Browsing Category

ଧର୍ମ ସଂସ୍କୃତି

ରଥଯାତ୍ରା ପରଦିନ ଗଡ଼ କୁଜଙ୍ଗରେ ରଥ ଟାଣିଲେ ଭକ୍ତ

ଜଗତସିଂହପୁର: ସୁଭଦ୍ରା କ୍ଷେତ୍ର ଗଡ଼ କୁଜଙ୍ଗରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥୀରେ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗଡ଼ କୁଜଙ୍ଗ ସ୍ଥିତ ସୁଭଦ୍ରାଙ୍କ କ୍ଷେତ୍ରରେ ପରଦିନ ରଥଯାତ୍ରା ପାଳନ କରାଯାଇଥାଏ । ଆଦିମ କାଳରୁ ଏହି ପ୍ରଚଳିତ

ରାଉରକେଲା ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଆୟୋଜନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି…

ଜୁଲାଇ ୧୭ରୁ ଅଗଷ୍ଟ ୭ ତାରିଖ ଯାଏଁ ଚାଲିବ ମେଳା ଟ୍ରାଫିକ ପରିଚାଳନା, ଆଲୋକୀକରଣ ଏବଂ ସଫେଇ ଉପରେ ବିଶେଷ ଗୁରୁତ୍ଵ ରାଉରକେଲା : କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ସ୍ଥଗିତ ଥିବା ରାଉରକେଲାର ପ୍ରସିଦ୍ଧ ଶ୍ରାବଣୀ ମେଳା ଚଳିତ ବର୍ଷ ଆୟୋଜନ କରାଯିବ। ଏନେଇ ଶନିବାର ଦିନ

ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି

ପୁରୀ: ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଛନ୍ତି ଚାରିଠାକୁର । ଆଡ଼ପବିଜେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଭିଡ ଜମାଇଛନ୍ତି । ମହାପ୍ରଭୁଙ୍କୁ ପାଖରୁ

ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଏଥର ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ । ୭ ଜଣ ସେବାୟତଙ୍କ ୨୦ଟି ଚୁଲି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅବଶିଷ୍ଟ ଶତାଧିକ ଚୁଲି ସୁରକ୍ଷିତ ରହିଛି । ଚୁଲିଗୁଡ଼ିକୁ କେହି ହାତରେ ଭାଙ୍ଗିଥିବା ମଧ୍ୟ

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଦୁଇ ଦିନ ରଥ ଟଣା

ବାରିପଦା: ଶୁକ୍ରବାର ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ତିନି ରଥକୁ ବିଜେ ହୋଇଛନ୍ତି । ପରମ୍ପରା ଅନୁସାରେ ଶନିବାର ରଥାରୂଢ ଠାକୁରମାନେ ଭକ୍ତଙ୍କୁ ମୁକ୍ତ ଦର୍ଶନ ଦେବା ସହିତ ଟଣା ହୋଇ ଶ୍ରୀଗୁଣ୍ଡିଚା ଯିବ । ଶନିବାର ଓ ରବିବାର ରଥ ଟଣା ହେବ ।

କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ଯୋଗ କରୁଥିବା କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଶୁକ୍ରବାର ରାତିରୁ ଆରମ୍ଭ ହେବ । ଏହି କାମ କରିବାକୁ ମୁମ୍ବାଇରୁ କାରିଗର ଆସି ପହଞ୍ଚିଛନ୍ତି । କଳାହାଟ ଦ୍ୱାରରେ ୫୦୦ କିଲୋର ରୁପା ଚାଦର ପଡିବ । ସୂଚନାଯୋଗ୍ୟ, ଏହା ପୂର୍ବରୁ

ଶରଧାବାଲିରେ ତିିନି ରଥ

ପୁରୀ: ଭାବ ଓ ଭକ୍ତିରେ ଉଛୁଳି ପଡୁଥିଲା ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର । ହରିବୋଳ, ହୁଳହୁଳି ସାଙ୍ଗକୁ ସଂକୀର୍ତ୍ତନରେ ଫାଟି ପଡୁଥିଲା ପରିବେଶ । ଜୟଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ । ରଥ, ପଥ ପ୍ରସ୍ତୁତ ରହିଥିଲା । ଭକ୍ତ ଅପେକ୍ଷା କରି ରହିଥିଲେ

ରଥରେ ତିନିଠାକୁରଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ।

ତୁଳସୀ କ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡା : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ତୁଳସୀ କ୍ଷେତ୍ରରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି l ଅପରାହ୍ନ ୩ ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା l ସନ୍ଧ୍ୟା ୫ଟା ସୁଦ୍ଧା ତିନି ଦିଅଁ ରଥାରୁଢ ହେବାପରେ

ଶାବର ଶ୍ରୀକ୍ଷେତ୍ର ରେ ଘୋଷଯାତ୍ରା

କୋରାପୁଟ: କୋରାପୁଟର ଶାବର ଶ୍ରୀକ୍ଷେତ୍ର ରଥ ଯାତ୍ରାକୁ ୫୦ବର୍ଷ ପୂର୍ତ୍ତି ବଡ଼ଦାଣ୍ଡରେ ଦୁଇ ବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ବଡ ଦାଣ୍ଡରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ବଳିତ ହୋଇ ପଡିଛନ୍ତି ହଜାର ହଜାର ଭକ୍ତ । ବଡ ଦାଣ୍ଡରେ