Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜଙ୍ଗଲରୁ ବେଆଇନ୍ ଗଞ୍ଜେଇ ଜବତ : ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି!-->…
କାଉଡ଼ିଆ ଶିବଭକ୍ତଙ୍କ ମାସିକ ବ୍ରତ ଭକ୍ତିର ଶୁଭାରମ୍ଭ…
କାଶିପୁର : ଆଜି ପବିତ୍ର ଆଷାଢ଼ ମାସ ପୂର୍ଣ୍ଣିମା ତିଥିର ପ୍ରତ୍ୟୁଷରୁ ଆଜି ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରିର ହରିହର ବୋଲ୍ ବମ୍ ସଂଘ ସମସ୍ତ ଭକ୍ତଙ୍କ ଦ୍ବାରା ପୋଡାପାଡି ପଞ୍ଚାୟତ ଶୈବପୀଠ ମହାଦେବଙ୍କ ପରିସରରେ କାଉଡ଼ିଆମାନଙ୍କ ମାସିକ ବ୍ରତ କାର୍ଯ୍ୟକ୍ରମର ପ୍ରସ୍ତୁତିପର୍ବ!-->…
ଚୋରି ଘଟଣାରେ ଯୁବକ କୋର୍ଟ ଚାଲାଣ…
ବେଲଗୁଣ୍ଠା(୪/୭) : ଗତ ଶନିବାର ରାତିରେ ଘଟିଥିବା ଏକ ଚୋରି ଘଟଣାରେ ଆଜି ବେଲଗୁଣ୍ଠା ପୋଲିସ୍ ଜଣେ ଯୁବକକୁ ଭୁବନେଶ୍ୱରରରୁ ନାଟକୀୟ ଢ଼ଙ୍ଗରେ ଗିରଫ କରି ଭଞ୍ଜନଗର କୋର୍ଟଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା!-->…
ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଉରକେଲା ଗସ୍ତ
ସୁନ୍ଦରଗଡ଼ ଜିଲ୍ଲାର ରାଜସ୍ୱ ଓ ଜମିଜମା ବିଷୟରେ ବିସ୍ତୃତ ସମୀକ୍ଷା ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ , ଆହାର କେନ୍ଦ୍ର ଓ ସମ୍ପଦ କେନ୍ଦ୍ର କଲେ ପରିଦର୍ଶନ
ସୁନ୍ଦରଗଡ /ରାଉରକେଲା(୪ /୭) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି!-->!-->!-->…
ଯାତ୍ରୀବାହୀ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର…
ହିଞ୍ଜିଳିକାଟୁ, ତା ୪/୭ : ବୁଧବାର ଭୋରରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଧୋବାଡି ଗ୍ରାମ ଛକ ନିକଟରେ ଓଏସଆରଟିସି ବସ୍ ସହ ଯାତ୍ରୀବାହୀ ଅଟୋର ମୁହାଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ଅଟୋ ଚାଳକ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଅଟୋ ଚାଳକ!-->…
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ୟୁସିସି ବୟାନ ପରେ ଆପ୍ର ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ : ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି) ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବୟାନ ଦେବା ପରେ ନୂଆ ଟ୍ୱିଷ୍ଟ ଆସିଛି। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆପ୍ର ଆଭିମୁଖ୍ୟ ୟୁସିସିକୁ ନେଇ କ’ଣ, ତା’ ଉପରେ ପ୍ରଶ୍ନ ବି ଉଠିବାକ ଆରମ୍ଭ ହୋଇଛି। ଆପ୍ ଗୋଟିଏ ଧର୍ମନିରପେକ୍ଷ!-->…
ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ବାସ୍ଥ୍ୟ କେନ୍ଦ୍ର
ଦାରିଙ୍ଗବାଡି (୪/୭) : ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର । ଛାତର ସିମେଣ୍ଟ ଅତଡ଼ା ଖସି ଗଲାଣି । ଲୁହା ରଡ଼ ବାହାରି ପଡ଼ିବା ସହ କାନ୍ଥରେ ବଡ ବଡ ଫାଟ ଦେଖା ଗଲାଣି । ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉପସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି କିଛି ଏଭଳୀ ଦୃଶ୍ୟ ।!-->…
୫-ଟି କାମରେ କର୍ଯ୍ୟକରୁଛନ୍ତି ଶିଶୁ ଶ୍ରମିକ
ଦାରିଙ୍ଗବାଡି,୪/୭ ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିକରଣ କରିବା ପାଇଁ ୫-ଟି ପକ୍ଷରୁ ୨ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ହେଲେ ଉକ୍ତ କାମ କୁ କରିଛନ୍ତି ଶିଶୁ ଶ୍ରମିକ । ମେଡ଼ିକାଲରେ ପୁଟି ମରା କାର୍ଯ୍ୟ ଚାଲିଥିବା ବେଳେ ଶିଶୁ ଶ୍ରମିକ କାର୍ଯ୍ୟ!-->…
ସୁନ୍ଦରଗଡ଼ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼ (୪/୭) : ସ୍ଥାନୀୟ ସଦଭାବନା ଭବନଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ!-->!-->!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ସିଟି ସ୍କାନ ମେସିନ, ମିଳିବ ମାଗଣାଟେଷ୍ଟିଂ ସୁବିଧା
ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗିଙ୍କର ଚିକିତ୍ସା ନିମନ୍ତେ ସିଟି ସ୍କାନ ମେସିନ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ। ବିନା ଦେୟରେ ରୋଗୀ କରିବେ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ। ଆଜିଠୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏହିଭଳି ମାଗଣା!-->…