Browsing Category

ଆଞ୍ଚଳିକ

ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଉଦଯାପିତ

ହିଞ୍ଜିଳିକାଟୁ (୬ା୭) : ପ୍ରତିବର୍ଷ ଜୁନ ୨୬ ତାରିଖ ଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ହିଞ୍ଜିଳି ଓ ଶେରଗଡ ବିଦ୍ୟୁତ ବିଭାଗର ମିଳିତ ସହଯୋଗରେ ହିଞ୍ଜିଳିକାଟୁ ବ୍ଳକ ଶ୍ୟାମଳାଇ ମନ୍ଦିର ପରିସରରେ

ବାଲିଗୁଡା ବ୍ଲକସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧ‌ି ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ସଭା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ୧୪ଗୋଟି ଗ୍ରାମ ପଞ୍ଚାୟତର ଧର୍ମପୀଠର

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ବାଲିଗୁଡ଼ା : ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ତତ୍ବାବଧାନରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନଂ

୧୦ ମିନିଟ୍‌ ବର୍ଷାରେ ବେହାଲ ଦାରିଙ୍ଗବାଡି

ଦାରିଙ୍ଗବାଡ଼ି (୬/୭) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି। ମାତ୍ର ୧୦ ମିନିଟ୍‌ ବର୍ଷାରେ ବେହାଲ ହୋଇଛି ଦାରିଙ୍ଗବାଡ଼ି ବଜାର। ଦାରିଙ୍ଗବାଡ଼ି ବଜାରର ଲକ୍ଷ୍ମୀବଜାର ଛକ, ତିନି ଛକ, ଚାରିଛକ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି

ଉମରକୋଟ ତହସିଲ ଅଫିସ ରାଜସ୍ୱ ବିଭାଗ କମିଶନ ଦ୍ୱାରା ତଦାରଖ

ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ତହସିଲ ଅଫିସରେ ବହୁ ଦିନ ଧରି ବିଭିନ୍ନ ପ୍ରକାର ଦୁର୍ନୀତିର ଅଭିଯୋଗ ହେଇ ଆସୁଛି | ଯେପରି ଜମି ଦୁର୍ନୀତି, ପଥର ଖାଦାନ ଦୁର୍ନୀନ୍ତି, ଜଳକର ଦୁର୍ନୀତି, ଗୋଟିଏ ଜମିରେ ପ୍ଲଟ ନଂ ପରିବର୍ତନ କରି ଅନ୍ୟ ଜଣଙ୍କୁ ବିକ୍ରୟ କରିବା ଦୁର୍ନୀତି, ବିଭିନ୍ନ ପ୍ରକାର

ହିଞ୍ଜିଳିକାଟୁ ସହରରେ ପରିବା ଦର ଆକାଶଛୁଆଁ

ହିଞ୍ଜିଳିକାଟୁ (୬।୭) : ହିଞ୍ଜିଳିକାଟୁ ବଜାରରେ ପରିବା ଦର ଆକାଶ ଛୁଆଁ। ଲଙ୍କା ମରିଚ ଅଢ଼େଇଶହ ଟଙ୍କା ବିକ୍ରି ହେଉଥିବା ବେଳେ ବିଲାତି(ଟମାଟୋ) କିଲୋପିଛା ଶହେ କୋଡିଏ ଟଙ୍କାରୁ ଅଧିକ ବିକ୍ରି ହେଉଛି। ସେହିପରି କିଲୋଗ୍ରାମ ପ୍ରତି ବାଇଗଣ ୬୦ ଟଙ୍କା, କଟକିପୋଟଳ ୮୦ , ଭେଣ୍ଡି ୬୦, ଛୁଇଁ

ଭାରତୀୟ ମଜଦୁର ସଂଘ ପକ୍ଷରୁ ଆପୋଲୋ ହସ୍ପିଟାଲ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା (୦୬/୦୭) : ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରିଥିବାରୁ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆଗାମୀ ଦିନରେ ଆପୋଲୋ ହସ୍ପିଟାଲର କର୍ମଚାରୀ ମାରଣ ନୀତିକୁ ବିରୋଧ ଏବଂ ଶ୍ରମ ବିଭାଗର ନିର୍ଦ୍ଦେଶକୁ

ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି ଆଦର୍ଶ ପୋଲିସ ଷ୍ଟେସନକୁ ଏନସିପିସିଆରଙ୍କ ପ୍ରଶଂସାମାଲକାନଗିରି, (୦୬/୦୭/୨୩) : ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ( ଏନସିପିସିଆର)ଙ୍କ ଏକ ଦଳ ମାଲକାନଗିରି ଗସ୍ତ କରିଛନ୍ତି । ଏନସିପିସିଆର ରେଜିଷ୍ଟ୍ରାର ଶ୍ରୀମତୀ ଅନୁ ଚୌଧୁରୀ ଆଜି ମାଲକାନଗିରି ସଦରର ଶିଶୁଙ୍କ ସହ

ସ୍କାଏ ଇ- ମୋଟର ଶୋରୁମ ଉଦଘାଟିତ

ଚିକିଟୀ : ଚିକିଟୀ ଏନ୍ ଏ ସି ଅନ୍ତର୍ଗତ ଚିକିଟୀ ଧାନଘର ମଧ୍ୟସ୍ଥଳରେ ବୁଧବାର ଏକ ସ୍କାଏ ଇ- ମୋଟର ଶୋରୁମ ଉଦଘାଟିତ ହୋଇଯାଇଛି। ସମାଜସେବୀ ଶ୍ରୀରୂପ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜସେବୀ ତଥା ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳ, ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା

ଶଶାଙ୍କ ଶେଖର ସ୍ମୃତି କମିଟି ପକ୍ଷରୁ ଶ୍ରାଦ୍ଧବାର୍ଷିକ ପାଳିତ

ଫୁଲବାଣୀ : ବନାନୀ କଳା ସଂଙ୍ଗମ ଠାରେ ଶଶାଙ୍କ ଶେଖର ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ସମାଜସେବୀ ଶଶାଙ୍କ ଶେଖର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଦସ୍ୟ ମାନେ ସ୍ୱର୍ଗତ ଶଶାଙ୍କର ଫଟୋ ଚିତ୍ରରେ ଦୀପଦାନ କରି ପୁଷ୍ପ ମାଲ୍ୟ ଅର୍ପଣ କରି ଦୁଇମିନିଟ ନୀରବ