Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
‘ଉଦ୍ୟୋଗରେ ମହିଳାଙ୍କ ନିଷ୍ପତ୍ତି ନେବା ଭୂମିକା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର
ଭୁବନେଶ୍ବର: ଉଦ୍ୟୋଗ ଜଗତରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଥାଏ। ଏହି ଯୋଜନାର ସଫଳ ରୂପାୟନ ହିଁ ଉଦ୍ୟୋଗ ଜଗତକୁ ସଫଳତା ଆଣିଦିଏ। ଉଦ୍ୟୋଗରେ ସୁକ୍ଷ୍ମ ବ୍ୟବସାୟ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଦକ୍ଷ ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ଗୁରୁତ୍ବ ଦିଆଯାଇଥାଏ।!-->…
ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ : ସାଂସଦ
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି (ଚତୁର୍ଥ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯେତେଗୁଡ଼ିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଗୁଡ଼ିକୁ!-->…
ଚୋରାମଦ ଚଢ଼ାଉ ବେଳେ ପୋଲିସ୍ ଉପରେ ଆକ୍ରମଣ; ଜଣେ ଗିରଫ
ବେଲଗୁଣ୍ଠା(୦୮/୦୯) : ଗତ ଗୁରୁବାର ରାତ୍ର ଆଠ ଘଣ୍ଟା ସମୟରେ ଗାଙ୍ଗପୁର ପୋଲିସ୍ ନିମିନା ଗ୍ରାମରେ ଚୋରାମଦ ବିକ୍ରି ହେଉଥିବା ଖବର ପାଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ନେତୃତ୍ୱରେ ହାବିଲଦାର ମନୋଜ କୁମାର ନାୟକ, କନେଷ୍ଟବଲ୍ ହେମନ୍ତ କୁମାର ଦାସ, ସୁରେଶ କୁମାର ସାମନ୍ତ, ଫୀରୋଜା!-->…
ସର୍ଗିପାଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ” ଦିବସ ପାଳନ
ସୁନ୍ଦରଗଡ (୦୮/୦୯) : ଆଜି ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଝୁରିମାଲ ବନ ସୁରକ୍ଷା ସମିତିର ଜୟ ବଜରଙ୍ଗ ଫଳ ବଗିଚା ଠାରେ “ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ” ଆନ୍ତର୍ଜାତିକ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସର୍ଗିପାଳି ଗୋଷ୍ଠୀ ସ୍ୱାସ୍ଥ୍ୟ!-->…
ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ : ସାଂସଦ
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି (ଚତୁର୍ଥ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯେତେଗୁଡ଼ିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଗୁଡ଼ିକୁ!-->…
ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ଗୁରୁତର…
ଛତ୍ରପୁର : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଷୀ ଗୁରୁତର । ଛତ୍ରପୁର ଥାନା ଚିକଲଖଣ୍ଡି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି, ଏମ . ଲାଛମେୟା (୬୦ ବର୍ଷ) ନାମକ ଚାଷୀ ଝରପୋଖରୀ ନିକଟ ବିଲକୁ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଛତ୍ରପୁର!-->…
ଗଞ୍ଜାମ ଜିଲ୍ଲା ଲାଇଟ୍ ସାଉଣ୍ଡ ଏଣ୍ଡ ଡିଜେ ମାଲିକ ସଂଘର ବାର୍ଷିକ ସମ୍ମିଳନୀ
ଛତ୍ରପୁର : ଛତ୍ରପୁର ସ୍ଥିତ ଉଜ୍ଜଳେଶ୍ୱରୀ ମନ୍ଦିର ପରିସର ରେ ଗଂଜାମ ଜିଲ୍ଲା ଲାଇଟ୍ ସାଉଣ୍ଡ ଓ ଡିଜେ ମାଲିକ ସଂଘର ଏକ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରଘୁନାଥ ପୁର , ଗୋଳାବନ୍ଧ ଓ ଛତ୍ରପୁର ଶାଖାର ଲାଇଟ୍ ଏଣ୍ଡ ସାଉଣ୍ଡ ଓ ଡିଜେ ମାଲିକ ମାନେ ଉପସ୍ଥିତ ରହି ସେମାନଙ୍କ!-->…
ଗଡ଼ରେଜ କମ୍ପାନୀର ଅପ୍ରାଧିକୃତ ରାଜୁ ବୀଜ ଭଣ୍ଡାର ଦ୍ଵାରା ଲାର୍କ ପେଷ୍ଟିସାଇଡ଼ ଔଷଧ ବିକ୍ରି
ସମ୍ବାଦ ସଂଗ୍ରହ କରିବା ସମୟରେ ସାମ୍ବାଦିକଙ୍କ ସହିତ ଦୁର୍ବ୍ୟବହାର ଉମରକୋଟ (୦୮/୦୯) : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ସହର ଏକ ମୁଖ୍ୟ ବ୍ୟବସାୟ କେନ୍ଦ୍ର | ଏହି ଉମରକୋଟ ସବଡିଭିଜନ ଉପରେ ଅଞ୍ଚଳର ସମସ୍ତେ ନିର୍ଭର ଶୀଳ କହିଲେ ଭୁଲ ହେବ ନାହିଁ | କିନ୍ତୁ ଉମରକୋଟ ସବଡିଭିଜନର ବ୍ୟବସାୟୀ!-->…
ସରକାରଙ୍କ ଜନହିତକର ଯୋଜନାସବୁକୁ ପାରମ୍ପରିକ ଲୋକକଳା ଦ୍ବାରା ପରିବେଷଣ ଲାଗି ପ୍ରସ୍ତୁତି ବୈଠକ
ଛତ୍ରପୁର (୦୨.୦୯) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ପରିବେଷଣ ଦ୍ବାରା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କରାଯାଇ ଲୋକେ ଯେମିତି ଏହି ଯୋଜନା ଗୁଡିକରୁ ଉପକୃତ ହୋଇ ପାରିବେ ସେଥି ସକାଶେ କୁହାଯାଇଛି । ଜିଲ୍ଲାରେ ରହିଥିବା!-->…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସମ୍ପର୍କରେ କର୍ମଶାଳା
ଚିକିଟୀ : ମୁଖ୍ୟମନ୍ତ୍ରୀ ଶିକ୍ଷା ଯୋଜନା ସମ୍ପର୍କିତ ଏକ କର୍ମଶାଳା ବ୍ଲକ୍ ର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିକିଟି ପେଣ୍ଠ ନୋଡାଲ!-->…