Browsing Category

ଧର୍ମ ସଂସ୍କୃତି

ଆରୋଗ୍ୟ ଲାଭ କଲେ ମହାପ୍ରଭୁ

ପୁରୀ: ଦ୍ବାଦଶୀ ତିଥିରେ ଶ୍ରୀଜିଉମାନଙ୍କର ରାଜପ୍ରାସାଦ ବିଜେ ନୀତି। ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ବେହେରଣ ଦ୍ବାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି । ଶୁକ୍ରବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ

ଦେଉଳି ମଠରୁ ଶ୍ରୀକ୍ଷେତ୍ର ଗଲା ଫଳ ଭାର

କୋଣାର୍କ: ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି। ସେପଟେ ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର

ପାରାଭାଡ଼ି ଉଠି ରଥରେ ଖପୁରି ସ୍ଥାପନ

ପୁରୀ : ମଙ୍ଗଳବାର ତିନି ରଥରେ ପାରାଭାଡ଼ି ଉଠି ଖପୁରି ସ୍ଥାପନ କରିଛନ୍ତି ନିର୍ମାଣକାରୀ । ଖପୁରି ଉପରେ ପୋତା ହୋଇଛି କଳସ ଡାଙ୍ଗିଆ । ଏହାପରେ କଳସ ଲାଗିବ । ଏପଟେ ରଥଖଳାରେ ଦୁଆର ଘଡ଼ା କାମ ଜାରି ରହିଛି । ପ୍ରତି ରଥର ତିନୋଟି ଲେଖାଏଁ ଦୁଆର ଘଡ଼ା ସରିଛି । ମହାପ୍ରଭୁଙ୍କ ସିଂହାସନ ସ୍ଥାପନ

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡ଼ିତ ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ରବିବାର ହେଉଛି ଅଣସରର ପଞ୍ଚମ ଦିବସ। ଏବେ ମହାପ୍ରଭୁଙ୍କୁ ଗରମ

ଆଜିଠାରୁ ପୂଜା ପାଉଛନ୍ତି ପଟିଦିଅଁ

ପୁରୀ: ସୁନାକୂଅ ଓ ରୁପାକୂଅର ୧୦୮ ଗରା ପାଣିରେ ଦିବ୍ୟସ୍ନାନ କରିବା ପରେ ମହାପ୍ରଭୁମାନଙ୍କୁ ଘାରିଛି ଜ୍ୱର। ଗତକାଲି ସ୍ନାନ ପୂର୍ଣ୍ଣିମା ବିଳମ୍ବିତ ରାତ୍ରରେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେରେ ଆସିବା ପରେ ସେଠାରେ ତିନି ବାଡ଼ଗ୍ରାହୀ ଦଇତାପତିଙ୍କ ଦ୍ୱାରା ଶ୍ରୀଅଙ୍ଗରେ

ଆଜିଠାରୁ ୧୪ ଦିନ ଚାଲିବ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ପୁରୀ:ଆଜିଠାରୁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଚାଲିବ ଅଣସର ଦର୍ଶନ। ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅଲାରନାଥଙ୍କ ନିକଟକୁ ଧାଇଁ ଆସିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କାଲିଠୁ ଅଲାରନାଥରେ ଅନବସର ଦର୍ଶନ

ବ୍ରହ୍ମଗିରି: ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶୀଜିଉଙ୍କୁ ଜ୍ବର ହେବ । ଏହାପରେ ଶ୍ରୀଜିଉ ୧୪ ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବେ । ଏହି ସମୟରେ ବ୍ରହ୍ମଗିରି ଅଲାରନାଥ

ରାଜ୍ୟବାସୀଙ୍କୁ ସ୍ନାନ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଏହି

ସୁନ୍ଦରଗଡ଼ରେ ସ୍ନାନପୂର୍ଣ୍ଣିମା ପାଳିତ…

ସୁନ୍ଦରଗଡ଼ : ଆଜି ସ୍ଥାନୀୟ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦିନ ୧୦ ଘଟିକା ସମୟରେ ଅନୁଷ୍ଟିତ ହୋଇଯାଇଛି I ଏହି ଯାତ୍ରାରେ ଗାଙ୍ଗପୁର ରାଜା ସମରେନ୍ଦ୍ର ଶେଖର ଦେଓ ଦିନ ୧୧ ଘଟିକା ସମୟରେ ଆସି ପ୍ରଭୁଙ୍କ ପୂଜାରେ ସାମିଲ ହୋଇ ଥିଲେ I ମନ୍ଦିର ପୂଜକ

ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ। ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜିଉଙ୍କ