
ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିର୍ମାଣଧିନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ଭୁସୁଡି ପଡିବା ଫୋଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ଯୁ ଘୋଟିଛି।ଲଗାଣବର୍ଷା ହେଉଥିବାରୁ ବ୍ରିଜତଳେ ଏହି ସମସ୍ତ ମୃତକ ମାନ ଗାଧୋଉଥିବା ବେଳେ ହଠାତ ଭୁଷୁଡି ପଡିବା କାରଣରୁ ବ୍ରିଜ ତଳେ ଚାପି ହୋଇଯାଇଥିଲେ ।ଖବର ଶୁଣି ଗ୍ରାମବାସୀ ପହଞ୍ଚି ଉଧାର କରିବା ସମୟରେ ସମସ୍ତେ ଙ୍କୁ ମୃତ ଅବସ୍ଥାରେ ଉଧ୍ୟାର କରା ଥିଲେ।ଗ୍ରାମରେ ସକାକୂଳ ପରିବେଷ ସୃଷ୍ଟି ହୋଇଛି।
