Browsing Category

ଆଞ୍ଚଳିକ

ମୋ ମାଟି ମୋ ଦେଶମାଟିକୁ ପ୍ରଣାମ ବୀର ଯବାନଙ୍କ

ସୁକୁମା : ଆଜି ଶ୍ରୀ ଅରବିନ୍ଦ ରାୟ, ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଙ୍କ ତତ୍ୱାବଧାନରେ ମୋ ମାଟି ମୋ ଦେଶ, ଶ୍ରୀ ରତିକାନ୍ତ ବେହେରା କମାଣ୍ଡାଣ୍ଟ, ୦୨ ବାଟାଲିୟନ ଙ୍କ ନେତୃତ୍ୱରେ, , ସି ଆର ପି ଏଫ,ଥାନା ଅଧିକାରୀ, ଅଧସ୍ତନ ଅଧିକାରୀ ଏବଂ କର୍ପସର ସାହସୀ ଯବାନଙ୍କ ନେତୃତ୍ୱରେ ସ୍ଵାଧୀନତାର

ଅହିଂସା, ବୀରତ୍ବ ଏବଂ ବିବିଧତାରେ ଏକାତ୍ମତାର ବାସ୍ତବ ରୂପାୟନ ଆମ ସ୍ବାଧୀନତା

ବ୍ରହ୍ମପୁର (୧୫/୦୮) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ' ଏବଂ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ'ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ଠାରେ ଦେଶର ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୭ ତମ ସ୍ଵାଧୀନତା ଦିବସ ପାଳିତ…

ବ୍ରହ୍ମପୁର (୧୫.୦୮) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ପାଳନ କରାଯାଇଅଛି | ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ,

ଭାରତୀୟ ଜନତା ପାର୍ଟି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ…

ବ୍ରହ୍ମପୁର, ୧୫/୮ : ଭାରତୀୟ ଜନତା ପାର୍ଟି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ବ୍ରହ୍ମପୁର ସ୍ଥିତ ଗାନ୍ଧୀ ନଗର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାନ୍ଧୀ ନଗର ଛକ ଠାରେ ଅବସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳର ବରିଷ୍ଠ ନେତା କାମନା ପାଢ଼ୀ ଏବଂ ଉତ୍କଳମଣି ଗୋପବନ୍ଧୁ

ଚିକିଟି ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ପାଳିତ…

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୭ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାଃ ପ୍ରଭୁପ୍ରସାଦ ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ସେ ସମସ୍ତଙ୍କୁ ସୁସ୍ଥ ମନ ଓ ସୁସ୍ଥ ଶରୀର ରଖି ଦେଶ ମାତୃକା ପ୍ରତି ସେବା ଭାବ ରଖିବା

ସ୍ବାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ ଅନନ୍ୟ : ମନ୍ତ୍ରୀ ଜଗନ୍ନାଥ ସାରକା

ଫୁଲବାଣୀ : ଭାରତବର୍ଷର ସ୍ଵାଧୀନତା ଲୁହ ଓ ଲହୁର ଇତିହାସ, ତ୍ୟାଗ ଓ ବଳିଦାନର ଇତିହାସ । ଦେଶର ଅନେକ ସଂଗ୍ରାମୀଙ୍କୁ ଆତ୍ମବିସର୍ଜନ କରିବାକୁ ପଡ଼ିଛି । ଯେଉଁ ମହାନ୍ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଛନ୍ତି

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ଠାରେ ପାଳିତ ହେଲା ୭୭ ତମ ସ୍ୱାଧୀନତା ଦିବସ । ଇତ୍ୟବସରରେ ଉକ୍ତ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ତଥା ମୁଖ୍ୟଅତିଥି ଟି. ଶିବଶଙ୍କର ପାତ୍ର ଦୀପ ପ୍ରଜ୍ବଳନ ଏବଂ ଜାତୀୟ ପତାକା ଉତ୍ତୋଳନ କରି, ସାମୁହିକ ଭାବେ ଜାତୀୟ

ଛତ୍ରପୁର ପ୍ରେସ କ୍ଳବ ରେ ୭୭ ତମ ସ୍ବାଧୀନତା ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବର ନୂତନ କାର୍ଯ୍ୟାଳୟ ଠାରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ପ୍ରେସ କ୍ଳବ ର ଉପଦେଷ୍ଟା ରବିନ୍ଦ୍ର ନାଥ ପଣ୍ଡା ଜାତୀୟ ପତାକା ଉତୋଳନ କରିଥିଲେ l ଏହି ଅବସରରେ କ୍ଳବର ଅନ୍ୟତମ ଉପଦେଷ୍ଟା ବସନ୍ତ କୁମାର ମହାରଣା,ସଭାପତି

ଆଜାଦି କା ଅମୃତ ମହୋତ୍ସବ ତ୍ରିରଙ୍ଗା ଯାତ୍ରା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ଠାରୁ ଅଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ପ୍ରାୟ ହଜାର ହଜାର ଛାତ୍ର ଛାତ୍ରୀ,ଏନ୍ସିସି କ୍ୟାଡ଼େଟ୍, ଯେ ଆରସି, ସ୍କାଉଟ୍,

ଚିକିଟୀ ଏନଏସିରେ ଆଜାଦ କି ଅମୃତ ମହୋତ୍ସବ

ଚିକିଟୀ : ସ୍ଵାଧୀନତା ର ୭୬ ବର୍ଷ ପୂର୍ତ୍ତି ଅବସରରେ ଚିକିଟୀ ଏନ୍ ଏ ସି ପକ୍ଷରୁ ଆଜାଦ କି ଅମୃତ ମହୋତ୍ସବ ତଥା ହର ଘର ତ୍ରିରଙ୍ଗା କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି। ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟକ୍ଷା ଦୀପା କୁମାରୀ