Browsing Category

ଆଞ୍ଚଳିକ

ଫୁଲବାଣୀରେ ସାଇବର ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ: ଫୁଲବାଣୀ ଠାରେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଇକଲ ଶୋଭାଯାତ୍ରା ଓ ଗଣଦୌଡ଼କୁ ସାଂସଦ ଶ୍ରୀ ସାମନ୍ତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର

ଫୁଲବାଣୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା…

ଫୁଲବାଣୀ, ୮। ୧୦: ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି। ଆଜି ଫୁଲବାଣୀରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି

ଫୁଲବାଣୀରେ ‘ସାଂସଦ ସାମନ୍ତଙ୍କ ମେଗା ସ୍ୱାସ୍ଥ୍ୟ ଶିବିର’…

ଫୁଲବାଣୀ: ଫୁଲବାଣୀ ସର୍ତ୍ତାଗୁଡ଼ା ସମନ୍ୱିତ ଭିତ୍ତିଭୂମି ପରିସରରେ ଆଜି ‘ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର’କୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ। ଶ୍ରୀ ସାମନ୍ତଙ୍କ ପ୍ରତିଷ୍ଠିତ ଭୁବନେଶ୍ୱର କିମସ ହସପିଟାଲ ଆନୁକୂଲ୍ୟରେ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ କିମସର

ଫାୟାର ଷ୍ଟେସନରୋଡ ବାରାହୀ ପାହାଡରୁ ମହିଳାଙ୍କ ଗଳିତ ଶବ ଠାବ, ହତ୍ୟା ସନ୍ଦେହ…

ହିଞ୍ଜିଳିକାଟୁ, ୮ା୧୦ : ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ୬ନଂ ୱାର୍ଡ ଅଗ୍ନିଶମ କେନ୍ଦ୍ର ପଛଭାଗ ବାରାହୀ ପାହାଡରୁ ଜଣେ ମହିଳାଙ୍କ ଗଳିତ ଶବକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ସଠିକ ପରିଚୟ ଜଣାପଡିନଥିବା ବେଳେ ଗଛରେ ବନ୍ଧା ଯାଇଥିବା ରଶି ଲଗା

ଛତିଶଗଡ଼ ରାଜ୍ୟପାଳ ଦ୍ୱାରା ପୁରସ୍କୃତ ଡ଼ଃ ନୃସିଂହାନନ୍ଦ ମହାପାତ୍ର…

ଫୁଲବାଣୀ : ଓଡ଼ିଶାର ବିଶିଷ୍ଟ କବି, ଗାଳ୍ପିକ, ଗବେଷକ ତଥା ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଛତିଶଗଡ଼ ର ମହାମହିମ ରାଜ୍ୟପାଳ ମାନ୍ୟବର ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଠାରୁ ସମ୍ମାନଜନକ ଶ୍ରୀଗୁଣ୍ଡିଚା ସମ୍ମାନରେ ପୁରସ୍କୃତ ହୋଇଛନ୍ତି l ପୁରୀର ଶ୍ରୀଗୁଣ୍ଡିଚା ସ୍ପିରିଚୁଆଲ ଟ୍ରଷ୍ଟ

ରାଜନୈତିକ କ୍ଷେତ୍ରରେ ସ୍ଵତନ୍ତ୍ରଭାବେ ଓବିସିଙ୍କ ସ୍ଥାନ ସଂରକ୍ଷଣ ପାଇଁ ଦାବି…

ଫୁଲବାଣୀ : ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ଜିଲ୍ଲା ଓ ବି ସି ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ୪ ଦଫା ଦାବୀ ମାନ୍ୟବର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ଲିଖିତ ଅଛି ଯେହଜାର ହଜାର ବର୍ଷ

ଦୁଇ କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମରେ ଝୁମିଲେ ଶତାଧିକ ଛାତ୍ରଛାତ୍ରୀ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ଉଚ୍ଚ ପ୍ରାଥମିକ ସେବାଶ୍ରମ ପରିସରରେ ଦୁଇଟି କ୍ଳଷ୍ଟର ଗାଲୀଗୁରା ଓ ମାସ୍କାପଡି ଉପାନ୍ତର ୧୯ ଟି ବିଦ୍ୟାଳୟ କୁ ନେଇ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଶିକ୍ଷା ବ୍ୟବସ୍ଥା ରେ ଆଦିବାସୀ ଅଧୁଷିତ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 5T ସଭା…

ଫୁଲବାଣୀ : ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତାରେ 5T ସଭା ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦ ରଞ୍ଜନ ସାହୁ 5T

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ : ସରକାରୀ ଯୋଜନାର ସଠିକ ରୂପାୟନ ପାଇଁ ବିଭାଗୀୟ ଅଧିକାରୀଙ୍କୁ…

ହିଞ୍ଜିଳିକାଟୁ (୭ା୧୦): ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣଧିନ କାର୍ଯ୍ୟ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଶନିବାର ଜିଲ୍ଲାପାଳ

ଜିଲା ମହିଳା କଂଗ୍ରେସ ସଭାନେତ୍ରୀଙ୍କ ଉପାନ୍ତ ଅଞ୍ଚଳର ଘରେ ଘରେ ପ୍ରଚାର

ଦାରିଙ୍ଗବାଡ଼ି,୭/୧୦ : କନ୍ଧମାଳ ଜିଲା ମହିଳା ସଭାନେତ୍ରୀ ରୁଦା ମଲିକ, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଉପାନ୍ତ ଅଂଚଳରେ ଥିବା ଗାଁ ଗୁଡ଼ିକରେ ପହଁଚି କଂଗ୍ରେସର ଜନ ହିତକର ଯୋଜନା ସମ୍ପର୍କରେ ଅବଗତ କରୁଥିବା ଖବର ହସ୍ତଗତ ହୋଇଛି। ଜିଲା କଂଗ୍ରେସ ମହିଳା