Browsing Category

ଆଞ୍ଚଳିକ

ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଏବଂ ତାଙ୍କ ସହ ତାଙ୍କ ସହ ରାଜ୍ୟ ପୋଷଣ ସଂଯୋଜିକା ଦୀପାଳୀ ଦାଶ ଓ ୟୁନିସେଫ୍ ସଂଯୋଜିକାଙ୍କ ଏକ ଦିନିଆ ମାଲକାନଗିରି ଗସ୍ତ କରିଥିଲେ । ଗସ୍ତ ସମୟରେ ମାଲକାନଗିର ଜିଲ୍ଲା ସଦର ମହକୁମା ରିକ୍ଲାମିସନ କୋଲନିରେ

ମୁଦୁଲିପଡ଼ା ଥାନା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ମାଲକାନଗିରି //କୁଡୁମୁଲୁଗୁମ୍ମା (୦୧/୦୯) : ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଥାନା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କୁ ଆଜି ଖଇରପୁଟ କଲ୍ୟାଣ ମଣ୍ଡପ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ତାଣ୍ଡି ଜଣେ ମେଳାପି ସ୍ୱଭାବର ବେକ୍ତୀ ଥିଲେ ଆଇନ କାନୁନ ପରିସ୍ଥିତି

ତହସିଲଦାରଙ୍କ ପ୍ରତିଶୃତିରୁ ବ୍ରାହ୍ମଣୀଗାଁ ବଜାର ବନ୍ଦ ଡାକରା ଦୀର୍ଘ ୬ ଘଣ୍ଟା ପରେ ହଟିଲା…

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,: ୦୧/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ଦୀର୍ଘ ମାସ ଧରି ବ୍ରହ୍ମଣୀଗାଁ ବାଜାର ପ୍ରଶସ୍ତି କରଣ ରାସ୍ତା ଅଧପନ୍ତରିୟା ଭାବେ ପଡି ରହିଛି। ଏହାର ପ୍ରତିବାଦରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଆଜି ୧୨ ଘଣ୍ଟିଆ

ରାକ୍ଷୀ” ରହିଲା ଆଜୀବନ ସୁରକ୍ଷାର ସାକ୍ଷୀ : ବୃକ୍ଷ ପ୍ରେମର ଅପୂର୍ବ ବନ୍ଧନର ବାର୍ତ୍ତା ଦେଲା ଝୁରିମାଲ ଭିଏସଏସ…

• ଗଛ ଓ ମଣିଷର ଅନାବିଳ ସମ୍ପର୍କର ଦୃଷ୍ଟାନ୍ତ ଝୁରିମାଳର ନିଆରା ରାକ୍ଷୀ• ଗ୍ରାମର ପ୍ରତ୍ଯେକ ପରିବାରର ମହିଳା ଗଛକୁ ରାକ୍ଷୀ ବାନ୍ଧି ନେଲେ ଆଜୀବନ ସୁରକ୍ଷାର ଶପଥସୁନ୍ଦରଗଡ -: ଭାଇ ଭଉଣୀର ଅତୁଟ ଭାବ ବନ୍ଧନ ଓ ଅନାବିଳ ସମ୍ପର୍କର ସାକ୍ଷୀ ହେଉଛି “ରାକ୍ଷୀ”। ଅନାଦି କାଳରୁ ଭାଇ ଭଉଣୀର

ନିର୍ଭୀକ ବ୍ୟକ୍ତିତ୍ୱ,ବଳିଷ୍ଠ ସଂଗଠକ,ବର୍ଷିୟାନ ନେତା ତଥା ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ବିୟୋଗରେ…

ମାଲକାନଗିରି।ତା:୦୧/୦୯ ବଳିଷ୍ଠ ସଂଗଠକ,ବର୍ଷିୟାନ ନେତା ତଥା ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦୀର୍ଘ ଦିନ ହେଲା ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ବେଳେ ଆଜି ତାଙ୍କର ବିୟୋଗ ଘଟିଛି । ତାଙ୍କୁ ଦର୍ଶନ କରିବା ପାଇଁ ବହୁ ଶୁଭେଚ୍ଛୁମାଲକାନଗିରି ସଦର

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ ସୁନ୍ଦରଗଡର ବୋର୍ଡ ଅଫ ଟ୍ରଷ୍ଟିର ଦଶମ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ,: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡର ବୋର୍ଡ ଅଫ ଟ୍ରଷ୍ଟିର ଦଶମ ବୈଠକ ସ୍ଥାନୀୟ ସଦଭାବନା ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟର ଗତ ଛଅ ମାସର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିବାବେଳେ ଆଗାମୀ ଦିନରେ ଏହି ପ୍ରତିଷ୍ଠାନ

ନୂତନ ଭୋଟର ମାନଙ୍କ ସଚେତନତା ନିମନ୍ତେ ସୁନ୍ଦରଗଡ଼ ଠାରେ ‘ ମୁଁ ବି ମିତା ‘ ଅଭିଯାନ ର ଶୁଭାରମ୍ଭ

ସୁନ୍ଦରଗଡ଼, : ନୂତନ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି 'ମୁଁ ବି ମିତା ' ଅଭିଯାନ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଦଭାବନା ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଦ୍ଵାରା 'ମୁଁ ବି ମିତା ' ଅଭିଯାନର ଶୁଭାରମ୍ଭ

କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅବସର ଗ୍ରହଣ…

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୬ ବର୍ଷର ସରକାରୀ ଚାକିରି କାଳରେ ଅନେକ ପ୍ରଶଂସା ଓ ଗୁରୁ ଦାୟିତ୍ବକୁ ସୂଚାରୁ ରୂପେ ନିର୍ବାହ କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ

ଗୋଟିଏ ଭାଇ ଜାଗାରେ ପାଇଲେ ୪୦ ଭାଇ…

ଫୁଲବାଣୀ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ l ଭଗବାନ ସେହି ମାନଙ୍କୁ ସାହାଯ୍ୟ କରନ୍ତି ଯେଉଁ ମାନଙ୍କ ପାଖରେ ଥାଏ ଇଚ୍ଛା ଶକ୍ତି l କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଅନ୍ତର୍ଗତ ପିଅନ ପଡ଼lର ଏକ ଗରିବ ପରିବାରର ଝିଅ ରୋ଼ଶନି ମହାନନ୍ଦ ଯୁକ୍ତ ତିନି ପ୍ରଥମ ବର୍ଷର କଳା ଛାତ୍ରୀ

ଉତ୍କଳ ବିଶ୍ବବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ…

‘ସମାଜ ପ୍ରତି ଅବଦାନ ଓ କାର୍ଯ୍ୟର ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଅଧ୍ୟୟନ ଜରୁରୀ’ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୨୦୨୩-୨୫ ଶିକ୍ଷାବର୍ଷରେ ନୂତନ ଭାବେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ