Browsing Category

ଆଞ୍ଚଳିକ

ଫୁଲବାଣୀ ମେଡିକାଲ କଲେଜ ପରିସରରେ ୫ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ଆଜି ମଧ୍ୟାହ୍ନ ସମୟରେ ଫୁଲବାଣୀ ମେଡିକାଲ କଲେଜ ପରିସରରେ ଏକ ୫ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥାରୁ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକଙ୍କୁ ଯୋଗାଯୋଗ କରାଯାଇଥିଲାl ତୁରନ୍ତ ଟିମର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ,

ପାରାଲିଗାଲ ସ୍ୱେଛାସେବୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ, ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହରେ ଆଜି ତା ୧୬.୭.୨୦୨୩ରେ ପାରା ଲିଗାଲ ସ୍ୱେଛାସେବୀଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି lଏହି କାର୍ଯ୍ୟକ୍ରମରେ ସତ୍ୟପୀର ମିଶ୍ର,

ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘମ୍ ର କଳାକାର ମହାସମାବେଶ ନିମନ୍ତେ ପ୍ରସ୍ତୁତି…

ବ୍ରହ୍ମପୁର //କାଞ୍ଚିଲି (ଆନ୍ଧ୍ରପ୍ରଦେଶ), ତା. ୧୭/୦୭ : ଆନ୍ଧ୍ରପ୍ରଦେଶର ଅର୍ଦ୍ଧାଂଶରୁ ଉର୍ଦ୍ଧ୍ବ ଅଞ୍ଚଳରେ ଓଡିଆ ବସତି ରହିଛି । ସେମାନେ ୧୯୩୬ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମୟରେ ବିଭାଜିତ ହୋଇଛନ୍ତି । ସେଇ ବିଛିନ୍ନାଞ୍ଚଳବାସୀ ଓଡିଆମାନେ ଆଜି ମଧ୍ଯ ସେଠାରେ ନିଜ ଭାଷା, ସାହିତ୍ୟ ଓ

କୁଅରେ ପଡ଼ି ଯୁବକ ମୃତ

ହିଞ୍ଜିଳିକାଟୁ (୧୭।୭) : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଘର ନିକଟରେ ଥିବା କୂଅ ଚାନ୍ଦିନୀରେ ଜୈନିକ ଵ୍ୟକ୍ତି ଅସାବଧାନତା କାରଣରୁ ଗଳି ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ଉକ୍ତ

ଜାଗୃତି ଏକାଡେମୀ ପକ୍ଷରୁ  ରାଜ୍ୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା…

ବ୍ରହ୍ମପୁର //ଭୁବନେଶ୍ୱର(୧୬/୦୭) : ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। । ଆଜି ଅର୍ଥାତ ରବିବାର ଭୁବନେଶ୍ୱରର ସତ୍ୟନଗର ଦୁର୍ଗାପୂଜା ମଣ୍ଡପ ନିକଟ ଦି ପାର୍କ ପ୍ରିମିୟମ ଠାରେ ଜାଗୃତି ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।

ଗଞ୍ଜେଇ ସହ କାର ଜବତ, ଚାଲାଣକାରୀ ଗିରଫ ଓ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୧୫/୭ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ଗ୍ରାମ ନିକଟରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ କରୁଥିବା ଜାଣିଥିଲେ । ସୁଇଫ୍ଟ ଡିଜାର କାର ନଂ- ଓଡି ୦୨ ଏବି ୦୦୪୫ ରେ ଚାଲାଣ ହେଉଥିବା ୪୦.୩୫୦ କେଜି ଗଞ୍ଜେଇ ଥିବା ତଦନ୍ତରେ ଜଣାପଡ଼ିଥିଲା ।

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର (୧୫/୦୭) : କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ତରପରୁ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷାବିବର୍ଦ୍ଧିନୀ ସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି

ଫୁଲବାଣୀ ବିଦ୍ୟୁତ୍ ବିଭାଗ ଗୋଦାମର ଛଟେଇ ସୁରକ୍ଷା ଗାର୍ଡ ମାନଙ୍କର ପୁନଃ ଥଇଥାନ ଦାବିରେ ଧାରଣା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ୍ ବିଭାଗର ବିଦ୍ୟୁତ୍ ସରଞ୍ଜାମର ଗୋଦାମରେ ଦୀର୍ଘ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଥିବା ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ଦିଆଯାଇଛି। ସେମାନଙ୍କୁ ପୁନଃ ଥଇଥାନ ଦାବିରେ ଆଜି ସମସ୍ତ ଛଟେଇ ସୁରକ୍ଷା ଗାର୍ଡ ଭୀଷଣ ବର୍ଷା ରେ

ବିଶ୍ୱ ଯୁବକୌଶଳ ଦିବସ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଏ.ଏମ. ସି. ଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବକୌଶଳ ଦିବସ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଈଛି | ତମାଖୁମୁକ୍ତ କଲେଜ କ୍ୟାମ୍ପସକୁ ନେଇ, ତମାଖୁର କ୍ଷତିକାରୀ ପ୍ରଭାବ କେତେ ଭୟଙ୍କର ଏ ଶୀର୍ଷକକୁ ନେଇ ତର୍କ

ସମ୍ପର୍କୀୟ ଭାଇର କଟୁରି ଚୋଟରେ ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରି ସମ୍ପର୍କୀୟ ଭାଇର କଟୁରି ଚୋଟରେ ଆହତ ଅବସ୍ଥାରେ ମେଡିକାଲ ରେ ଭର୍ତି ହେଲେ ରାମାମାଡି । ଖବରରୁ ପ୍ରକାଶ ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ପଂଚାୟତ ନିକଟ ଚେରକୁଗୁଡା ଗାଁର ରାମା ମାଡିଙ୍କ ସହ ସମ୍ପର୍କୀୟ ଭାଇ ମାଲା ମାଡକାମୀର ସମାନ୍ୟ କଥାକୁ ନେଇ ଗଣ୍ଡଗୋଳ