Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବରୁ ସୁରକ୍ଷା ବ୍ୟବସ୍ତା କଡାକଡି
ମାଲକାନଗିରି, (୨୭।୭) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା କାଲିଠାରୁ ଅର୍ଥାତ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ଅଘଟଣ ନଘଟେ!-->…
ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ
ହିଞ୍ଜିଳିକାଟୁ (୨୭ା୭) : ହିଞ୍ଜିଳି ଥାନା ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ମାଧପୁର ଗ୍ରାମର ବି. କ୍ରୀଷ୍ଣା ପାତ୍ର । ଏ ନେଇ ହିଞ୍ଜିଳି ଥାନା କେସ ନଂ-!-->…
କାଂଶବାହାଲର ଏକ ଗରିବ ଅସହାୟ ପରିବାରର ବିପଦର ବନ୍ଧୁ ସାଜିଲା ସୁନ୍ଦରଗଡ ବିଜେଡି
ସୁନ୍ଦରଗଡ଼ - ୨୭/୦୭/୨୩ ରାଜଗାଙ୍ଗପୁର ମୁନିସିପାଲିଟି ଅଫିସରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣା ଧାନଗୁନ,(୨୮ବର୍ଷ )ତାଙ୍କ ପତ୍ନୀ ରେଶମା ଧାନଗୁନ(୨୬ ବର୍ଷ) ଏବଂ ତାଙ୍କ ତିନୋଟି ଛୋଟ ଛୋଟ ପୁଅଙ୍କ ସହିତ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲର!-->!-->!-->…
ଲଗାଣ ବର୍ଷାରେ ପ୍ରଭାବିତ ପରିବାର ବର୍ଗଙ୍କୁ ପଲିଥିନ ବଣ୍ଟନ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଠୀ ହୋଇଥିବା ବେଳେ ଜିଲ୍ଲାରେ ଅନେକ ଝାଟି ମାଟି ତଥା କଚ୍ଚା ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା । ଯାହା ଫଳରେ ବହୁ ପରିବାର ନାନା ସମସ୍ୟା ଭୋଗୁଥିବା ବେଳେ!-->…
ହାପି ଭେଲ୍ଲୀ ଚିଲଡ୍ରେନ ହୋମ୍ ଡକାୟତି ଘଟଣାରେ ୪ଡକାୟତ ଗିରଫ
ଫୁଲବାଣୀ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପଡି ବାଡ଼େନାଜୁ ସ୍ଥିତ ହେପି ଭ୍ୟାଲ୍ଲୀ ଚିଲଡ୍ରେନ ହୋମ ରେ ଗତ ୨ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତ ସମୟରେ ବ୍ୟବହୃତ ଦୁଇଟି ବାଇକ,ଚାରି ଗୋଟି ମୋବାଇଲ ଜବତ କରିବା ସହ , ଲୁଟ ହୋଇଥିବା ସୁନା ଚେନ!-->…
ଧୋଇ ହୋଇ ଗଲା କସପଙ୍କା ପୋଲ ,ଗମନାଗମନରେ ସମସ୍ୟା
ଦାରିଙ୍ଗବାଡ଼ି (୨୬/୦୭) : ଦାରିଙ୍ଗବାଡ଼ି ବ୍ଲକ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସପଙ୍କା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱରା ଏକ ପୋଲ କାମ ଏହି ଦୁଇ ମାସ ପୂର୍ବେ କରା ଯାଇଥିଲା। ହେଲେ ବର୍ତ୍ତମାନର ଲଗାଣ ବର୍ଷାରେ ପୋଲକୁ ସଂଯୋଗ କରିବା ପାଇଁ ପୋଲର ଦୁଇ ପାର୍ଶ୍ଵରେ ମାଟି ପୂରଣ!-->…
କାରଗିଲ ବିଜୟ ଦିବସ ଅବସରରେ ସହିଦ୍ ଏସ. ଶ୍ରୀନିବାସ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ବ୍ରହ୍ମପୁର (୨୬/୭) : ଆମର ଚିରାଚରିତ ଶତ୍ରୁ ପାକିସ୍ଥାନ ଦ୍ଵାରା ଛଳନାତ୍ମକ ଭାବେ ଯେଉଁ କାରଗିଲ ଯୁଦ୍ଧ ଭାରତ ଉପରେ ଲଦି ଦିଆଯାଇଥିଲା ସେଥିରେ ଭାରତୀୟ ସେନା ନିଜର ଅସୀମ ପରାକ୍ରମ ଓ ସୌର୍ୟ ଦ୍ଵାରା ଯୁଦ୍ଧ କରି ପାକିସ୍ଥାନକୁ କାରଗିଲ ଯୁଦ୍ଧରେ ପରାସ୍ତ କରି ଭାରତକୁ ଯେଉଁ ବିଜୟ ପ୍ରଦାନ!-->…
ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ : ଅଭିଯୋଗର ହେଉନି ତଦନ୍ତ, ଅଭିଯୋଗକାରି ହତାଶ
ଦାରିଙ୍ଗବାଡି,୨୬/୭ : ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକ ହୋଇଥିଲା। ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ପରିଚାଳନା!-->…
ମାଲକାନଗିରିରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ଶିବିର
ମାଲକାନଗିରି : ମାଲକାନଗିରି ଆଜି ଜିଲ୍ଲାପରିଷଦ ମାଲକାନଗିରି ସଭାଗୃହ ରେ ଏକ ଶିଶୁ ସୁରକ୍ଷା ସମ୍ଭନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଅଛି l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ମାଲକାନଗିରି ଓ ଓଡିଶା ଜୀବିକା ମିଶନ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଜିଲ୍ଲାକୁ ବାଲ୍ୟବିବାହ!-->…
ଯୁବ କଂଗ୍ରେସ ନିର୍ବାଚନରେ ବାଜି ମାରିଲେ ବିକାଶ ,ତତସତ୍ ଓ ଚିନ୍ମୟ…
ବ୍ରହ୍ମପୁର : ଓଡିଶା ପ୍ରଦେଶ ଯୁବ କଂଗ୍ରେସର 33ଟି ସାଙ୍ଗଠନିକ ଜିଲ୍ଲା ଓ ରାଜ୍ୟ ସାଧାରଣ ସମ୍ପାଦକ ସହ ରାଜ୍ୟ ସଭାପତି ପାଇଁ ହୋଇଥିବା ସାଙ୍ଗଠନିକ ନିର୍ବାଚନର ଫଳାଫଳ ଗତକାଲି ପ୍ରକାଶ ପାଇଛି । ଏହି ନିର୍ବାଚନ ଗତ 16 ଫେବ୍ରୁଆରି 2023 ରେ ଆରମ୍ବ ହୋଇଥିବା ବେଳେ 7 ମାର୍ଚ୍ଚ 2023 ରୁ!-->!-->!-->…