Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଦୁର୍ବନ୍ଧ : ପ୍ରସିଦ୍ଧ ଶ୍ରୀ ଶ୍ରୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା ଉଦଯାପିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମର ପ୍ରସିଦ୍ଧ ୨୧ ଦିନିଆ ଶ୍ରୀ ଶ୍ରୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପିତ ହୋଇଯାଇଛି। ଶେଷ ଦିବସ। ରବିବାର ସକାଳେ ବିଦାୟୀ ଶୋଭାଯାତ୍ରାରେ ଫଗୁ ରଙ୍ଗ ଅବିର ଖେଳରେ ଗ୍ରାମ ପରିକ୍ରମା ପରେ ବଡ଼ ଠାକୁରାଣୀଙ୍କୁ ସ୍ଥାଇ!-->…
ଆଜି ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ କରାଯାଇଥିଲା ଏହି ସଂଯୋଗ କାର୍ଯ୍ୟ।!-->…
୧୯ ଦିନରେ ମା ନାରାୟଣୀ ଯାତ୍ରା :ବସଷ୍ଟାଣ୍ଡ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା…
ଫୁଲବାଣୀ:- ମା ନାରାୟଣୀ ଠାକୁରାଣୀ ଯାତ୍ରାର ୧୯ତମ ଦିନରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀ ନଗର ପରିଭ୍ରମଣ ରେ ବାହାରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡ ପକ୍ଷରୁ ବିରାଟ ବାଣ,ବାଦ୍ୟ, ଦଣ୍ଡନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା ପରିଚାଳନା କରାଜାଇଥିଲା ।ହଜାର ହଜାର!-->…
ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ, ଗୁରୁକୁଳ ସୋସାଇଟି ଗଠନକୁ ଅନୁମୋଦନ
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ ଶେଷ ହୋଇଛି । ଆଜି ସକାଳେ ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁକୁଳ ପାଇଁ ହୋଇଥିବା ସବ କମିଟି ବୈଠକରେ ନିଷ୍ପତ୍ତିକୁ ପରିଚାଳନା କମିଟି ମୋହର ମାରିଛି। ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ!-->…
ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ରଥ ଦଉଡ଼ି
ପୁରୀ: ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ପ୍ରସ୍ତୁତି ଚାଲିଛି । ଇତିମଧ୍ୟରେ ଶନିବାର ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ବୀରପ୍ରତାପପୁରସ୍ଥିତ ରାଜ୍ୟ ସମବାୟ କତା ନିଗମରୁ!-->…
ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା
ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଗତ ଦୁଇ ବର୍ଷରୁ!-->…
ରଥ ନିର୍ମାଣ ଲାଗି ରେଢାଖୋଲ ବନଖଣ୍ଡରୁ ପୁରୀ ଗଲା କାଠ
ପୁରୀ: ଏଥର ପୁରୀ ରଥ ନିର୍ମାଣ ଲାଗି ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ବନଖଣ୍ଡରୁ ୬୦ ଖଣ୍ଡ ଧଉରା କାଠ ଶ୍ରୀ କ୍ଷେତ୍ର ପୁରୀକୁ ପଠାଗଲା । ଚଳିତ ଥର ରଥ ନିର୍ମାଣରେ ଧଉରା କାଠ ନିଅଣ୍ଟ ପଡିବାରୁ ବିଭାଗୀୟ ସ୍ତରରେ ଚିଠି ଆସିଥିଲା ।
ରେଢ଼ାଖୋଲ ବନବିଭାଗ ପ୍ରଥମେ ୯୦ ଟି ଗଛ ଏହି!-->!-->!-->…
ରଥ ନିର୍ମାଣ କାର୍ଯ୍ୟ : ତୁମ୍ବରେ ଲାଗୁଛି ପହି
ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ ଜୋରଦାର ହୋଇଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ୧୫ ତୁମ୍ବରେ ପହି ସଂଯୋଗ କରାଯାଇଛି। ତାଳଧ୍ଵଜ ରଥର ୧୪ ତୁମ୍ବ ମଧ୍ୟରୁ ୫ଟିରେ ପହି ଲଗାଯାଇଛି। ୨ଟିରେ ଅର ସଂଯୋଗ କରାଯିବା ସହ ସିଙ୍ଗଡା ବାଡ଼ିଆ ଶେଷ ହୋଇଛି। ୮ଗୋଟି ତିଖଗୁଜ ଏବଂ ୧୨ ଗୋଟି କୁଡୁକା!-->…
ଗିତା ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ମନ୍ଦିର, ଓ ରାଧାକୃଷ୍କଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପିତ ହୋଇଯାଇଛି। ପଣ୍ଡିତ ସଙ୍କର୍ଷଣ ପାଠୀ( ନନ୍ଦିକ)ଓ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ!-->!-->!-->…
ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର :ଉତ୍କଳୀୟ କଳା ସ୍ଥାପତ୍ୟ ଓ…
ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ .
ଯୋଜନା ର ସଫଳ ରୂପାୟନ ରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗ ର ଉଚ୍ଚ ପ୍ରଶଂସା କଲେ...
ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ
ଉତ୍ସବ ରେ ଯୋଗ!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…