ ଜନଜାତୀୟ ଗୌରବ ଦିବସ ସମାରୋହ ଅବସରରେ , ସହୀଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଦିନ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବହୁ ଭାଷୀ ଜନଜାତି କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କୁଇ, ସଉରା, ବିଂଝାଲ୍ ,!-->…
କ୍ୱାଲିଟି କ୍ୱାଣ୍ଟିଟିରେ ବ୍ୟାପକ ଠକେଇ : ଗଞ୍ଜାମ ଜିଲ୍ଲା ଆଜି ଚରମ ସୀମାରେ..!
ଧର୍ମକୁ ଆଖିଠାର ନୀତିରେ ଚାଲିଛି ଧର୍ମ କଣ୍ଟା..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ଗାଁ ରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ରେ ଭେଜାଲ ସାଙ୍ଗକୁ ଓଜନ ରେ ଠକେଇ ହେଉଥିବା ଅଭିଯୋଗ ହେଉଛି। ଦରଦାମ ବୃଦ୍ଧି ଯୋଗୁଁ ନିମ୍ନ ମାନର ବିଭିନ୍ନ ଖାଦ୍ୟ ସାମଗ୍ରୀ ରେ ଭେଜାଲ ସାଙ୍ଗକୁ ଅଭିନବ!-->!-->!-->…
ସୁନ୍ଦରଗଡ଼ ଜିଲ୍ଲାରେ ଏସଏସଡି ହଷ୍ଟେଲର ରୂପ ବଦଳୁଛି…
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ଥିବା ଅନୂସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ଥିବା ହଷ୍ଟେଲମାନଙ୍କର ରୂପ ବଦଳିବା ଆରମ୍ଭ କରିଛି । ସୁନ୍ଦରଗଡ ଜିଲ୍ଲାରେ ୫୧୫ ହଷ୍ଟେଲ ଥିବା ବେଳେ ୨୨୩ ଗୋଟି ହଷ୍ଟେଲର ରୂପ ବଦଳିବା!-->…
ସୁନ୍ଦରଗଡ଼ଠାରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ…
ସୁନ୍ଦରଗଡ଼ : ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ "ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା" ଉଦଘାଟିତ ହୋଇଯାଇଛି। ମତ୍ସ୍ୟ ତଥା ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ଜନ ସାଧାରଣ ମାନଙ୍କ ପାଇଁ ପ୍ରଯୁଜ୍ୟ ଥିବା ବିଭିନ୍ନ ଜନ!-->…