Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଘୁମୁସର ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ
ବେଗୁନିଆପଡା : ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ କୁଶପୁତ୍ତଳିକା ଦାହକରାଯାଇଛି ବିହାର ବିଧାନସଭା ରେ ମହିଳା ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦ ରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ବେଗୁନିଆପଡା ବ୍ଳକ!-->…
ବେଗୁନିଆପଡାଠାରେ ସମାଜସେବୀକା ମୀରାବାଇଦେଓଙ୍କ ଦ୍ବାରା ମାଣ୍ଡିଆ ଦିବସ ପାଳିତ…
ବେଗୁନିଆପଡା : ନଭେମ୍ବର ୧୦ ବିଶ୍ବ ମାଣ୍ଡିଆ ଦିବସ । ଏହାର ପ୍ରଚାର ଓ ପ୍ରସାର ଓ ଜନସଚେତନତା ପାଇଁ ଓଡ଼ିଶା ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବିଶ୍ଵ ମାଣ୍ଡିଆ ଦିବସ ପାଳନ କରାଯାଉଛି ।କବିସ୍ବର୍ଯ୍ୟନଗର ବିର୍ବାଚନ ମଣ୍ଡଳି ସ୍ଥିତ ବେଗୁନିଆପଡା ବ୍ଳକ ଠାରେ ସମାଜସେବୀକା ଓ ବିଜେପି!-->…
ଶଙ୍କରାଖୋଲଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଉଦଯାପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଗତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ମା ଗଜଲକ୍ଷ୍ମୀଙ୍କ ପୂଜା ଦୀର୍ଘ ପନ୍ଦର ଦିନ ପରେ ଆଜି ଉଦଯାପିତ ହୋଇଯାଇଛି l ମା ଗଜଲକ୍ଷ୍ମୀଙ୍କ ପୂଜା ଏ ଅଞ୍ଚଳର ସବୁଠାରୁ ବଡ ପୂଜା ଅଟେ l ପ୍ରତ୍ୟେକ ଦିନ ମା ଙ୍କ ମଣ୍ଡପରେ!-->…
ସହରାଞ୍ଚଳ ଏସଏଚଜି ମହିଳାଙ୍କୁ ଦୀପାବଳି ଭେଟି : ରାଉରକେଲାର ବିକାଶ ପାଇଁ ‘ମୁକ୍ତା’ ଯୋଜନାରେ ୧୧୩ଟି…
ସୁନ୍ଦରଗଡ /ରାଉରକେଲା, ୧୦ ନଭେମ୍ବର ୨୦୨୩: ଓଡ଼ିଶାରେ ସହରାଞ୍ଚଳର ବିକାଶ ସହ ଶ୍ରମିକ ମାନଙ୍କ ଜୀବନଜୀବିକା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଉରକେଲାରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ!-->…
ବନବାସୀ ସେବା ସମିତି ପରିସରରେ ଆଞ୍ଚଳିକ “ରେଡ଼ିଓ ମହକ” ୮୯.୬ ଉଦଘାଟିତ…
ବାଲିଗୁଡା : ଆଜିର ଆଧୁନିକ ଯୁଗରେ ଲୋକମାନେ ରେଡ଼ିଓ କୁ ଭୁଲି ଯିବା ସମୟରେ ପୁନର୍ବାର ଲୋକମାନଙ୍କ ମନୋରଞ୍ଜନ ଓ ଦେଶ ବିଦେଶ ଓ ଗ୍ରାମାଞ୍ଚଳର ଖବର, ଲୁକ୍କାୟିତ ପ୍ରତିଭା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରଣୟନ ଯୋଜନା କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦେଶ୍ୟରେ!-->…
ସଡକ ଦୁର୍ଘଟଣାରେ ୧ ମୃତ, ୨ଗୁରୁତର…
କାଶିପୁର : ରାୟଗଡା ଜିଲା କାଶିପୁର ଥାନା ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତ ର ବର୍ତ୍ତୀବାଲି ନିକଟରେ ଆଜି ପୁଣି ଏକ ସଡକ ଦୁର୍ଘଟଣା ଘଟି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ କାଶୀପୁର ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାଟି!-->…
୪୦ରୁ ଉର୍ଦ୍ଧ୍ୱ ଦୋକାନ ଉପରେ ପ୍ରଶାସନର ମିଳିତ ଚଢାଉ…
ହିଞ୍ଜିଳିକାଟୁ (୧୦/୧୧) : ହିଞ୍ଜିଳିକାଟୁ ସହରରେ ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ଶୁକ୍ରବାର ପ୍ରଶାସନର ନିଷ୍ପତ୍ତି କ୍ରମେ ଖାଦ୍ୟ ଓ ସୁରକ୍ଷା ବିଭାଗର ଅଧିକାରୀ। , ପୌରପ୍ରସାଶନ, ହିଞିଳି ପୋଲିସ,!-->…
କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ
କନ୍ଧମାଳ : ରେଳ ମାନଚିତ୍ରରୁ କନ୍ଧମାଳ ଜିଲ୍ଲା ବାଦ୍ ପଡ଼ିବା ପ୍ରତିବାଦରେ ଶୁକ୍ରବାର ନଭେମ୍ବର ୧୦ ତାରିଖରେ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏଥି ନିମନ୍ତେ ପୂର୍ବରୁ ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ!-->…
ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଚିକିଟି //ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଲକ କୁ ମରୁଡି ଘୋଷଣା ଓ ଚାଷୀଙ୍କୁ ସହାୟତା ଦାବୀ ନେଇ ଭାରତୀୟ ଜନତା ପାର୍ଟି ଚିକିଟି ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ!-->…
ମୁକ୍ତା ଯୋଜନା ଆନୁକୂଲ୍ୟରେ ଶୁଭାରମ୍ଭ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ…
ଛତ୍ରପୁର : ଛତ୍ରପୁର ଏନଏସି ପକ୍ଷରୁ ମୁକ୍ତା ଯୋଜନା ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି l ସେମାନେ ଦି ପଇସା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରିବାରେ!-->…