Browsing Category

ଧର୍ମ ସଂସ୍କୃତି

ବାବା ରସିଦ୍ ଆଲ୍ଲିଙ୍କ ମଜାରରେ ଧୁମଧାମରେ ଉରୂଶେ ପାଳନ…

ଛତ୍ରପୁର: ହଜରତ ସୟଦ୍ ଆବଦୁର ରସିଦ୍ ଶାହା ଆଲ୍ଲି ବାବାଙ୍କ ପୁତିଗୋପାଳପୁର ସ୍ଥିତ ମଜାର ଶରିଫ୍ ନିକଟରେ ଧୁମଧାମରେ ବାର୍ଷିକ ଉତ୍ସବ ବା ଉରୁଶେ ପାଳନ ହୋଇଯାଇଛି । ବାବା ରସିଦ୍ ଅଲ୍ଲୀ ମୁସଲମାନ ଧର୍ମର ଜଣେ ସନ୍ଥ ବା ଫକିର ଥିଲେ ସେ ନିଜ ସାରା ଜୀବନ ଭଗବାନଙ୍କ ପାଖରେ ଉତ୍ସର୍ଗ କରିବା

ରାଜଧାନୀର ବିଭିନ୍ନ ମନ୍ଦିରରେ ପାଳନ ହେଉଛି ଜନ୍ମାଷ୍ଟମୀ

ଭୁବନେଶ୍ବର: ଆଜି ହେଉଛି ଜନ୍ମାଷ୍ଟମୀ ରାଜଧାନୀର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନରେ ଜନ୍ମଷ୍ଟମୀ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଦ୍ଧ ରାତ୍ରିର ଅମୃତ ବେଳାରେ ଜନ୍ମ ନେବେ କୃଷ୍ଣ । । ମହାମାରୀର ୨ବର୍ଷ ପରେ କୃଷ୍ଣ ନାମରେ ପ୍ରକନ୍ତିତ ହେବ ରାଜଧାନୀ । ପୂଜା ପାଠ , ଭଜନ କୀର୍ତ୍ତନ ଓ ନାମ

ପବିତ୍ର ଜନ୍ମାଷ୍ଟମୀ ଅବସରରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଚଳଚଞ୍ଚଳ

ବାଲେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସ୍ଥିତ ଗୁପ୍ତ ବୃନ୍ଦାବନ ବା କ୍ଷୀରଚୋରା ଗୋପୀନାଥ ମନ୍ଦିର । ଜନ୍ମାଷ୍ଟମୀ ପାଇଁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ହାତରେ ପୂଜା ଥାଳି ନେଇ ଭଗବାନଙ୍କ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ଭଗବାନ ଶ୍ରୀକୃଷ୍ଣ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଏହି ଦନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ସମଗ୍ର ଭାରତ ବର୍ଷରେ । ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ

ଆଜିଠୁ ଭାଲୁକୁଣି ଓଷା ଆରମ୍ଭ

ବାର ମାସରେ ତେର ପର୍ବ । ସନାତନ ଧର୍ମ ବା ଜଗନ୍ନାଥ ସଂସ୍କୃତି ଅନୁଯାୟୀ ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମାନଙ୍କର ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି। ଆଜି ଭାଦ୍ରବ

ପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କଲେ 5ଟି ସଚିବ

ବ୍ରହ୍ମଗିରି: ପ୍ରଭୁ ଅଲାରନାଥଙ୍କ ମନ୍ଦିରରେ 5ଟି ସଚିବ ଭିକେ ପାଣ୍ଡିଆନ୍। 5ଟି ସଚିବ ଆଜି ଅଚାନକ ଭାବେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଅଲାରନାଥ ମନ୍ଦିରରେ ପହଞ୍ଚିଥିଲେ ଠାକୁରଙ୍କ ଦର୍ଶନ କରିଛନ୍ତି । 5T ସଚିବଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ,

ରାକ୍ଷୀ ପୁର୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ରାକ୍ଷୀ ପୁର୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଗାମୀ କାଲି ରକ୍ଷା ବନ୍ଧନ ପାଇଁ ନବୀନ

ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ପାଟ ରାକ୍ଷୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ। ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀକ୍ଷେତ୍ରର ବଡଠାକୁର ତଥା ବଡଭାଇ ଶ୍ରବଳଦେବଜୀଉଙ୍କ ପାଇଁ ଆସିଛି ପାଟରାକ୍ଷୀ।

ବଲାଙ୍ଗୀରରେ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ

ବଲାଙ୍ଗୀର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପାଳିତ ହେବ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ତେବେ ଚିରାଚରିତ ପ୍ରଥା ଅନୁଯାୟୀ ବଲାଙ୍ଗୀର ଜ୍ୟୋତିଷ ପଣ୍ଡିତ ମହାସଭା ନୂଆଖାଇ ଲଗ୍ନ ନିର୍ଣ୍ଣାୟକ କମିଟି ସ୍ଥିର କରିଛି । ସେପ୍ଟେମ୍ବର ୧ ତାରିଖ ୧୦ଟା ୫୪ ମିନିଟରୁ ୧୧ଟା

ପ୍ରସିଦ୍ଧ ନୂଆଁଖାଇ ପର୍ବ ଲାଗି ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୂଆଁଖାଇ ପର୍ବ ପାଇଁ ଲଗ୍ନ ଧାର୍ଯ୍ଯ ହୋଇଯାଇଛି। ପାଟଣା ମହାରାଜାଙ୍କ ହାଉସ୍‌ ହୋଲ୍ଡ ଅଫିସ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି। ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୧ ତାରିଖ ତଥା ଗୁରୁବାର ସକାଳ ୧୦ଟା ୫୪ମି.ରୁ ଦିନ