Browsing Category

ଆଞ୍ଚଳିକ

ମହିଳା କର୍ପୋରେଟରଙ୍କୁ ଠିକାଦାର ମାଡ଼ ମାରିଥିବା ଅଭିଯୋଗ, ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଧାରଣା ଦେବ…

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ମଙ୍ଗଳବାର ଦିନ ସୀମା ନିର୍ଦ୍ଧାରଣ ବେଳେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି। ଜଣେ ଠିକାଦାର ୩୭ନମ୍ବର ୱାର୍ଡର କର୍ପୋରେଟର ବନିତା ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ବିରୋଧରେ ବିଜେପି ଧାରଣା ଦେବା ଲାଗି ଚେତାବନୀ

ନ୍ୟାୟାଳୟର ନିର୍ଦ୍ଦେଶପରେ ଅପରାଧିରୁ ନେତା ହୋଇଥିବା ନେତାମାନେ ଛାନିଆ…!

ଭୁବନେଶ୍ୱର //ବ୍ରହ୍ମପୁର : ଏବେ ସାରା ଜିଲ୍ଲାରେ ଶାସକ ଦଳରେ ଭାଇମାନଙ୍କ ଆବିର୍ଭାବ ଦେଖିବାକୁ ମିଳୁଛି । ପ୍ରଥମେ ମାଫିଆ ତାପରେ ରୁପିଆ ପରେ ମିଡ଼ିଆ ଏବେ ରାଜନୈତିକ ଦଳରେ ମୁଣ୍ଡ ଗୁଞ୍ଜିବା କୁ ବାଧ୍ୟ ହେଉଛନ୍ତି, ଭାଇମାନେ ବୋଲି ଚର୍ଚ୍ଚା ହେଉଛି । ଏପଟେ ସବୁ ଭାଇ ମାନଙ୍କୁ ଘାରିଛି

ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ୍ କଲେଜ ଠାରେ ଓଡ଼ିଆ ଭାଷାସାହିତ୍ୟ ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରୀ ଙ୍କୁ ବିଭାଗର ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ କରି ଜନ୍ମଭୂମି, ଜନ୍ମଦାତ୍ରୀ, ପିତା ଓ ଗୁରୁ ଙ୍କ ପ୍ରତି

ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ କଂଗ୍ରେସ ପକ୍ଷରୁ ହାତଯୋଡ଼ କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି,୧୭/୧୦ : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ଠାରେ ଗତକାଲି ଘରେ ଘରେ ହାତଯୋଡ଼ କାର୍ଯ୍ୟକ୍ରମ କରାଯାଇଛି । ଜିଲା ମହିଳା ସଭାନେତ୍ରୀ ରୁଦାମଲିକ ଙ୍କ ସହିତ, ବ୍ଲକ

ଜିଲ୍ଲାର ପ୍ରାୟ ଶହେ ସ୍କୁଲର ୧୦ ହଜାର ଛାତ୍ରଛାତ୍ରୀ ଶିଖିଲେ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ…

ସୁନ୍ଦରଗଡ଼ ଠାରେ ବିଶ୍ଵ ଛାତ୍ରଛାତ୍ରୀ ଦିବସ ପାଳିତ ସୁନ୍ଦରଗଡ (୧୭/୧୦) : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ୧୫ ଅକ୍ଟୋବରକୁ ସାରା ପୃଥିବୀରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ରୂପେ ପାଳନ କରାଯାଏ । ଏହି ଦିବସ ପାଳନ କରି

ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା : ଏଥି ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ, ଉପସ୍ଥିତ ରହିଲେ…

ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ପୂଜା କମିଟି ପକ୍ଷରୁ

ଯାତ୍ରୀବାହୀ ଅଟୋ ସହ ଟାଟା ଏସି ଧକ୍କା, ୨ ଗୁରୁତର

ହିଞ୍ଜିଳିକାଟୁ (୧୭ା୧୦) : ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମ ନିକଟରେ ଯାତ୍ରୀବାହୀ ଅଟୋ ସହ ଏକ ଟାଟାଏସି(ଓଡି୦୭ଏନ ୩୬୫୮) ଗାଡି ଧକ୍କା ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଶେରଗଡ ଥାନା ଅଲାରିଗଡ ଗ୍ରାମର ସୂର୍ଯ୍ୟ ନାହାକ(୫୨) ଓ ସୁରେନ୍ଦ୍ର

ପୂଜା ପାଇଁ ଚାଲିଛି ଖୁସିର ମାହୋଲ : ଉମରକୋଟ ର ଦର୍ଗାଗୁଡ଼ା ଗ୍ରାମରେ ୪ ଜଣ ଙ୍କ ମୃତ୍ୟୁ ନେଇ ଦୁଃଖ…

ଉମରକୋଟ:୧୭-୧୦ ମହାଆଡ଼ମ୍ବ ରେ ଚାଲିଛି ମାଁ ଦୁର୍ଗାଦେବୀଙ୍କ ପୂଜା ଓ ସାଜସଜ୍ଜ୍ୟା ଓ କିଛି କିଛି ଯାଗାରେ ଆରମ୍ଭ ହୋଇଯାଇଛି, ମାଁ ଦୁର୍ଗାଙ୍କ ନବରାତ୍ର ପୂଜା, ସମସ୍ତ ଲୋକ ମାତିଛନ୍ତି ଆନନ୍ଦ ଉଲ୍ଲାସରେ। ଦୁଃଖ ରେ ଭାଙ୍ଗି ପଡିଛନ୍ତି, ୟୁ ଭି, ନଂ ୪ ଦର୍ଗାଗୁଡ଼ା ଗ୍ରାମବାସୀ।ସୂଚନା ପ୍ରକାରେ

କନ୍ଧମାଳରେ ବିକାଶର ନଗ୍ନ ଚିତ୍ର : ଛାତ୍ର ଛାତ୍ରୀ ମାନେ ବିଲ ନାଳ ଡେଇଁ ବିଦ୍ୟାଳୟ ଯାଉଛନ୍ତି…

କନ୍ଧମାଳ,: ସବୁ ବେଳେ ବିକାଶ କଥା କୁହାଯାଉଛି। ହେଲେ ବିକାଶ କିଭଳି ଅପହଞ୍ଚ ତାହାର ନମୁନା କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଆଡାସିପଡା ପଞ୍ଚାୟତ ଗବାସରୁ ଗ୍ରାମର କାମ୍ବାନେଡା ସାହିର ଛାତ୍ରୀଛାତ୍ର ମାନେ କିଭଳି ଦୟନୀୟ ଭାବେ ଦୈନିକ ବିଦ୍ୟାଳୟକୁ ପଢ଼ିବାକୁ

ଲିଙ୍କ ଫେଲ କର୍ମଚାରୀଙ୍କ ପାଇଁ ଖେଳ – ଲୋକଙ୍କ ପାଇଁ କାଳ…

ବ୍ରହ୍ମପୁର : ସରକାର ସବୁ କ୍ଷେତ୍ରରେ ଡ଼ିଜିଟାଲ ଇଣ୍ଡିଆ ସକାଶେ ସଚେତନତା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତାହାର ବ୍ୟତିକ୍ରମ ବିଭିନ୍ନ ସରକାରୀ କାର୍ଯ୍ୟଳୟ ରେ ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ ଡାକଘରେ, ବ୍ୟାଙ୍କରେ ଓ ସରକାରୀ କାର୍ଯ୍ୟାଳୟ ରୀତିମତ ଲିଙ୍କ ଫେଲ ଯୋଗୁଁ ସାଧାରଣ