Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୋସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ୭ ଦଫା ଦାବିପତ୍ର ପ୍ରଦାନ
ଫୁଲବାଣୀ : ମୋ ସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ସଂଘ ସଭାପତି ସୌମ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ୭ ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ ଉଲ୍ଲେଖ ରହିଛି ଯେ କନ୍ଧମାଳ ଜିଲ୍ଲାର ରାଜ୍ୟ ସରକାରଙ୍କ ମଞ୍ଜୁର ପ୍ରାପ୍ତ ୧୨ ଗୋଟି ବ୍ଲକ ଅଧୀନ!-->…
ହିଞ୍ଜିଳିକାଟୁ ପୌରାଞ୍ଚଳର ୩ ୱାର୍ଡରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପର ଲୋକାର୍ପଣ…
ହିଞ୍ଜିଳିକାଟୁ (୯/୧୦): ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମାଧ୍ୟମରେ ସୋମବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୫ଟି ସହରରେ ସୁଜଳ ପରିକଳ୍ପନାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳ ଯୋଗାଣର ଶୁଭାରମ୍ଭ କରିବା ସହ ୧୩ଟି ସହରରେ ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
ଆନ୍ଧ୍ର ପ୍ରଦେଶ ଓଡିଆ କଳାକାରମାନଙ୍କ କଳାକାର ହିତୈଷୀ ଦାବି…
ବ୍ରହ୍ମପୁର //ମଞ୍ଜୁଷା : ସ୍ଥାନୀୟ କଳାକାର ହିତୈଷୀ ପ୍ରତିଷ୍ଠାନ 'ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘ' ପକ୍ଷରୁ ଆନ୍ଧ୍ର ଅନ୍ତର୍ଗତ ବିଛିନ୍ନାଞ୍ଚଳ ଓଡିଆ କଳାକାର ମାନଙ୍କ ହୀତ ଉଦ୍ଦେଶ୍ଯରେ କିଛି କଳାକାର ହିତୈଷୀ ଦାବି ମହାସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପ୍ରରୋଚନା!-->…
ଛତ୍ରପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳିତ…
ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସ ଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ଏହି ଅବସର ରେ ଟ୍ରଷ୍ଟ ର ସଭାପତି ତଥା ୧୦ ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ର ଙ୍କ ତତ୍ୱବଧାନ ରେ ଛତ୍ରପୁର!-->!-->!-->…
ସିଏସପି ପ୍ଲସ ପ୍ରଦାନ କରିବା ସମେତ ୭ଦଫା ଦାବି ନେଇ, ଗଂଜାମ ଜିଲ୍ଲା ମୋ ସେବା ପରିଚାଳକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ…
ଛତ୍ରପୁର : ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ସମ୍ପାଦକ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ରକୁ ସରକାର ସମସ୍ତ ଯୋଜନାରେ ସାମିଲ କରିବା ଏବଂ ସରକାରଙ୍କ ଦ୍ୱାରା ନୂତନ ଭାବେ ଦିଆ ଯାଉଥିବା ସିଏସପି ପ୍ଲସ୍ କୁ ମୋ ସେବା କେନ୍ଦ୍ରକୁ ପ୍ରଦାନ କରିବା ସମେତ ୭ଦଫା ଦାବୀ ନେଇ!-->…
ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା…
ଛତ୍ରପୁର : ଛତ୍ରପୁର ନିକଟରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡିଙ୍କ ମନ୍ଦିରରେ ପ୍ରଥମ କରି ଷୋଡଶ ଦିବସ ପୂଜା ଚାଲୁ ରହିଛି ହୋଇଛି । ଆଜି ମା ଇସାନୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l l ଦୈନନ୍ଦିନ ଆଳତି, ଚଣ୍ଡି ପାଠ, ହୋମ ଏବଂ ମହାପୂଜା ସହ ସକାଳୁ ସୂର୍ଯ୍ୟପୂଜା,!-->…
ମାଲକାନଗିରିରେ ଷ୍ଟାର୍ଟଅପ ଏକ୍ସପ୍ରେସ ଯାତ୍ରା, ଭାଗ ନେଲେ ୧୨୫ ବିଦ୍ୟାର୍ଥୀ…
ମାଲକାନଗିରି, ୯।୧୦ଗତ କିଛି ଦିନ ପୂର୍ବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ । ଯାହାକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପହଞ୍ଚି ସେଠାରେ ଥିବା ଅନେକ ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ!-->!-->!-->…
ସୌରଭ ଶାରଦୀୟ ଉତ୍ସବ ୨୦୨୩ ଅନୁଷ୍ଠିତ…
ବ୍ରହ୍ମପୁର: ସ୍ଥାନୀୟ କ୍ଷୁଦ୍ର ଜଳସଚନ ସମ୍ମିଳନୀ କକ୍ଷରେ ସୌରଭ ଶାରଦୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଓ କବି ବିପିନ ମହାପାତ୍ର ଉଦ୍ଘାଟକ ଭାବେ ଯୋଗ ଦେଇ ସୌରଭ ଶାରଦୀୟ ପର୍ବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରହିଥିଲେ । ଖ୍ୟାତିସମ୍ପନ୍ନ ବିଶିଷ୍ଟ କବି ବିପ୍ର!-->…
ଗୋପବନ୍ଧୁ ଜୟନ୍ତୀରେ କେଡିଏମଏଫ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…
ଫୁଲବାଣୀ : ଆଜି ଦୁଃଖୀ ଦରିଦ୍ରରର ସେବକ ମହାନ ମହାପୁଋଷ ପଣ୍ଡିତ ଉକ୍ତଳ ମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ସନ୍ତୋଷ କୁମାର ଦିଗାଲଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମହତ!-->…
ବିଜେଡି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ୍ଙ୍କ ୧୪୬ ତମ ଜୟନ୍ତୀ ପାଳନ…
ଫୁଲବାଣୀ : ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସ୍ଙ୍କ ୧୪୬ ତମ ଜୟନ୍ତୀ ଅବସରରେ ଫୁଲବାଣୀର ନଗର ବିଜୁ ଜନତା ଦଳ ତରଫରୁ ନଗର ସଭାପତି ବିମଳ ପାଢୀଙ୍କ ନେତୃତ୍ବରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ଉତ୍କଳ ଗୌରବ ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି!-->!-->!-->…