Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଚିତ୍ରକୋଣ୍ଡା ଶୈବ ପୀଠରେ କାଉଡ଼ିଆ ଙ୍କ ଭିଡ଼…
ଚିତ୍ରକୋଣ୍ଡା : ଶ୍ରାବଣ ଧର୍ମ ମାସ ଆଗମନେ ପରେ ମାନସିକ ଧାରି ବୋଲ ବମ ଭକ୍ତ ମାନେ ଚଳ ଚଞ୍ଚଳ ହୋଇ ଏକ ରଙ୍ଗର ଆକର୍ଷଣୀୟ ବେଶ ରେ ସଜିତ ହୋଇ ଓଦା ବସ୍ତ୍ର ରେ ମାନସିକ ପୂର୍ଣ୍ଣ ପାଇଁ ବିଭିର୍ଣ୍ଣ ଶୈବ ପୀଠକୁ ବହୁ ପଥ ଖାଲି ପାଦରେ ଚାଲି ଚାଲି ମନ୍ଦିରରେ ନେଇ ପାଣି ଢାଳିଥାନ୍ତି ଆଜି!-->!-->!-->…
ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ
ପୁରୀ: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ରବିବାରଠାରୁ ଭଙ୍ଗା ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି । ଏଥିରେ ୨୦!-->…
ଶ୍ରାବଣ ପ୍ରଥମ ସୋମବାର ରେ ବୋଲ ବମ୍ ହର ହର ବମ୍ ଶବ୍ଦରେ କମ୍ପିଲା ଏକାମ୍ର କ୍ଷେତ୍ର
ଭୁବନେଶ୍ବର: ଆଜି ଧାରା ଶ୍ରାବଣ ର ପ୍ରଥମ ସୋମବାର । ଏକାମ୍ର କ୍ଷେତ୍ର କମ୍ପିଲା ବୋଲ ବମ୍ ହର ହର ବମ୍ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ ଶହ ଶହ କାଉଡ଼ିଆ । ମହାଦେବ ଙ୍କୁ ଜଳାଭିଷେକ ଲାଗି କଲେ କାଉଡ଼ିଆ । ଦୁଇ ବର୍ଷ ପରେ ମନ୍ଦିର ପ୍ରବେଶ କରି ଶିବ ଲିଙ୍ଗ ରେ ପାଣି ଢାଳିବାର ସୁଯୋଗ!-->…
ବୋଲବମ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି
ଭୁବନେଶ୍ବର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍ବମ୍ ହର୍ହର୍ ବମ୍ ...ହର ହର ମହାଦେବର ଧ୍ୱନିରେ କମ୍ପବା ଆରମ୍ଭ ହେଲାଣି ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି!-->…
ଧବଳେଶ୍ଵର ପୀଠରେ ବାହୁଙ୍ଗିକୁ ବାରଣ
ଆଠଗଡ: ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା। ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ । କେବଳ ମାନସିକ କଳସ ଧରି କାଉଡିଆ ମାନେ ପୀଠକୁ ଯାଇ ପାଣି ଢ଼ାଳିବେ। ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ନିଷେଧ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ପ୍ରସାଶନର ଏଭଳି ନିଷ୍ପତ୍ତି!-->…
ଆସନ୍ତାକାଲି ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ
କେନ୍ଦୁଝର: ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ । ସକାଳ ୬ଟାରୁ ସଂଧ୍ୟା ସଢ଼େ ୬ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଆଷାଢ଼ୀ ପର୍ବ ପାଇଁ ମା' ତାରିଣୀଙ୍କ ଦର୍ଶନ ବନ୍ଦ ରଖିବାକ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।!-->…
ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ୧୨ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମାହାପ୍ରଭୁ । କୋଟି କୋଟି ଭକ୍ତଙ୍କ ମଉଡ଼ ମଣି କାଳିଆ ଠାକୁର ବଡ଼ ଭାଇ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ଭକ୍ତଙ୍କ ଦୁଃଖର ବିନାଶ କରି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇ!-->…
ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ, ଜଗମୋହନ ଓ ନାଟମଣ୍ଡପ ସୁରକ୍ଷିତ
ପୁରୀ: ଶ୍ରୀଜୀଉଙ୍କର ଆଜି ନୀଳଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଶେଷ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ବରିଷ୍ଠ ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଚିତ୍ତରଞ୍ଜନ ଦାଶ କହିଲେ ଶ୍ରୀଜୀଉମାନେ!-->…
ରସଗୋଲାକୁ ନେଇ ବର୍ତ୍ତମାନ ସେ ବିବାଦ ଆଉ ନାହିଁ : ମନ୍ତ୍ରୀ ପ୍ରତାପ ଦେବ
ଭୁବନେଶ୍ୱର: ରସଗୋଲା ଓଡ଼ିଶାର। ରସଗୋଲାକୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ୍ ମିଳି ସାରିଛି । ସତ୍ୟ କେବେ ଲୁଚେ ନାହିଁ । ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀ ଜଗନ୍ନାଥ । ମାଦଳା ପାଞ୍ଜିଠୁ ନେଇ ଇତିହାସକୁ ଗଲେ ବି ଏ!-->…
ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ
ପୁରୀ: ଗତକାଲି ସୁନାବେଶରେ ଦର୍ଶନ ପରେ ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଛି । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ!-->…