Browsing Category

ଆଞ୍ଚଳିକ

ଦାରିଙ୍ଗବାଡି ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ…

ଦାରିଙ୍ଗବାଡି(୧୬/୯) : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ଶୁକ୍ରବାର ଦିନ ନୂତନ ଥାନା ଅଧିକାରୀ ଭାବେ ଆନନ୍ଦ ଚନ୍ଦ୍ର ପାତ୍ର ଯୋଗ ଦେଇଛନ୍ତି। ଭାରପ୍ରାପ୍ତ ଥାନା ଅଧିକାରୀ ଜୀତେନ୍ଦ୍ର ବେହେରା ଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ପାତ୍ର । ଏହା ପୂର୍ବରୁ ଶ୍ରୀ ପାତ୍ର ଗଜପତି

ପିଇଓ କ୍ୱାଟର ପାଲଟିଛି କ୍ଵାକ ଡାକ୍ତରଙ୍କ ଅସ୍ଥାୟୀ କ୍ଲିନିକ, କ୍ବାକ୍ ହାତରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ…

ମାଲକାନଗିରି //କାଲିମେଳା (୧୬/୦୯) : ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ର ଅନ୍ତର୍ଗତ ତାଣ୍ଡବାଈ ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବାସଗୃହ ଠାରେ ଜଣେ କ୍ବାକ୍ ଡାକ୍ତର ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା

ଏମପିଭି ୮୩ ଗ୍ରାମ ଯୁବକ ସଂଘ ଗାଁରେ ଲଗାଇଲେ ଷ୍ଟ୍ରିଟ ଲାଇଟ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ଏମ୍.ପି.ଭି-୮୩ ଗ୍ରାମ ଛକରେ ଷ୍ଟ୍ରିଟ ଲାଇଟ ସୁବିଧା ନଥିବାରୁ ବର୍ଷାରେ ନାନା ସରୀସୃପ ପ୍ରାଣୀ ବାହାରି ରାସ୍ତାରେ ବୁଲୁଥିବାରୁ ଏହି ରାସ୍ତାରେ ଗ୍ରାମବାସୀ ଓ ଛୋଟ ଛୋଟ ସ୍କୁଲ ପିଲାମାନେ ଯିବାକୁ ଭୟ

ପାର୍ବଣ ଋତୁ ପାଇଁ ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍…

• ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ସହ ସୁରକ୍ଷା ନିୟମାବଳୀର ଅନୁପାଳନ ନିମନ୍ତେ ପରାମର୍ଶ ବ୍ରହ୍ମପୁର : ଆଗାମୀ ପାର୍ବଣ ଋତୁ ସମୟରେ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସମସ୍ତ

ବିଦ୍ୟାଳୟ ସୁରକ୍ଷା ସପ୍ତାହ

ଫୁଲବାଣୀ : ଚକାପାଦ ବ୍ଲକର ଶଙ୍କରଖୋଲ ଠାରେ ଅବସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି । ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଥ‌ିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବିଦ୍ୟାଳୟ

ଛଅବର୍ଷର ଚୁକ୍ତି ଅବଧିକୁ ଯୋଗ ଓ ପୁରୁଣା ପେନସନ ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେବାର ବର୍ଷେ ହେବାକୁ ବସିଲାଣି ହେଲେ ହେଲେ ନ୍ୟାୟ ପାଇଲେନି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ । ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ପ୍ରଥମରୁ ନିୟମିତ ଶିକ୍ଷକର ମାନ୍ୟତା ପାଇଲେ କିନ୍ତୁ ସରକାରଙ୍କ ଆର୍ଥିକ ଦୁଃସ୍ଥିତି ବେଳେ

ତୃଟିପୂର୍ଣ୍ଣ ଉତ୍ପାଦ ବିକ୍ରି ଓ ଓ୍ବାରେଣ୍ଟି ସମୟ ମଧ୍ୟରେ ସଠିକ୍ ସେବା ପ୍ରଦାନ ରେ ଅବହେଳା – ଟିଭିର ମୂଲ୍ୟ…

ବ୍ରହ୍ମପୁର : ବ୍ରହ୍ମପୁର ବାସିନ୍ଦା ତଥା ଉପଭୋକ୍ତା ଶ୍ରୀ ନରେନ୍ଦ୍ର କୁମାର ବିଷୋୟୀ ଇ-କମର୍ସ ପୋର୍ଟାଲ ଫ୍ଲିପ୍ କାର୍ଟ ମାଧ୍ୟମରେ ଏକ ଟିଭି କିଣିଥିଲେ ଯାହା ତାଙ୍କ ଘରେ ଲଗାଇବା ପୂର୍ବରୁ ତଥା ଓ୍ବାରେଣ୍ଟି ସମୟ ମଧ୍ୟରେ ଖରାପ ହୋଇଯାଇଥିଲା । ଫ୍ଲିପ୍ କାର୍ଟ ଇ-କମର୍ସ ପୋର୍ଟାଲ

୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଭାସୀ ମାଧ୍ୟମରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ (୧୬/୦୯): ଆଜି ଜିଲ୍ଲା ଓସ୍ଵାନ ହଲଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅଧୀନରେ ହାଇସ୍କୁଲର ରୂପାନ୍ତରଣ ସମ୍ବନ୍ଧରେ ଏକ ଭାବ ବିନିମୟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ

ବ୍ଳକସ୍ତରୀୟ / ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ

ହିଞ୍ଜିଳିକାଟୁ (୧୬ା୯) : ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ବ୍ଳକସ୍ତରୀୟ କ୍ରୀଡା ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଇଓ ଏସ. ଗିରିଧାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ

ଵର୍ଷାଦାଣ୍ଡରେ ଆନ୍ଦୋଳନକାରୀ ଶିକ୍ଷକ, ପାଠପଢା ଠପ୍, ସ୍କୁଲରେ ତାଲା, ତଥାପି ନିଦାବିଷ୍ଣୁ ସରକାର

ରାଜନଗର(୧୬/୦୯) ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଆଠଦିନ ହେଵ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କର ତିନି ଦଫା ହକ୍ ଦାଵୀ କରି ସମୂହଛୁଟି ନେଇ ରାଜ୍ୟର ସମସ୍ତ ବ୍ଲକର ଵିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାକୁ ଖାତିରି ନକରି ନାଚଗୀତରେ ପ୍ରତିବାଦ ଜଣାଇ ଧାରଣାରେ ବସିଥିବା