Browsing Category

ଆଞ୍ଚଳିକ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ମାଲକାନଗିରି : ପ୍ରତିବର୍ଷ ଭଳି ଚଳିତବର୍ଷ ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ,

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପୁଣି ରାଜ୍ୟସ୍ତରରେ ସମ୍ମାନିତ…

ଛତ୍ରପୁର : ଗଞ୍ଜାମ ଜିଲ୍ଲାକୁ ପୁଣିଥରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ

ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ୍ ହେଲ୍‌ଲାଇଡର ଶୁଭାରମ୍ଭ : ସୁସ୍ଥ ଭବିଷ୍ୟତ ପାଇଁ ତୁରନ୍ତ ପଦକ୍ଷେପ…

ଭୁବନେଶ୍ଵର : ଭୁବନେଶ୍ଵର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟିଗେସିଆଲିଟି ଉତ୍କଳ ହସ୍ପିଟାଲ ଗର୍ବର ସହ ନିଜର ବ୍ରେନ୍ ଷ୍ଟ୍ରୋକ୍ ହେଲାଇନ ଆରମ୍ଭ କରିବାକୁ ଯାଉଛି । ଆଜିକାଲି ବହୁଳ ଭାବରେ ଘଟୁଥିବା ମସ୍ତିଷ୍କ ପକ୍ଷାଘାତ ବା ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟାର ତୁରନ୍ତ ଏବଂ ଦକ୍ଷ

ଜହ୍ନିଓଷା ବ୍ରତ ଉଦଯାପିତ…

ହିଞ୍ଜିଳିକାଟୁ (୨୮/୧୦ ): ଓଡ଼ିିଶାର ଏକ ପାରମ୍ପରିକ ପର୍ବ ମଧ୍ୟରେ ଜହ୍ନିଓଷା ଅନ୍ୟତମ । ମୁଖ୍ୟତଃ ଯୁବତୀ ମାନଙ୍କ ଏହି ପର୍ବ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ପାଳିତ ହୋଇଥାଏ । ଜହ୍ନିଓଷା ପର୍ବ ପ୍ରତିବର୍ଷ ଆଶ୍ୱିନ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇ କୁମାର

ରାଜରାସ୍ତାରେ ଫୋଟ ଉଠାଇ, ରଙ୍ଗୋଲି ଓ ପ୍ରଶ୍ନ ବ୍ୟାଙ୍କ୍ ମାଧ୍ୟମରେ ଋତୁସ୍ରାବ ବିଷୟରେ ସଚେତନ ବାର୍ତ୍ତା ଦେଲେ ଟିମ୍…

ମାଲକାନଗିରି : ଆଜି ମାଲକାନଗିରି ସହରରେ ଭୋଟର ତାଲିକା ସଂଶୋଧନ ଓ ଶତପ୍ରତିଶତ ମତଦାନ ସଚେତନ କାର୍ଯ୍ୟକ୍ରମରେ ଟିମ୍ ସଂଗଠନର ସଦସ୍ୟାମାନେ ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ଜନିତ ସମସ୍ୟା ଓ ତାର ସମାଧାନ ନିମନ୍ତେ ସମସ୍ତେ ଖୋଲାଖୋଲି କଥାବାର୍ତ୍ତା କରିବା ନିମନ୍ତେ ପଥଉତ୍ସବ

ରାଇକିଆ ଓ ଟିକାବାଲି ବ୍ଲକର କୃଷି ଉତ୍ପାଦକ ସଂଗଠନଙ୍କ ତିନିଦିନିଆ ତାଲିମ୍…

ଫୁଲବାଣୀ : ଆର୍ଥିକ ବର୍ଷ ୨୦୨୩-୨୪ କୁ ଭାରତ ସରକାର ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ରୂପେ ପାଳନ କରୁଥିବାରେ ଓଡିଶା ସରକାର ମଧ୍ୟ ମିଲେଟ୍ ମିଶନ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ କ୍ଷୁଦ୍ରଦାନା ସଭ୍ୟ କାର୍ଯକ୍ରମକୁ ସମନ୍ବିତ କୃଷି ମାଧ୍ୟମରେ ରାଜ୍ୟ କୃଷି ବିଭାଗ ସହ

୨୦୨୪ ମସିହା ସ୍ବତନ୍ତ୍ର ଭୋଟର ତାଲିକା ପ୍ରକାଶନ ସଚେତନତା ନିମନ୍ତେ ପଥ ଉତ୍ସବ ଓ ଓ୍ବାକଥନ୍…

ଛତ୍ରପୁର : ଛତ୍ରପୁର ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ପଥ ଉତ୍ସବ ଓ ଓ୍ବାକଥନ୍ ଆୟୋଜିତ ହୋଇଯାଇଛି । ଆଗାମୀ ୨୦୨୪ରେ ପ୍ରକାଶନ ହେବାକୁ ଥିବା ସ୍ବତନ୍ତ୍ର ଭୋଟର ତାଲିକା ନିମନ୍ତେ ଜନ ସଚେତନତା ଜାଗ୍ରତ ନିମନ୍ତେ ଛତ୍ରପୁର ପୋଲିସ୍ ପଡିଆ ନିକଟସ୍ଥ ରାସ୍ତାରେ ପଥ ଉତ୍ସବ ଓ ଓ୍ବାକଥନ୍ ପାଳିତ

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ଅନୁଷ୍ଠିତ ହେଲା ୱାକାଥନ ଓ ପଥ ଉତ୍ସବ…

ମାଲକାନଗିରି, ୨୮/୧୦/୨୩: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ନେଇ ୱାକାଥନ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଥ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲପାଳ, ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ

ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

ଛତ୍ରପୁର : ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା l ଧରାବତରଣ କରିଛନ୍ତି ମା ଗଜଲକ୍ଷ୍ମୀ l ମା ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ l ଆଉ ସେଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର l ଛତ୍ରପୁର ସହର ଲୋଏର ବସଷ୍ଟାଣ୍ଡ ରେ ଥିବା ଲକ୍ଷ୍ମୀ

ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଇନଷ୍ଟିଚ୍ୟୁଟ ମ୍ୟାନେଜ୍‌ମେଣ୍ଟ କମିଟିର ବୈଠକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଇନଷ୍ଟିଚ୍ୟୁଟ ମ୍ୟାନଜମେଣ୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଇଏମସି ଚେୟାରମେନ ତଥା ସାଲୁଙ୍କି ପାଇପ୍ସ୍ ଏଣ୍ଡ ଟ୍ଯୁବସ୍ ର ଡାଇରେକ୍ଟର ନୀଳମାଧବ ମିଶ୍ର, ଡିଆଇସି