Browsing Category

ଧର୍ମ ସଂସ୍କୃତି

ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ…

ଛତ୍ରପୁର,:ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ମଙ୍ଗଳବାର ଦିନ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ପ୍ରୟାଗରାଜ କୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭମେଳାରେ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା' ରାମଚଣ୍ଡୀଙ୍କ ପୀଠ କୁ ଆମନ୍ତ୍ରିତ କରାଇ ଭବ୍ୟ ମଞ୍ଚରେ ସାଦର

ନୟାଗଡ଼ରେ ମା ବୈଷ୍ଣୋଦେବୀ ଙ୍କ ମନ୍ଦିର : ଫେବୃଆରୀ ୨ ତାରିଖରେ ହେବ ମାଆଙ୍କର ପ୍ରାଣ ପ୍ରତିଷ୍ଠା…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରଧା ପୁର ପଞ୍ଚୟତ ଚାରଖୋଲ ଗ୍ରାମ ଜାମୁକୋଣ ପାହାଡ ଉପରେ ମା ବୈଷ୍ଣୋଦେବୀ ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଫେବୃଆରୀ ୨ ତାରିଖରେ ମାଆଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଶକ୍ତିଯଜ୍ଞ ଅନୁଷ୍ଠିତ ହେବ । ଜମ୍ମୁ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା; ଶିରିଡ଼ିକୁ ଗଲେ ୮୦୦ ବରିଷ୍ଠ ନାଗରିକ

ଭୁବନେଶ୍ଵର: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପେଶାଲ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ଵର ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରା ଟ୍ରେନ୍‌ର

ପୌଷ ପୂର୍ଣ୍ଣିମା; ସୁନା ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତୀ

ପୁରୀ: ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି । ପୁଷ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ଅଟେ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଟ ଯାତ୍ରା ଅଟେ । ଆଜିର ଦିନରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ

ଆସନ୍ତା ଜାନୁୟାରୀ ୧୨ ତାରିଖରେ ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହ

ଉମରକୋଟ( ୦୯/୦୧/୨୦୨୫) ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହ ଆସନ୍ତା ଜାନୁୟାରୀ ୧୨ ରିଖରେ ଉମରକୋଟ ଏସ. ଏସ. ଇଣ୍ଟରନେସନାଲ ହୋଟେଲ ରେ ଅନୁଷ୍ଠିତ ହେଵ କହି ସର୍ବ ସମ୍ମତି କ୍ରମେ

କନ୍ଧମାଳରେ ବଡଦିନ ପର୍ବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି :ଯୀଶୁଙ୍କ ଧରାବତରଣ ପାଇଁ ପ୍ରସ୍ତୁତି ଜୋରଦାର…

ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଧୁମଧାମରେ ବଡ଼ଦିନ ପାଳିନ ହେଉଛି। ବଡଦିନ ପର୍ବ ରେ ବିଭିନ୍ନ ବ୍ଲକ,ଗ୍ରାମ,ସହର ଆଲୋକ ମାଳରେ ସଜେଇ ହୋଇଛି ସାନ ଠୁଁ ବଡ଼ ଚର୍ଚ୍ଚ l ଆଗପରି ଆଉ ଭୟର ବାତାବରଣ ନାହିଁ । ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଶାନ୍ତ ପରିବେଶ ରେ ରହିଛି l ଜିଲ୍ଲା ପ୍ରଶାସନ ଓ ପୋଲିସ

ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ । ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ

ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ

ପୁରୀ / ନୟାଗଡ :ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ। ଆସନ୍ତା ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ ଆଣିବାକୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ। ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।

ଧନୁ ସଂକ୍ରାନ୍ତି; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ: ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି । ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ । ଆଜି ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ

ଚିତ୍ରକୋଣ୍ଡା : ଶ୍ରୀ ଆୟପ୍ପା ସ୍ୱାମୀ ଙ୍କ ପଡ଼ି ପୂଜା ମହୋତ୍ସବ…

ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ପାଳିତ ହୋଇ ଯାଇଛି ଶ୍ରୀ ଆୟପ୍ପା ସ୍ୱାମୀ ଙ୍କ ପଡ଼ି ପୂଜା ମହୋତ୍ସବ । ଆୟପ୍ପା ସ୍ୱାମୀଙ୍କ ମାଳା ଧାରୀ ଶ୍ରଦ୍ଧାଳୁ ଙ୍କ ସମେତ ଚିତ୍ରକୋଣ୍ଡା ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏହି ପୂଜାର ଆନନ୍ଦ ନେଇଥିଲେ । ପଡ଼ୋଶୀ