Browsing Category

ଆଞ୍ଚଳିକ

ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ସୁନ୍ଦରଗଡ଼, (୨୧/୦୮) : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସର ଠାରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି।ଏଥିରେ ମୋଟ ୬୯ ଗୋଟି ଅଭିଯୋଗ ଆସିଥିଲା। ତନ୍ମଧ୍ୟରୁ ୫୧

ଛତ୍ରପୁରଠାରେ ଓଡ଼ିଶା ଲଳିତକଳା ଏକାଡେମୀର ସମସାମୟୀକ ଚିତ୍ରକଳା ପ୍ରଦର୍ଶନୀଉଦଘାଟିତ: ପ୍ରଦର୍ଶିତ ହେଲା ରାଜ୍ୟର…

ଛତ୍ରପୁର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଛତ୍ରପୁର ଠାରେ ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହାଇଯାଇଛି ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନି I ପ୍ରଦର୍ଶନିକୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନାକୁମାରୀ ଖେସ୍

ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ବାଇକ ସହ ଜଣେ ଗିରଫ…

ଛତ୍ରପୁର. : ଟ୍ରେନ ଯୋଗେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲେ ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା । ଜଣକୁ ଗିରଫ ସହ ତାଙ୍କ ଠାରୁ ୧୦.୫ କେଜି ଗଞ୍ଜେଇ ଜବତ ସହ ଗୋଟେ ମୋଟର ସାଇକେଲକୁ ଜବତ କରିଛି ଅବକାରୀ ବିଭାଗ । ଗରିଫ ଜଣକ ହେଲେ ଗୋଳନ୍ଥରା ଥାନା ଅଧିନ ମାନହାର ଗ୍ରାମର

ବିଜୁସ୍ମୃତି କଲ୍ୟାଣ ମଣ୍ଡପଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଫୁଲବାଣୀ : ଜିଲା ବରିଷ୍ଠ ନାଗରିକ ସଂଘ କନ୍ଧମାଳ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ୨୦୨୩ ସଭାପତି କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ୱରେ ବିଜୁସ୍ମୃତି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ସମ୍ପର୍କରେ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଏହି

ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସଂଗଠନର ଉପସଭାପତି ଅଚ୍ୟୁତାନନ୍ଦ କହଁରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ରହି ଉତ୍ସାହର

ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ପୁରାତନ ପ୍ରାଥମିକ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ…

ମ୍ୟୁନିସିପାଲିଟିର ର୪ଟି ସ୍କୁଲ ରେ ୫ଟି‌ ଶ୍ରେଣୀ ରେ ୨ଜଣ ଲେଖାଏଁ ଶିକ୍ଷକ1 ହିଞ୍ଜିଳିକାଟୁ, (୨୧-୮) : ସରକାରଙ୍କ ଵଡ ନାରା ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ବାସ୍ତବତା କାଗଜ କଲମରେ ସିମୀତ। ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନରେ ଶିକ୍ଷକ ଅଭାବ ଯୋଗୁଁ ବିଭିନ୍ନ ବିଦ୍ୟାଳୟରେ

ଓଡିଶା ଇତିହାସ କଂଗ୍ରେସର ଆଞ୍ଚଳିକ ଅଧିବେଶନ ଓ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଆଞ୍ଚଳିକ ଅଧିବେଶନ ଓଡିଶା କଂଗ୍ରେସ ଓ ରାଜ୍ୟ ସ୍ତରୀୟ ପାଠଚକ୍ର ଐତିହାସିକ ପ୍ରଫେସର ହରିହର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଡୁରା ସମାଜ ଫୁଲବାଣୀ ପକ୍ଷରୁ କାଉଡିଆଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ…

ଫୁଲବାଣୀ : ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା। ଆଜି ସେହି ନିଖିଳ ଖଡୁରା ସମାଜ ନିଜ ସଂଗଠନର ପ୍ରତିଷ୍ଠା କରିଥିବା ନେଇ ପୁଣି ଏକ ଅଭିନବ ପ୍ରୟାସ ସଂଘ ପକ୍ଷରୁ କାର୍ଯ୍ୟ କରିଛନ୍ତି। ରବିବାର ଠାରୁ ଚକାପାଦ

ପଞ୍ଚାୟତସ୍ତରରୁ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ କରିବ ବିଜେପି

ଫୁଲବାଣୀ : ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା l ରାଜ୍ୟ ବିଜେପିର ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି,

ବ୍ରହ୍ମପୁରରେ ପ୍ରଥମ ଥର ଜବତ ହେଲା ହେରୋଇନ : ଜଣେ ଗିରଫ…

ଜବତ ହେରୋଇନ ମୂଲ୍ୟ ହେବ ୩ ଲକ୍ଷ ୨୦ହଜାର ବ୍ରହ୍ମପୁର (୨୦/୦୮) - ଦୀର୍ଘ ଦିନ ଧରି ବ୍ରହ୍ମପୁର ସହରରେ ହେରୋଇନ ବେଆଇନ କାରବାର ଚାଲିଥିବା ସୁରାକ ପାଇଥିଲା ଅବକାରୀ ବିଭାଗ। ଏହାର ତଦନ୍ତ କରି ବେଆଇନ କାରବାରର ଅଭିଯୁକ୍ତ ଉପରେ ନଜର ରଖାଯାଇଥିଲା । ପନ୍ଦର ଦିନ ରୁ ଅଧିକା ସମୟ ଧରି