Browsing Category

ଆଞ୍ଚଳିକ

୧୯ ବର୍ଷରୁ କମ ବାଳିକା ବାଳକ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ହିଞ୍ଜିଳିକାଟୁ (୨୮।୭) : ୩ଦିନିଆ ୧୯ ବର୍ଷରୁ କମ ବାଳିକା ବାଳକ ମାନଙ୍କ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଶୁକ୍ରବାର ଠାରୁ ଇନଡୋର୍ ଷ୍ଟାଡିୟମ ଠାରେ ଉଦଘାଟନ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ବ୍ରହ୍ମପୁର : ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ବ୍ରହ୍ମପୁରସ୍ଥିତ ସହିଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଏହି ପ୍ରତିଯୋଗୀତା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହାସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ

ଆମେରିକାରେ ଆମ୍ବଲିଓମା ଆମେରିକାନମ୍ କୀଟ ଆତଙ୍କ : ମାଂସ ଖାଇଲେ ବ୍ୟାପୁଛି ରହସ୍ୟମୟୀ ରୋଗ, ହଜାର ହଜାର ଆମେରିକୀୟ…

ନ୍ୟୁୟର୍କ : ଆମେରିକାର ଅନେକ ଅଞ୍ଚଳରେ ରେଡ୍ ମିଟ୍ ଆଲର୍ଜି ରୋଗ ର ମାମଲା ବଢିବାରେ ଲାଗିଛି । ଏହି ରୋଗ ଲୋନ ଷ୍ଟାର ଟିକ୍ ନାମକ କୀଟ କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି କୃମିର ବୈଜ୍ଞାନିକ ନାମ ହେଉଛି ଆମ୍ବଲିଓମା ଆମେରିକାନମ୍ । ଏହି କୀଟ ଯାହାକୁ କାମୁଡ଼ିଥିବ, ସେ ମାଂସ ଖାଇଲେ ତାଙ୍କର

ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ହିଞ୍ଜିଳିକାଟୁ ୨୭।୭ : ଵିଜୁ ଜନତା ଦଳର ପୁର୍ବତନ ଯୁବ ସାଧାରଣ ସମ୍ପାଦକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହିଞ୍ଜିଳି ଉପ୍ରାଵାଳକ ବାଳିକା ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ

ସହିଦ୍ ସପ୍ତାହ ପୂର୍ବରୁ କନ୍ଧମାଳରେ ମାଓ ବ୍ୟାନର

ଫୁଲବାଣୀ : ମାଓବାଦୀ ମାନଙ୍କ ସହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମା ଓ ବ୍ୟାନର, ଆସନ୍ତାକାଲି ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ୍ ସପ୍ତାହ ପାଳନ କରୁଛି l ଏହି ସମୟ ମଧ୍ୟରେ ମା ଓ ବାଦୀ ମାନେ କିଛି ଅଘଟଣ ଘଟାନ୍ତି ।ଏହି ସପ୍ତାହ ପୋଲିସ ପାଇଁ ଏକ

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ

ରାଉରକେଲା (୨୭/୦୭) : ୭୭ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ ବର୍ଷ

ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଆୟୁକ୍ତଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼ : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ।ସବଡେଗା ବ୍ଳକ ପରିସରରେ ଅୟୋଜିତ ଏହି ସମୀକ୍ଷା ବୈଠକରେ ଆୟୁକ୍ତ ଶ୍ରୀ ସାହୁ ଜିଲ୍ଲା ଯୋଗାଣ ବିଭାଗ

ଯୁବ ସମ୍ବାଦ ଭାରତ @୨୦୪୭

ଫୁଲବାଣୀ : କଲ୍ୟାଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫୁଲବାଣୀ, କନ୍ଧମାଳ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଫୁଲବାଣୀ , କନ୍ଧମାଳର ମିଳିତ ଆନୁକୂଲ୍ୟରେ ଯୁବ ସମ୍ବାଦ-ଭାରତ@୨୦୪୭ କାର୍ଯକ୍ରମ ଏସ୍. ଏମ୍ ସରକାରୀ ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ

ଇଂଟେଲିଜେନ୍ସ ଓ ଅପରେସନ ସେଲ୍‌, ପାପରମେଟଲା ଓ ଓର୍କେଲ ଥାନାର ନୂତନ ଗୃହ ଉଦ୍ଘାଟନ

ମାଲକାନଗିରି (୨୭।୭) : ମାଲକାନଗିରି ଜିଲ୍ଲାର ଇଂଟେଲିଜେନ୍ସ ଓ ଅପରେସନ ସେଲ, ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ପାପରମେଟଲା ଓ କୋରୁକୋଣ୍ଡା ବ୍ଲକରେ ଥିବା ଓର୍କେଲ ଥାନାର ନୂତନ ଗୃହକୁ ଆଜି ଦକ୍ଷିଣାଂଚଳ ଡିଆଇଜି ଚରଣ ସିଂ ମୀନା ଉଦ୍ଘାଟନ କରିଛନ୍ତିା ଶ୍ରୀ ମୀନା ମାଲକାନଗିରି