Browsing Category

ଆଞ୍ଚଳିକ

ପ୍ରତିଯୋଗିତା ଚାଲିଥିବା ବେଳେ ବୁଡ଼ି ଗଲା ଡଙ୍ଗା, ଥିଲେ ୨୫ ମହିଳା

ତ୍ରିଭେନ୍ଦ୍ରମ୍ : କେରଳର ଅଲପୁଝାରେ ସୋମବାର ନୌ-ଚାଳନା ପ୍ରତିଯୋଗିତା ଚାଲିଥିବା ବେଳେ ଏକ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାଟିରେ ୨୫ ଜଣ ମହିଳା ଥିଲେ। ଖବର ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏହି ଦୁର୍ଘଟଣା ଘଟିବା ପରେ ନୌ-ଚାଳନା ପ୍ରତିଯୋଗିତାକୁ ବନ୍ଦ କରି

ଇଡକୋ ପକ୍ଷରୁ କ୍ଷୁଦ୍ରଶିଳ୍ପ (ଏମଏସଏମଇ) ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ

ମାଲକାନଗିରି (୩।୭) : ଆଜି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୀମାଗୁଡି ନିକଟରେ କ୍ଷୁଦ୍ରଶିଳ୍ପ ପାଇଁ ଜମି ଅଧିଗ୍ରହଣ କରିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଏହାକୁ ବିରୋଧ କରାଯାଇଛି । ତେବେ ଘଟଣା ସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତି ରହି ଲୋକଙ୍କୁ ବୁଝାଶୁଝା କରିଛନ୍ତି ।

ଫୁଲବାଣୀରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ, ପ୍ରଶାସନ ଜାଣି ନିରବ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଥିବା ୧୨ ଗୋଟି ବ୍ଲକରେ ଜମି ମାଫିଆ ମାନେ ଜିଲ୍ଲା ପ୍ରଶାସନର ଆଇନ କାନୁନ, ବନ ବିଭାଗର କାର୍ଯ୍ୟ ଢିଲା ଫଳରେ ଦିନକୁ ଦିନ ଜଙ୍ଗଲ ଶୂନ୍ୟ,ସରକାରୀ ଜମି ବିକ୍ରି ଓ ଜମି ମାଫିଆଙ୍କ ସକ୍ରିୟ ଦିନକୁ ଦିନ ବୃଦ୍ଧି ପାଉଛି ।ଏହି ସବୁ ବିଷୟ ଜିଲ୍ଲା ପ୍ରଶାସନ ,ବନ

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାର ଏଟିଏମ ପାଞ୍ଚଟି ମେସିନ ରୁ କେବଳ ଗୋଟିଏ କାମ କରୁଛି !

ଛତ୍ରପୁର : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ଛତ୍ରପୁର ପକ୍ଷରୁ ବହୁବାର ଏଟିଏମ ସେବା ବ୍ୟାହତ ହେଉଥିବା ନେଇ ଗ୍ରାହକଙ୍କ ଠାରୁ ଅଭିଯୋଗ ଆସୁଛି । ଗତକାଲି ମେଇନ ବ୍ରାଞ୍ଚ କୁ ଟଙ୍କା ଉଠାଇବା ପାଇଁ ଯାଇ ଗ୍ରାହକ ସେବା ପାଇବାରେ ବଞ୍ଚିତ ହୋଇ ନିରାଶ ହୋଇ ଘରକୁ ଫେରିଥିବା କୁହାଯାଇଛି । ଉକ୍ତ

ମହାନଗର ନିଗମ ଦ୍ୱାରା ବ୍ୟାଡ଼ମିଣ୍ଟନ ଇନଡୋର ହଲର ଭବ୍ୟ ଉଦ୍‌ଘାଟନ

ବ୍ରହ୍ମପୁର : ସ୍ଥାନୀୟ ଇଞ୍ଜିନିଅର ସ୍କୁଲ ଖେଳ ପଡିଆ ନିକଟରେ ବ୍ୟାଡ଼ମିଣ୍ଟନ ଇଣ୍ଡୋର ହଲ ଉଦଘାଟନ ହୋଇଛି | ମୁଖ୍ୟ ଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା, ସମ୍ମାନିତ ଅତିଥି ମେୟର ସଂଘମିତ୍ରା ଦଳେଇ, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିମସି କମିଶନର ଜେ ସୋନାଲ, ଡେପୁଟି ମେୟର ଇ.

ଛୁଆକୁ ମାରି ନିଜ ଜିଭ କାଟି ଆତ୍ମହତ୍ୟା ଉଦ୍ୟମ

ଶେରଗଡ଼ : ସ୍ୱାମୀ ସହ ମୋବାଇଲରେ କଥାରୁ ପ୍ରବଳ କଳି ଏବଂ ଉତ୍ତେଜିତ ହୋଇ ପଡି ବିବାହିତ ମହିଳା ନିଜର ବିବେକ ଶୂନ୍ୟ ହୋଇ ପଡି ନିଜ ଜନ୍ମିତ ଶିଶୁକୁ କୂଅରେ ପକାଇ ନିଜେ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଂଚଳ ରେ ଆଲୋଡନ ସୃଷ୍ଟି କରିଛି । ମୃତ୍ୟୁ ମୁହଁରୁ ଉଦ୍ଧାର ପାଇଥିବା ବଡ଼ ଝିଅକୁ ନେଇ

ସରକାରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ସୁନ୍ଦରଗଡ ବିଜେପିର ପ୍ରତିବାଦ

ସୁନ୍ଦରଗଡ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବିଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଗତ ବର୍ଷ ୨୦୨୨ ମସିହା ଖରିଫ ଋତୁରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅବହେଳା ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଏପର୍ଯ୍ୟନ୍ତ

ବନାନୀ କଳା ସଂଗମ, ଫୁଲବାଣୀର ସାମାଜିକ ନାଟକ” ସୂର୍ଯ୍ୟୋଦୟ ପୂର୍ବେ ” ର ଅପୂର୍ବ ସଫଳତା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଂଗମ, ଫୁଲବାଣୀ ତରଫରୁ ଭୁବନେଶ୍ବରର ଭଞ୍ଜ କଳା ମଣ୍ଡପ ଠାରେ ସାମାଜିକ ନାଟକ" ସୂର୍ଯ୍ୟୋଦୟ ପୂର୍ବେ " ମଞ୍ଚସ୍ଥ ହୋଇଯାଇଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ମଞ୍ଚ ନାଟକ ପରିବେଷଣ ପାଇଁ ବନାନୀ କଳା ସଂଗମର

କନ୍ଧମାଳର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ ଆଲୋଚନା ଚକ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ ଏକ ଆଲୋଚନା ଚକ୍ର ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଫୁଲବାଣୀ ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ବହୁ ଗୁଣି

ବିଏସଏନଏଲ ଥ୍ରୀଜି ବ୍ରଡ଼ବ୍ୟାଣ୍ଡ ସେବାର ଲୁଚକାଳି ଖେଳରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ହନ୍ତସନ୍ତ

ଦାରିଙ୍ଗବାଡ଼ି (୦୨/୦୭) : ଦାରିଙ୍ଗ ବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳ ବାସଙ୍କ ପାଇଁ ରହିଛି ଏକ ମାତ୍ର ବିଏସଏନଏଲ ନେଟୱାର୍କ ସେବା। ହେଲେ ଏକ ମାସରେ (୩୦ ଦିନ) ୧୫ ଦିନରୁ ଉର୍ଦ୍ଧ ଦିନ ପ୍ରାୟ ଅଞ୍ଚଳ ବାସୀ ଏହି ସେବା ପାଇବାରୁ ବଞ୍ଚିତ ହୋଇ ରହୁଥିବା ନଜିର ରହିଛି। ଆଜିକାଲି ପ୍ରତ୍ୟକ