Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ହେଲେ ଅଜୟ କୁମାର ମହାରଣା
ହିଞ୍ଜିଳିକାଟୁ ୫/୧୧ : କନ୍ଧମାଳ ଜିଲ୍ଲାର ଓ ନିର୍ବାଚନମଣ୍ଡଳୀ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଦଳର ସଂଗଠନକୁ ଆହୁରି ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ 10 ଜଣ ନେତାଙ୍କୁ ମଧ୍ୟ ବଡ଼ ଦାୟିତ୍ୱ!-->…
ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ : ଶିଶୁ ମହୋତ୍ସବ ଉପଲକ୍ଷେ…
ହିଞ୍ଜିଳିକାଟୁ ୫/୧୧ : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ରବିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର ସଭାପତି ନୃସିଂହ!-->…
ସାଲୁଗା ପ୍ରଧାନ କନ୍ଧମାଳ ବିଜେଡି ସଭାପତି, ଅନିମା କହଁର ବିଜେଡି ମହିଳା ସଭାନେତ୍ରୀ…
ଫୁଲବାଣୀ : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବିଜେଡିର ପୁନର୍ବିନ୍ୟାସ କରାଯାଇଛି । ବିଜେଡି ସଂଗଠନସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ସମ୍ବଳିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ କନ୍ଧମାଳ!-->…
ଭୋଟର ସଚେତନତା ରଥ କୁ ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ…
ଛତ୍ରପୁର : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥି ନିମନ୍ତେ ଡିସେମ୍ବର 9 ତାରିଖକୁ ଶେଷ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଛତ୍ରପୁର ଉପଖଣ୍ଡ ଅଧିନ 5 ଟି ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ!-->!-->!-->…
୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ଲକ୍ଷ୍ନୌ ଅଭିମୁଖେ ଯାତ୍ରାରୁ ଫେରି ଥିବା ଦଳ କୁଭବ୍ୟ ସମ୍ବର୍ଦ୍ଧନା…
ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ବନାନୀ କ୍ଲବ ଫୁଲବାଣୀ ଠାରେ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିବା ଦଳ ର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯକ୍ରମ ଅନୁଷ୍ଟିତ ହୋଇ ଥିଲା l!-->!-->!-->…
ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ “ସୁରଭି” -୨୦୨୩ ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ
ମାଲକାନଗିରି : ସ୍ଥାନୀୟ ବୁଟିଗୁଡ଼ାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ସୁରଭି ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ 350 ଜଣ ଛାତ୍ର ଛାତ୍ରୀ, ଗାଇଡ୍ ଶିକ୍ଷକ ଓ ଅଭିଭାବକ ମାନେ ଯୋଗ!-->…
ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଓ ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ର ରାୟପୁର ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର…
ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଏବଂ ଏନ୍.ଏଚ.ଏମ୍.ଏମ୍.ଆଇ ନାରାୟଣ ମଲ୍ଟି ସ୍ପେସିଆଲିଷ୍ଟି ହସ୍ପିଟାଲ, ରାୟପୁର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ!-->…
ପିନେ କେଲିୟେ ପାନି କ୍ଷେତ କେଲିୟେ ପାନି ନାରା ଫେଲ : ନିର୍ମିତ ପ୍ରକଳ୍ପ ଅଲୋଡ଼ା !
ଦୂଷିତ ପାଣି ପିଇ କର୍ଣ୍ଣୋଳି ଲୋକେ ହନ୍ତସନ୍ତ…ବ୍ରହ୍ମପୁର : ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ର କର୍ଣ୍ଣୋଳି ଗ୍ରାମ ରେ ୨୦୧୮ ମସିହା ରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷ ରୁ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ରେ ଗ୍ରାମ କୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ଆରମ୍ଭ!-->…
ଏମକେଏସପିରେ ଭିକାରୀ ବଳ ଭଜନ ସନ୍ଧ୍ୟା ଆୟୋଜିତ…
ଫୁଲବାଣୀ:ଓଡିଶୀ ସଂଗୀତ ଗୁରୁ ତଥା ବିଶିଷ୍ଟ ଗାୟକ ଭଜନ ସମ୍ରାଟ ଭିକାରୀ ଚରଣ ବଳଙ୍କ ୧୩ ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ହୋଇଥିଲା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ । ଫୁଲବାଣୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଠାରେ ଆୟୋଜିତ ଏହି ବିଶେଷ!-->…
ବିଦାୟ ନେଲେ ମା’ ଗଜଲକ୍ଷ୍ମୀ : ପୁଣି ଆରବର୍ଷକୁ ଅପେକ୍ଷା
ଛତ୍ରପୁର : ପବିତ୍ର କୁମାର ପୁର୍ଣିମା ଠାରୁ ଛତ୍ରପୁର ଲୋୟାର ବସ ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଚାଲିଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ଶୁକ୍ରବାର ଉଦଯାପିତ ହୋଇଯାଇଛି l ଏହି ପୂଜା ଗତ ୨୩ବର୍ଷରୁ ଉର୍ଧ୍ଵ ସମୟ ଧରି ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଉଥିବା!-->…