Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହଂସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ ମୁଖ୍ୟ!-->…
ମହାନ୍ ସଂଘ ପକ୍ଷରୁ ଖାଦ୍ୟର ସଦୁପଯୋଗ କରିବା ନେଇ ସଚେତନତା ଅଭିଯାନ ଆରମ୍ଭ
ବ୍ରହ୍ମପୁର : ସଂପ୍ରତି ବିଶ୍ୱରେ ଗୋଟିଏ ପାଖ ରେ ଖାଦ୍ୟ ଅଭାବ ଓ ଅନାହାର ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ବହୁ ଲୋକ ପେଟପୂରା ଖାଇବାକୁ ପାଉନଥିବାବେଳେ, ଅନ୍ୟ ପାଖ ରେ ବହୁ ଖାଦ୍ୟ ଫୋପଡା ଯାଉଥିବା ଗଭୀର ପରିତାପର ବିଶୟ। ଭୋଜିଭାତ, ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଯେତିକି ଖାଦ୍ୟ ନଷ୍ଟ!-->…
ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ
ପାତ୍ରପୁର : ଖରଣୀପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରଣୀପଡ଼ା ସ୍ଥିତ ଗୋପୀନାଥ ବିଦ୍ୟାପୀଠ ରେ ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗାଣ୍ଡୁ ପାଣିଗ୍ରାହୀ ରେଡକ୍ରସ ପତାକା ଉତ୍ଵଳନ କରି ଶିବିରର ଶୁଭାରମ୍ଭ କରିଥିଲେ ଓ ଉପସ୍ଥିତ!-->…
ନନ୍ଦିଗାଁ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ପାତ୍ରପୁର : ପାତ୍ରପୁର ବ୍ଲକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ନନ୍ଦିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଧୋବା ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
ଟିପିଓଏସଡିଏଲ ଭିଜିଲାନ୍ସ ଟିମ୍ ଙ୍କୁ ଆକ୍ରମଣ, ଥାନାରେ ଏତଲା
ଆକ୍ରମଣରେ ଲାଇନ୍ ମ୍ୟାନ ଗୁରୁତରହିଞ୍ଜିଳିକାଟୁ (୨୫/୭): ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟିପିଓଏସଡିଏଲ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢ଼ାଉ ବେଳେ ଗ୍ରାମର ଏକ ଗୋଷ୍ଠୀ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଜଣେ ଲାଇନ୍!-->…
ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଦ୍ୱାରା ବୃଦ୍ଧାଙ୍କୁ ଥଇଥାନ
ବେଲଗୁଣ୍ଠା(୨୫/୦୭) : ଦୀର୍ଘ ଚାରି ବର୍ଷ ଧରି ଅସହାୟ ଭାବେ ଜୀବନ ବିତାଇବା ପରେ ଆଜି ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ସହାୟତାରେ ବେଲଗୁଣ୍ଠା ବ୍ଳକ୍ ତନରଡା ପଂଚାୟତ ବାଣତୁମ୍ବ ଗ୍ରାମର କୁମାରୀ ପାଳ ଆଜି ପୁରୁଷୋତ୍ତମପୁର ନିକଟସ୍ଥ ଭୂତସରସିଙ୍ଗି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ!-->…
ବାଙ୍କାମ୍ବ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ
କାଶିପୁର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରିୟ ଓଡ଼ିଶା ବାସୀଙ୍କ ନିମନ୍ତେ ଏକ ସ୍ଵାଗତ ଯୋଗ୍ୟ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ କରିଛନ୍ତି । ଏଥିରେ ପ୍ରତି ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କା ଯାହାକି ସ୍ଵତନ୍ତ୍ର ଭାବରେ ଦିଆଯିବ I ତଥା!-->…
ଟଙ୍କା ଲୋଭରେ ତୃଟିପୂର୍ଣ୍ଣ ସର୍ଜରୀ : ଦୃଷ୍ଟି ଶକ୍ତି ହରାଇଲେ ଓକିଲ, ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ,(୨୫।୭): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ଏକ ଜଣାଶୁଣା ଚକ୍ଷୁ ଚିକିତ୍ସାଳୟରେ ତୃଟିପୂର୍ଣ୍ଣ ସର୍ଜରୀ କାରଣରୁ ଜଣେ ଆଇନଜୀବି ଦୃଷ୍ଟି ଶକ୍ତି ହରାଇଥିବା ଅଭିଯୋଗ ହୋଇଛି। ଆଇନଜୀବୀ ହେଲେ ହିଞ୍ଜିଳିକାଟୁ ଓକିଲ ସଂଘ ସଦସ୍ୟ ନିରଞ୍ଜନ ସାହୁ।ଏଥି ନେଇ ସେ ହିଞ୍ଜିଳି ଥାନା!-->…
୭ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ନାୟକ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ!-->…
ଭୋଟର ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର , ସହକାରୀ!-->…