Browsing Category

ଆଞ୍ଚଳିକ

ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ଦାନା ବର୍ଷ ପାଳନ ଅବସରରେ ପଞ୍ଚାୟତ ପ୍ରତିନିଧିଙ୍କ ଆଲୋଚନା ଚକ୍ର…

ଦାରିଙ୍ଗବାଡ଼ି (୩/୧୧) : ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ଦାନା ବର୍ଷ ପାଳନ ଅବସରରେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ କୃଷକମାନଙ୍କୁ ନେଇ କ୍ଷୁଦ୍ରଶସ୍ୟ ଦାନା ଚାଷ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ -୨୦୨୩ ପାଳିତ…

ଫୁଲବାଣୀ : ସାରା ଦେଶରେ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରିଥ‌ିବା ବେଳେ ଅକ୍ଟୋବର ୩୦ ଠାରୁ ନଭେମ୍ବର ୦୫ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ ସପ୍ତାହ ’ ଭାବେ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି । ଏହି

ଆଜାଦ ଭାରତର ଆଜାଦ ନାଗରିକକୁ ନେଟ ସେବା ମୁଳୁନି… !

କମ୍ପାନୀ ଠିକ ଟଙ୍କା ନେଉଛି ଠିକ ସେବା ଦେଉନି…… .ବ୍ରହ୍ମପୁର : ଡିଜିଟାଲ ଇଣ୍ଡିଆ ର ଦ୍ୱାହି ଦେଇ ବିଭିନ୍ନ କମ୍ପାନୀ ମାନେ ଠିକ ଟଙ୍କା ନେଇ ଠିକ ସେବା ଯୋଗାଉନଥିବା ରୀତିମତ ଅଭିଯୋଗ ହେଉଛି। ଘରୋଇ କମ୍ପାନୀ ମାନେ ଫୋର ଜି ଫାଇବ ଜି ପାଇଁ ଗ୍ରାହକ ଙ୍କ ଠାରୁ ପ୍ରଥମେ ଟଙ୍କା ନେଉଛନ୍ତି।

ଧରାକୋଟ ବ୍ଲକ ରେ ମରୁଡି ଆଶଙ୍କା, ଚାଷୀ ଆତଙ୍କିତ !

ବ୍ରହ୍ମପୁର : ଦୀର୍ଘ ଦିନ ହେଲା ବର୍ଷା ନାହିଁ। ନଦୀ, ଗାଡିଆ,ପୋଖରୀ ସମେତ ଜଳଉତ୍ସ ସବୁ ଶୁଖିଲା ପଡ଼ିଛି। ଆରମ୍ଭରୁ ବର୍ଷାର ଅନିୟମିତତା ଯୋଗୁଁ ବିଳମ୍ବରେ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ ରୁଆ ବେଉଷଣ କାମ ଆରମ୍ଭ ହୋଇଥିଲା । ପ୍ରଥମରୁ ମନରେ ଗଭୀର ଆତ୍ମବିଶ୍ବାସ ରଖି ଚାଷ କାମରେ ମତିଥିବା

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା…

ବାଲିଗୁଡା: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ- ୨୦୨୪ ଅବସର ରେ ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତଙ୍କ ନେତୃତ୍ବରେ ଯୁବ ଭୋଟରଙ୍କୁ ସଚେତନ କରିବା ସହିତ

ବାରାହା ଶିକାର ପାଇଁ ବିଛାଇ ଥିବା ବିଦୁତ୍ ତାରରେ ଲାଗି ଯୁବକଙ୍କ ମୃତ୍ୟୁ , ୧୨ ଦିନ ପରେ ପୋତିଥିବା ଶବ ଉଦ୍ଧାର କଲେ…

କାଶିପୁର : ବିଶେଶ୍ୱର ମାଝୀ ଗତ ଅକ୍ଟବର ୨୦ ତାରିଖରୁ ନିଖୋଜ ଥିବା ନେଇ ପରିବାର ଓ ଗ୍ରାମ ବାସୀ ଗାଁ ଆଖ ପାଖ ଅଞ୍ଚଳରେ ୫ ଦିନ ଖଜା ଖଜି କଲା ପରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କାଶିପୁର ଥାନାରେ ଦେଇଥିଲେ । ଏହି ଦୁଃଖଦ ଘଟଣା ଟି ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ

ଛତ୍ରପୁର ତାମ୍ପରା ହ୍ରଦ ରେ ବୁଡି ଜଣେ ମହିଳା ମୃତ…

ଛତ୍ରପୁର : ଛତ୍ରପୁର ନିକଟ ତାମ୍ପରା ହ୍ରଦ ରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (34) l ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ଜଣେ ସମ୍ପର୍କୀୟ ନଣନ୍ଦ ବନି ବେହେରାଙ୍କ ସହ

ପୁରୁଷୋତ୍ତମପୁର କୁ ମୁଖ୍ୟମନ୍ତ୍ରୀ ଙ୍କ କୋଟି କୋଟି ଟଙ୍କାର ଅନୁଦାନ…

ପୁରୁଷୋତ୍ତମପୁର:୨-୧୧ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁର ବ୍ଲକ ର ଉନ୍ନତି କରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ କୁ ଅର୍ଥ ପଦାନ କରିଛନ୍ତି l ମା ତାରାତାରିଣୀ ମନ୍ଦିର ର ଉନ୍ନତି କରଣ ନିମତ ୩୫ କୋଟି ଏବଂ ଏହାର ପାଦଦେଶରେ ବହି ଯାଇଥିବା ଆନିକଟ ଏବଂ ବେରଜେ ନିର୍ମାଣ ନିମତେ ୧୮ କୋଟି

କନ୍ଧମାଳର ହତ୍ୟା ମାମଲା : ତିନି ଭାଇଙ୍କ ଆଜୀବନ କାରାଦଣ୍ଡ ହାଇକୋର୍ଟରେ କାଏମ…

କନ୍ଧମାଳ::କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ହୋଇଥିବା ହତ୍ୟା ମାମଲାରେ ତିନି ଭାଇଙ୍କୁ ଆଜୀବନ କାରାଦଣ୍ଡ ସପକ୍ଷରେ ଗୁରୁବାର ହାଇକୋର୍ଟ ରାୟ ଶୁଣାଣୀ କରିଛନ୍ତି । ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଦୌରା ଅଦାଲତ ତିନି ଭାଇ ମାଧବ ଦିଗଲ, ବିପିନ

ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମୀକ୍ଷା କଲେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ…

ମାଲକାନଗିରି, ୨।୧୧ : ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ଉପସ୍ଥିତ