Browsing Category

ଆଞ୍ଚଳିକ

ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରର ପ୍ରଭାରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର : ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ର ପ୍ରଭାରି ଭାବେ ରାଜ୍ଯ ସଭା ସାଂସଦ ଶ୍ରୀଯୁକ୍ତ ମାନସ ମଙ୍ଗରାଜ ଙ୍କୁ ବିଜୁ ଜନତାଦଳ ପୁକ୍ଷରୁ ଦାୟୀତ୍ବ ପ୍ରଦାନ କରାଯିବା ପରେ ଆଜି ଦିନିକିଆ ବ୍ରହ୍ମପୁର ଗସ୍ତ ରେ ଆସି ଆୟଜିତ ଏକ ସମ୍ବୋଧନା ସଭାରେ ଯୋଗ ଦେଇଛନ୍ତି ମାନସ୍ ମଙ୍ଗରାଜ।

ଦାରିଙ୍ଗବାଡ଼ିଠାରେ ଆଠଦଫା ଦାବି ନେଇ ଜିଲ୍ଲାସ୍ତରୀୟ ସମିତି ସଭ୍ୟ ,ସଭ୍ୟା ମହାସଂଘର ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡ଼ି (୩୦/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପାଷ୍ଟର ଆସୋସିଏସନ ସଭାଗୃହ ଠାରେ ଜିଲ୍ଲା ସମିତି ସଭ୍ୟ ସଭାପତି ବୈଦନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ସମିତି ସଭ୍ୟ,ସଭ୍ୟା ମହାସଂଘ ପକ୍ଷରୁ ଆଠ ଦଫା ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର

କୃଷକ ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଶୋଭାଯାତ୍ରା ଓ ଆନ୍ଦୋଳନ

ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ବ୍ଲକର ୨୬ ଗୋଟି ପଞ୍ଚାୟତର ସମଗ୍ର ଓଡ଼ିଶା କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚ ଓ ଜଙ୍ଗଲ ଅଧିକାର କମିଟି ମହାସଂଘର କର୍ମକର୍ତ୍ତା ଏବଂ ସାଧାରଣ ଜନତା ଯୋଗଦାନ କରି ସରକାରଙ୍କ ବିଭିନ୍ନ ପ୍ରକାର ମାରଣ ନୀତି ଉପରେ ପ୍ରତିବାଦ କରି ଏକ ବିଶାଳ ରାଲି ବାହାରି

ଋଷିମାଳ ପାହାଡ଼ କାଟି ଜଙ୍ଗଲ ନଷ୍ଟ କଲେ ଦୁର୍ବୃତ୍ତ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୯/୦୬, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ବନାଞ୍ଚଳ ହାତୀମୁଣ୍ଡ ପଞ୍ଚାୟତ ଋଷିମାଳ ପାହାଡ଼ର ସଂରକ୍ଷିତ ଜଙ୍ଗଲକୁ ଦୁର୍ବୃତ୍ତମାନେ କାଟି ସଫା କରିଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ପାହାଡ଼ରେ ରହିଥିବା ବାରୁଣୀ ସ୍ନାନ ମଣ୍ଡପ ନିକଟରେ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଶୀର୍ଷ ତାଲିକାରେ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀବୃନ୍ଦ

ଫୁଲବାଣୀ : ଚଳିତବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ଵାରା ପରିଚାଳିତ ଯୁକ୍ତତିନି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ୧୦ ଶୀର୍ଷ ତାଲିକାରେ ରହି ମହାବିଦ୍ୟାଳୟର ଗର୍ବ ଓ ଗୌରବ ବଢାଇଛନ୍ତି। ଏଥିରେ ନୃତତ୍ତ୍ୱ

ନିର୍ବାଚିତ ପ୍ରତିନିଧିଙ୍କ ଅଣଦେଖା ଯୋଗୁଁ ଆସ୍କା ସରକାରୀ ଚିକିତ୍ସାଳୟ ଭଗବାନ ଭରସା…

ବ୍ରହ୍ମପୁର (୩୦/୬) : ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳି ହେଉଛି ଆସ୍କା ସରକାରୀ ଚିକିତ୍ସାଳୟ ଏହି ଚିକିତ୍ସାଳୟ ଉପରେ କବିସୂର୍ଯ୍ୟ ନଗର ,ଧରକୋଟ ବ୍ଲକ, ଶେରଗଡ଼ ବ୍ଲକ,ବାଲିପଦର, ବୁଗୁଡା ସମେତ ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧରଣ ନିର୍ଭର କରିଥାନ୍ତି।ଏହି ଚିକିତ୍ସାଳୟରେ

ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ବାସରେ ବଶୀଭୂତ ହେଉଛନ୍ତି ଲୋକେ

ମାଲକାନଗିରି : ମାଲକାନଗିରି ଦିନକୁ ଦିନ ବିଜ୍ଞାନ ଯେତେ ଆଗକୁ ଯାଉଛି ତାହା ସହ ତାଳଦେଇ ଚିକିତ୍ସା ବିଜ୍ଞାନ ମଧ୍ୟ ଆଗକୁ ଯାଉଥିବା ବେଳେ ଆଜି ମଧ୍ୟ କିଛି ଆଦିବାସୀ ଲୋକ ଅନ୍ଧ ବିଶ୍ବାସରେ ବଶୀଭୂତ ହୋଉଛନ୍ତି । ବିଜ୍ଞାନ ଯୁଗରେ ଆଜିବି ଲୋକ ଅଛନ୍ତି ଦୁର୍ଘଟଣା ରେ ଗୋଡ, ହାତ ଭାଙ୍ଗିଲେ ଗୁଣିଆ

ଆଜି ବି ବଞ୍ଚିଛି ମାଟି ଦେବତାର ପୁଜା : ସମାଜର ମଙ୍ଗଳ କାମନା ପାଇଁ ପ୍ରକୃତି ପୂଜା କଲେ କନବାଗିରି ଆଦିବାସୀ ସମୁଦାୟ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅଧିବାସୀଙ୍କ ପାଇଁ ପ୍ରକୃତି ହେଉଛି ପ୍ରଥମ ପୂଜ୍ୟ। ଏହି ଅବସରରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ କନବାଗିରି ଗ୍ରାମର ଆଦିବାସୀ ବା କନ୍ଧ ସମ୍ପ୍ରଦାୟର ମହିଳା ପୁରୁଷ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ତଥା ସମୁଦାୟ ତରଫରୁ ନିଜ ଗାଁ ଜଙ୍ଗଲରେ ଥିବା

ସଡକ ଦୁର୍ଘଟଣାରେ ତିନି ମୃତ୍ୟୁ ଓ ଜଣେ ଗୁରୁତର …

ଉମରକୋଟ ( ୩୦/ ୦୬/୨୦୨୩) ଗତକାଲି ବିଳମ୍ବିତ ରାତ୍ରିରେ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବାସିନୀ ଠାରେ ଭାରସାମ୍ୟ ସମ୍ବାଳି ନ ପାରି ଏକ ସ୍ବିଫ୍ଟ କାର ଯାହାର ନମ୍ବର OD 24G 4962 ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି, ସୂଚନା ପ୍ରକାରେ ରାଇଘର ବ୍ଲକର ଛତାବେଡା

ଜଗନ ମହାପାତ୍ରଙ୍କ ବିୟୋଗରେ ଉତ୍କଳ ସମ୍ବାଦିକ ସଙ୍ଘ ପକ୍ଷରୁ ଶୋକସଭା

ମାଲକାନଗିରି : ଆଜି ବରିଷ୍ଟ ସାମ୍ବାଦିକ ତଥା ସକାଳ ଖବର କାଗଜର ବ୍ରହ୍ମପୁର ଜୋନାଲ ମୁଖ୍ୟ ଡ.ଜଗନ ମହାପାତ୍ରଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଏହି ଶୋକାକୁଳ ଖବର ବିଜୁଳି ଗତିରେ ଚାରିଆଡେ ପ୍ରଚାରିତ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ବର୍ଗ ଯଥା ସାମ୍ବାଦିକ, ରାଜନୀତିଜ୍ଞ,