Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍ଙ୍କ ପ୍ରତିମୂର୍ତ୍ତି…
ଛତ୍ରପୁର : ସବୁଜିମା ଉଦ୍ୟାନ ମଧ୍ୟରେ କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ. ଆଉ ଏକ ଚର୍ଚ୍ଚା କୁ ଆସିଛି ବୋଲି କୁହାଯାଇଛି । ସ୍ୱର୍ଗୀୟ ଆତ୍ମନ ଙ୍କ ୯୨ତମ ଜନ୍ମ ଦିବସ ଅବସରରେ ଛତ୍ରପୁରର ସରକାରୀ ଶିଳ୍ପ!-->…
ବିବାହିତ ମହିଳାଙ୍କ ଆତ୍ମହତ୍ୟା, ଦୁଇଦିନ ଧରି ଗଛରେ ଝୁଲୁଛି ଶବ…
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୭ ଗ୍ରାମରେ ଜଣେ ମହିଳାଙ୍କ ମୃତ ଦେହ ଗତ ଦୁଇଦିନଧରି ଏକ ଗଛରେ ଝୁଲି ରହିଥିବା ବେଳେ ସାଇଣ୍ଟିଫିକ ଟିମ ନଆସିବାରୁ ବର୍ତ୍ତମାନ ଯାଏଁ ଏହି ମୃତଦେହକୁ ଗଛରୁ ତଳକୁ କଢା ଯାଇ ପାରୁନି । ପରିବାର ଲୋକ ଦୁଇ ଦିନ ଅପେକ୍ଷା!-->…
ଦୁର୍ବ୍ୟବହାର ଅଭିଯୁକ୍ତଙ୍କୁ ଗିରଫ ଦାବି : ଆଶା କର୍ମୀଙ୍କ ଥାନାରେ ଧାରଣା
ହିଞ୍ଜିଳିକାଟୁ, (୧୫।୧୦): ଜଣେ କାର୍ଯ୍ୟରତ ଆଶା କର୍ମୀଙ୍କୁ ଡ଼ାକ୍ତରଖାନାରେ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଲକ ର ଶତାଧିକ ଆଶାକର୍ମୀ ଥାନା ପରିସରରେ ଧାରଣା ଦେଇଥିଲେ। ହିଞ୍ଜିଳିକାଟୁ ୧୭ ନଂ ଓ୍ବାର୍ଡ ର ଆଶାକର୍ମୀ!-->…
କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ’ ପାଳିତ
ଫୁଲବାଣୀ: ଛାତ୍ର ଛାତ୍ରୀ ମାନଙ୍କ ଠାରେ ଭରି ରହିଛି ଅନେକ ପ୍ରତିଭା ଏବଂ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଏପରି ଶିଶୁ ପ୍ରତିଭାଙ୍କର ବିକାଶ ହୋଇପାରୁଛି ବୋଲି ଆଜି ଅନୁଷ୍ଠିତ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ବକ୍ତା । ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର!-->…
ବିଦାୟ ନେଲା ପ୍ରଶାନ୍ତ ନୀଳୟମରୁ ଆସିଥିବା ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥଯାତ୍ରା…
ମାଲକାନଗିରି, ୧୫।୧୦ ସୁଦୂର ଆନ୍ଦ୍ରପ୍ରଦେଶ ପ୍ରଶାନ୍ତି ନୀଳୟମ ଶ୍ରୀ ସତ୍ୟସାଇ ପୀଠରୁ ଓଡିଶା ଅଭିମୁଖେ ଆସିଥିବା ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରାର ରଥ ଦୀର୍ଘ ୧୨ ଦିନ ମାଲକାନଗିରି ଜିଲ୍ଲାର ବିଭନ୍ନ ଅଞ୍ଚଳ ପରିକ୍ରମା କରି ସାରି ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅଭିମୁଖେ!-->…
ସମ୍ଭାବନା ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କନ୍ଧମାଳ କବି…
ଫୁଲବାଣୀ : ଗଞ୍ଜାମ ଜିଲ୍ଲାର ଆସ୍କା ସ୍ଥିତ ଏନ ଏ ସି କଲ୍ୟାଣ ମଣ୍ଡପ ପରିସରରେ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ 23 ତମ ସାଂସ୍କୃତିକ ସଂଯୋଗ ମହୋତ୍ସବ ଅବସରେ ଆୟୋଜିତ ସମର୍ଦ୍ଧନ ସଭାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଯୋଗଦେଇ!-->…
ଦାରିଙ୍ଗ ବାଡ଼ିରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ…
ଦାରିଙ୍ଗବାଡ଼ି, ୧୫/୧୦ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆଜି କଂଗ୍ରେସ ଦଳ ପକ୍ଷରୁ ବ୍ଲକ ମହକୁମାରେ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ମହିଳା!-->…
ଯାତ୍ରୀବାହୀ ବସ୍ ସହ ପିକଅପ୍ ଭ୍ୟାନ ମୁହାମୁହିଁ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ…
ହିଞ୍ଜିଳିକାଟୁ (୧୬ା୧୦): ରବିବାର ସକାଳେ ହିଞ୍ଜିଳି ଥାନା ତଥା ୫୯ନଂ ଜାତୀୟ ରାଜପଥ ସମରଝୋଳ ଛକ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମ୍ମୁଖ ରାଜପଥ ଉପରେ ଯାତ୍ରୀବାହୀ ବସ୍ ସହ ପିକଅପ୍ ଭ୍ୟାନ ମୁହାମୁହିଁ ଧକ୍କା ଘଟି ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ!-->…
ରାଜ୍ୟ ସାମ୍ବାଦିକ ସଂଘ SUJ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଣତନ୍ତ୍ରରେ ଗଣମାଧ୍ୟମ ମୂଲ୍ୟବୋଧ ଓ କର୍ତ୍ତବ୍ୟ”…
ବ୍ରହ୍ମପୁର (୧୫.୧୦.୨୩) ଆଜି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଆଲୋଚନା ର ବିଷୟ ବସ୍ତୁ ରହିଥିଲା, "ଗଣତନ୍ତ୍ରରେ ଗଣମାଧ୍ୟମ ମୂଲ୍ୟବୋଧ ଓ!-->!-->!-->…
ମୋସେବା କେନ୍ଦ୍ର ପରିଚାଳକ ସଂଘ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ…
ବାଲିଗୁଡା : କନ୍ଧମାଳ ଜିଲ୍ଲାର ମୋ ସେବା କେନ୍ଦ୍ର ପରିଚାଳକ ସଂଘ ବାଲିଗୁଡା ଶାଖା ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।ସଂଘର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ରଖାଯାଉ । ସମସ୍ତ ଆସବାବପତ୍ର ସହ!-->…