Browsing Category

ଆଞ୍ଚଳିକ

ହିଲପଟଣା ସିଦ୍ଧି ବିନାୟକ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼…

ବ୍ରହ୍ମପୁର (୧୯/୦୯) : ଆଜି ସକାଳୁ ସକାଳୁ ଶହ, ଶହ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ଦେଖି ମନ୍ଦିର କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା। ତେବେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବାହାନ ରଖିବା ପାଇଁ

ବାଲିଗୁଡାରେ ଗଣେଷ ପୂଜା ପାଳିତ : ନୂତନ ଛାତ୍ରଛାତ୍ରୀ ଖଡ଼ି ଛୁଆଁଇଲେ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ

ଅଭିଭାବକ ଓ ସ୍କୁଲ ପରିଚାଳନା ସଦସ୍ୟଙ୍କ ସଚେତନ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି (୧୯/୦୯) : ଦାରିଙ୍ଗ ବାଡ଼ି ବ୍ଲକ ଅଧିନସ୍ତ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ପରିଚାଳନା ସଦସ୍ୟ ଓ ଅଭିଭାବଙ୍କୁ ନେଇଁ ସଚେତନ କାର୍ଯ୍ୟ କ୍ରମ ଗଦାପୁର ପଞ୍ଚାୟତ ରାଜୀବଗାନ୍ଧୀ ସଭା ଗୃହରେ କରାଯାଇଥିଲା। ଏହିକାର୍ଯ୍ୟ କ୍ରମରେ

ସିମନବାଡ଼ି ପଞ୍ଚାୟତରେ ସରପଞ୍ଚଙ୍କ ସ୍ବାମୀ ଶାସନ କରୁଥିବା ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ

ଦାରିଙ୍ଗବାଡି (୧୯/୯) : ସିମନବାଡ଼ି ପଞ୍ଚାୟତରେ ଚାଲିଛି ସ୍ବାମୀ ଶାସନ । ସରପଞ୍ଚ ଙ୍କ ସ୍ବାମୀ ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବେଳେ ପଞ୍ଚାୟତରେ ଅନେଇ ଦୁର୍ନୀତି ହୋଇଥିବା ନେଇ ୱାର୍ଡ ମେମ୍ବର ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଛନ୍ତି । ସିମନବାଡ଼ି

ହୋଲଡିଂ ଟ୍ୟାକ୍ସ ତୃଟିପୂର୍ଣ୍ଣ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ମିଳିତ ନାଗରିକ ପକ୍ଷରୁ ଦାବୀ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ସଂଗ୍ରହ ପୂର୍ବରୁ ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ସଂଶୋଧନ କରିବାକୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀ କରାଯାଇଛି। ଫୁଲବାଣୀ ପୌର ପରିଷଦ ପକ୍ଷରୁ ହୋଲଡିଂ ଟ୍ୟାକ୍ସ ବଢାଇବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦-୦୩-୨୦୧୮ରେ ଫୁଲବାଣୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପ୍ରତିଷ୍ଠା ଦିବସ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିଦ୍ୟାଳୟ ସ୍ତରୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ୍

କୀଟନାଶକ ଔଷଧ ଖାଇ ନାବାଳିକାଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ (୧୮/୯): ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ବାଦିଆମ୍ବଗାଁର ଜୈନିକା ନାବାଳିକା କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକା ଜଣଙ୍କ ସଂପୃକ୍ତ ଗ୍ରାମର ରିଷାରାଣୀ ନାୟକ (୧୫) । ପ୍ରକାଶ ଯେ, ସୋମବାର ଅପରାହ୍ନରେ ନାବାଳିକା ଜଣଙ୍କ କୌଣସି କାରଣରୁ

ପାରିବାରିକ କଳହର କରୁଣ ପରିଣତି, ଶିକ୍ଷୟତ୍ରୀ ସମେତ ଦୁଇ ୭ବର୍ଷର ଶିଶୁ ଓ ଶାଶୁ ମୃତ, ସ୍ବାମୀ ଗିରଫ

ହିଞ୍ଜିଳିକାଟୁ (୧୮/୦୯) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ରେ ଘଟିଛି ଅଭାବନୀୟ ଘଟଣା ଘଟିଛି। ଘଟଣା ଘଟିଛି ଶେରଗଡ଼ ବାଇପାସ ସ୍ଥିତ ଶ୍ରୀରାମ ନଗର ସାହିରେ। ଭଡାରେ ରହୁଥିବା ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ଯାଳୟ ର ସହକାରୀ ଶିକ୍ଷୟତ୍ରୀ ସାବିତ୍ରୀ କୁମାରୀ ବେହେରା ଓ

୪୭ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

ଧଳା ଜହର ବଳୟ ରେ ବ୍ରହ୍ମପୁର ସହର.. ଆଗକୁ ଅଛି ପାର୍ବଣ ପୋଲିସ ବିଭାଗ ପାଉନି ଟେର… ବ୍ରହ୍ମପୁର (୧୮/୯) : ସ୍ଥାନୀୟ ବିଜିପୁର ସନ୍ତୋଷୀ ମା ମନ୍ଦିର ବନ୍ଧ ନିକଟରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଦୁଇ ଯୁବକଙ୍କ ନିକଟରୁ ୪୭ ଗ୍ରାମ ବ୍ରାଉନ ସୁଗର ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ

ଦାରିଙ୍ଗବାଡ଼ିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡି,୧୮/୯ : ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସମୁଦାୟ ୫୬ ଗୋଟି ଅଭିଯୋଗର ଶୁଣାଣି କରିଥିଲେ। ସାମୁହିକ ଭାବେ ୩୭ ଗୋଟି ହୋଇଥିବା ବେଳେ ୧୯ ଗୋଟି ବ୍ୟକ୍ତଗତ