Browsing Category

ଧର୍ମ ସଂସ୍କୃତି

ଅପ୍ରେଲ ୨୬ ରୁ ବହୁ ପ୍ରତିକ୍ଷୀତ ବସନ୍ତ ମହୋତ୍ସବ…

ସୁନ୍ଦରଗଡ - ୯/୪/୨୪ସୁନ୍ଦରଗଡର କଳା,ସଂସ୍କୃତି ଓ ଐତିହ୍ୟକୁ ସଦାସର୍ବଦା ଆଗକୁ ନେଉଥିବା "ନବଜୀବନ" ଅନୁଷ୍ଠାନ ଉପରୋକ୍ତ ବିନ୍ଦୁ ଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତି ବର୍ଷ ଆୟୋଜନ କରି ପ୍ରସିଦ୍ଧ " ବସନ୍ତ ମହୋତ୍ସବ"। ନବଜୀବନର ପୂର୍ବତନ ସଭାପତି ତଥା ସୁନାମଧନ୍ୟ ନାଟ୍ୟକାର,

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ…

ଆସିକା : ଆସିକାର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ମାହେନ୍ଦ୍ର ବେଳାରେ ନୀତି ଅନୁଯାୟୀ ପୂଜାବିଧି ଆରମ୍ଭ କରାଯାଇଥିଲା।ଧ୍ବଜା ପୂଜା ପରେ ମନ୍ଦିର ପରିକ୍ରମା କରାଯାଇ ମନ୍ଦିର ବେଢାରେ ଥିବା ବୃକ୍ଷପୂଜା ସରିବା ପରେ ଧ୍ବଜା ବନ୍ଧା

ଏବର୍ଷ ବି ହୋଇପାରିଲା ନାହିଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ଭୁବନେଶ୍ଵର: ଏବର୍ଷ ବି ହୋଇପାରିଲା ନାହିଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ବର୍ଷର ପରମ୍ପରା ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରା । ୨୦୧୫ରୁ ବନ୍ଦ ରହିଥିବା ଏହି ଯାତ୍ରା ଚଳିତବର୍ଷ ହେବ ବୋଲି ପ୍ରଶାସନ କହିବା ସହ ଉଦ୍ୟମ ଆରମ୍ଭ କରିଥିଲା। ସର୍କିଟ ହାଉସରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥିରେ ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ବର: ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ଏକାମ୍ରକ୍ଷେତ୍ର ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କଂପିଛି। ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି। ଓଁ ନମଃ ଶିବାୟ…, ହରହର ମହାଦେବ…, ଜୟ ଶିବଶମ୍ଭୁ… ଉଚ୍ଚାରଣ

ମହାନଦୀରୁ ୬୦ରୁ ଉର୍ଦ୍ଧ୍ୱ ନାଗମୂର୍ତ୍ତି ସହ ୨ଟି ବୃଷଭ ମୂର୍ତ୍ତି ଉଦ୍ଧାର

ବାଙ୍କୀ : ଆଜି ହେଉଛି ପବିତ୍ର ମହା ଶିବରାତ୍ରୀ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠୁଛି ସାରା ସହର । ଦେବ ଦେବ ମହାଦେବଙ୍କ ପୂଜା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ,

କପିଳାସରେ ରାତି ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ: ଚଳଚଞ୍ଚଳ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଶିବରାତ୍ରି ପାଇଁ କପିଳାସଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ

ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ

ଭୁବନେଶ୍ବର: ଆଜି ଜାଗର,ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଧାଡିରେ ଛିଡ଼ା ହୋଇ ଓମ୍ ନମଃ ଶିବାୟ କହୁଛନ୍ତି ଭକ୍ତ । ଓଁ ନମଃ ଶିବାୟ ଧ୍ୱନିରେ

ମହାଶିବରାତ୍ରୀ: ବାଲୁକା କଳାରେ ୫୦୦ ଶିବଲିଙ୍ଗ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ମହାଶିବରାତ୍ରୀ । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ବାଲିରେ ତିଆରି କରିଛନ୍ତି ଦେବ ଦେବ ମହାଦେବଙ୍କ ଏକ ବିରାଟ ପ୍ରତିମା । ଏହାସହ ୫୦୦ ଶିବଲିଙ୍ଗ ମଧ୍ୟ ତିଆରି କରିଛନ୍ତି । ଏହି

ମା ରାମଚଣ୍ଡୀ ମହୋତ୍ସବରେ ରୟାଲ ଡାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ…

ଛତ୍ରପୁର : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତର ନୀଳାଦ୍ରିପୁରରେ ମା ରାମଚଣ୍ଡୀ ମହୋତ୍ସବ - ୨୦୨୪ ଉଦଯାପିତ ହୋଇଯାଇଛି। ଧଡାପାହାଡ ଶିଖରରେ ମା ରାମଚଣ୍ଡି ବିଦ୍ୟମାନ ରହି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ଏକବର୍ଷ ପୂର୍ତ୍ତି