Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ଅପରାହ୍ନ ୪ ଟାରେ ରଥ ଟଣା
ପୁରୀ: ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ଶନିବାର ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୭୫ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦୦ ପୋଲିସ ଅଧିକାରୀ ମୁତୟନ ରହିବେ ।
ଶନିବାର ଭୋର ୪ ଟାରେ!-->!-->!-->…
ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କଣ୍ଠଶିଳ୍ପୀ ଅନୁରାଧା ପଢ଼ୁଆଲ
ପୁରୀ: ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଆଜି ଦର୍ଶନ କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଢୁଆଲ୍ । ଆଜି ଆଡପ ମଣ୍ଡପରେ ଶେଷ ଦର୍ଶନ ହୋଇଥିବାରୁ ଅନୁରାଧା ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ଓ ସାନିଧ୍ୟ ଲାଭ କରି ସେ ବେଶ୍ ଖୁସି ବୋଲି ମତବ୍ୟକ୍ତ!-->…
୧୦ ତାରିଖ ମଧ୍ୟରେ ଶେଷ ହେବ ଶ୍ରୀମନ୍ଦିରର ପ୍ରସ୍ତାବିତ ରୂପା ଛାଉଣୀ କାମ
ପୁରୀ: ଶ୍ରୀମନ୍ଦିରର ପ୍ରସ୍ତାବିତ ସମସ୍ତ ଦ୍ବାରର ରୂପା ଛାଉଣୀ କାମ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ କରାଯିବ। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ କଳାହାଟ ଦ୍ୱାରର ରୂପା ଛାଉଣୀ କାମ ଏହି ସମୟ ଅବଧି ମଧ୍ୟରେ ଶେଷ କରାଯାଉଛି। ସେହିପରି ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାର୍ଯ୍ୟ!-->…
ଗୁଣ୍ଡିଚା ଯାତ୍ରା ଉତ୍ସବରେ ପ୍ରଭୂ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ କୃଷ୍ଣ ବଳରାମ ବେଶ…
ଫୁଲବାଣୀ:-ଫୁଲବାଣୀ ସ୍ଥିତ ଦଧିବାମାନ ମନ୍ଦିରରେ ପ୍ରଭୂ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର କୃଷ୍ଣ ବଳରାମ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏଇ ବେଷକୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା।!-->!-->!-->…
ଆସନ୍ତାକାଲି ଅପରାହ୍ଣ ୪ଟା ଯାଏ ଆଡପ ମଣ୍ଡପରେ ସନ୍ଧ୍ୟାଦର୍ଶନ
ପୁରୀ : ଆସନ୍ତାକାଲି ଶୁକ୍ରବାର ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ତେବେ ନବମୀ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୬ଟା ପରିବର୍ତ୍ତେ ଅପରାହ୍ଣ ୪ଟାରେ ବନ୍ଦପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏହି ସମୟ ମଧ୍ୟରେ ଆଗ୍ରହୀ ଭକ୍ତମାନେ ଗୁଣ୍ଡିଚା ମନ୍ଦିରକୁ ଯାଇ!-->…
ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ
ପୁରୀ : ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି । ମଙ୍ଗଳବାର ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ ହୋଇଛି । ଜୁଲାଇ ୮ ସନ୍ଧ୍ୟା ଦର୍ଶନ ଦିନ ଅପରାହ୍ନ ୪ରୁ ବନ୍ଦ ହେବ ଭକ୍ତଙ୍କ ଦର୍ଶନ । ଦର୍ଶନ ବନ୍ଦ କରି ବାହୁଡା ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି ।!-->…
ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ
ନୂଆଦିଲ୍ଲୀ: ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି। ଅଧିକାରୀମାନେ କହିଛନ୍ତି ଯେ ଉଭୟ ପହଲଗାମ ଓ ବାଲଟାଲ ପଟୁ ପବିତ୍ର ଗୁମ୍ଫା ଆଡ଼କୁ ଯାତ୍ରୀମାନଙ୍କ ଆଗମନକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି। ଯେମିତି ହିଁ ପାଣିପାଗରେ ସୁଧାର ଆସିବ, ଯାତ୍ରା ପୁଣିଥରେ ଆରମ୍ଭ ହେବ।!-->…
ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଲା ଆଡ଼ପ ଅବଢା
ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଛି ଆଡ଼ପ ଅବଢା । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ!-->…
ଫୁଟପାଥରେ ଚକ ଲାଗିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ
କେନ୍ଦ୍ରାପଡା: ଅଟକିଲା ବ୍ରହ୍ମତାଳଧ୍ୱାଜ ରଥ । ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । କନ୍ଦ୍ରୋପଡ଼ାରେ ରଥଟଣା ବେଳେ ଫୁଟ୍ପାଥରେ ଲାଗିଲା ରଥଚକ । ମନ୍ଦିରରୁ କିଛି ବାଟ ଗଢ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । ୫ ଘଣ୍ଟା ବିତିଲା ହେଲେ ୫୦ ମିଟର ଗଲାନାହିଁ!-->…
ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ : ଏଏସଆଇ
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ କୌଣସି ସଙ୍କଟ ନାହିଁ। ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି ଘଣ୍ଟା ଧରି ତନ୍ନ ତନ୍ନ ଯାଞ୍ଚ କରିବା ପରେ ସୂଚନା ଦେଇଥିଲେ ଏଏସଆଇ!-->…