Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୂଆଗାଁ (ଲିଜେଣ୍ଡ)କୁ ପରାସ୍ତ କରି ନୂଆଗାଁ (ଏ) ଚମ୍ପିୟାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗହିଙ୍ଗିଆ ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥଲା। ଗୁରୁବାର ଫାଇନାଲ ମ୍ୟାଚରେ ନୂଆଗାଁ (ଏ) ନୂଆଗାଁ (ଲିଜେଣ୍ଡ)କୁ ଛଅ ରନ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ପ୍ରଥମେ ଟସ୍!-->…
ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର
ବାଲିଗୁଡ଼ା : ଭାରସାମ୍ଯ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଚାଳକକୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ପ୍ରକାରେ ଗୁରୁବାର ଅପରାହ୍ନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ!-->…
ଜିଲ୍ଲାସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ!-->…
କମଳା ପ୍ରକାଶିନୀ ଦ୍ଵାରା ପୁସ୍ତକ ଉପହାର କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶକ ଏବଂ ବିକ୍ରେତା ଭାବରେ କମଳା ପ୍ରକସିନି ପୁସ୍ତକ ପ୍ରକାଶନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରୁଅଛି l ନିକଟରେ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଅନୁଷ୍ଠାନ ଏକ ଅଭିନବ କାର୍ଯ୍ୟକ୍ରମ କରିଥିଲା l ନିଜ ଖର୍ଚ୍ଚରେ ଉତ୍କଳ ପ୍ରସଙ୍ଗ ,!-->…
ନକ୍ସଲଙ୍କ ଜନଅଦାଲତରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ବୁର୍କାପାଲ ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଶିକ୍ଷାକର୍ମୀ ଶୁକ୍କା କାବାସୀଙ୍କୁ ନକ୍ସଲମାନେ ଜନଅଦାଲତରେ ହତ୍ୟା କରିଛନ୍ତି l ସୂଚନା ଅନୁଯାଇ ଆଜିକୁ ପ୍ରାୟ 10ଦିନ ତଳେ ବୁର୍କାପାଲ ପଞ୍ଚାୟତ ଉପ!-->…
ବ୍ଲକସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ
ହିଞ୍ଜିଳିକାଟୁ (୨9 ।୬) : ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଜୀକରଣ, ସହାୟତା ସମେତ ମୋଟ ୭ଟି ଷ୍ଟଲ ହୋଇଥିଲା। ୧୨ଟି ଟ୍ରେଡ୍ ପାଇଁ ମୋଟ ୨୪୦ ଜଣ!-->…
ବିପଦ ସଂକୁଳ ପରିସ୍ଥିତିରେ ବ୍ରାହ୍ମଣୀଗାଁ ବଙ୍ଗଡ଼ଦୁଆ ଘାଟିରାସ୍ତା
ଦାରିଙ୍ଗବାଡ଼ି, (୨୯/୦୬) : ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ ଯିବା ସମୟରେ ବଙ୍ଗଡ଼ଦୁଆ ଘାଟି ରାସ୍ତା ଦେଇ ଯିବାକୁ ପଡ଼େ । ପୁଇଗୁଡା ଗାଁ ନିକଟରୁ ବଙ୍ଗଡ଼ଦୁଆ ଘାଟି ଆରମ୍ଭ ହୁଏ। ଏହି ଘାଟି ରାସ୍ତାର ଦୁଇ ପାର୍ଶ୍ଵରେ ବିପଦ ସଂକୁଳ ପରିସ୍ଥିତିରେ କିଛି ବିରାଟ କାୟ ଗଛ ରହିଛି। ବର୍ଷା ଜଳରେ!-->…
ପ୍ରେମିକ ଘରେ ପ୍ରେମିକାର ସନ୍ଦେହଜନକ ମୃତଦେହ ଉଦ୍ଧାର
ଫୁଲବାଣୀ : ପ୍ରେମିକ ଘରେ ପ୍ରେମିକାର ସନ୍ଦେହଜନକ ମୃତ ଦେହ ଉଦ୍ଧାର ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ମାଲଗୁଣ୍ଡି ଗ୍ରାମରେ । ସୂଚନା ଯୋଗ୍ୟ ପ୍ରେମିକ କାହୁଁ ଚରଣ ସେଠୀ ବାପା ସୌରଙ୍ଗ ସେଠୀଙ୍କ ଘରୁ ସୁଜାତା ଦିଗାଲଙ୍କ ମୃତ ଦେହ ଉଦ୍ଧାର କରାଯାଇ!-->…
ବାୟୁ ସେନା ଦ୍ଵାରା କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ
ମାଲକାନଗିରି (୨୯/୦୬) : ମାଲକାନଗିରି ମହାବିଦ୍ୟାଳୟ ରେ ବିଶ୍ଵବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମରେ ଓ.ଏଚ.ଇ.ପି.ଇ.ଇ ଏବଂ ଆଇ.କ୍ୟୁ. ଏସି ର ମିଳିତ ଉଦ୍ୟମରେ କ୍ୟାରିୟର କାଉନସେଲିଂ ସେଲ ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ବାୟୁ ସେନାରେ ଯୋଗ ଦେଇ ପାରିବେ ସେ ସଂପର୍କିତ କାର୍ଯ୍ୟକ୍ରମ!-->…
ପାର୍କିଂ ପାଲଟିଛି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ରାସ୍ତା, ଆମ୍ବୁଲାନ୍ସ ଯିବାରେ ସମସ୍ୟା ସୃଷ୍ଟି…
ହିଞ୍ଜିଳିକାଟୁ ୨୯।୬ : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ କୁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଚିକିତ୍ସା ନିମନ୍ତେ ଆସୁଛନ୍ତି ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କିୟ ଙ୍କ ନିମନ୍ତେ ଅଟୋ ,କାର ଓ ବାଇକ ପାର୍କିଁ ଵ୍ୟବସ୍ଥା ନଥିବାରୁ ଗାଡି ଗୁଡିକ ଚିକିତ୍ସାଳୟ ସମ୍ମୁଖ!-->…