Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ : ଆକର୍ଷଣୀୟ ପଥରରେ ପୋତାଗଡ଼ର ମୁଖ୍ୟ…
ଗଂଜାମ / ଛତ୍ରପୁର : ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଏହି ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା ତହସିଲ ଅଫିସ ପକ୍ଷରୁ କୁହାଯାଇଛି। ଏହାର!-->!-->!-->…
ପ୍ରତିକ୍ଷିତ ମା ତାରା ତାରିଣୀ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ…
ଛତ୍ରପୁର : ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ଙ୍କ ପ୍ରତିଷ୍ଠା ଉସବ ଆସନ୍ତା ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବର ସହକାରେ ପାଳନ କରାଯିବ । ଏଥି ସକାଶେ ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ!-->…
ଲଷ୍ମୀପୁର ଚମ୍ପି ଗ୍ରାମ ରେ ଠାକୁରାଣୀ ଘଣ୍ଟ ଯାତ୍ରା ଉଯାପିତ…
ଲଷ୍ମୀପୂର : ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ଚମ୍ପି ଗ୍ରାମ ପଂଚାୟତ ଠାରେ ମା ବୁଢ଼ୀ ଠାକୁରାଣୀ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଦୀର୍ଘ ଦୁଇ ବର୍ଷ ପରେ ଯାତ୍ରା ଧୁମ ଧାମ ରେ ପାଳିତ ହୋଇଯାଇଛି. କୋରଣା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ଯାତ୍ରା ହୋଇପାରୁନଥିଲା କିନ୍ତୁ ଏ ବର୍ଷ ବହୁ!-->!-->!-->!-->!-->…
ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି
ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି । ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ମନ୍ଦିର ଭଙ୍ଗାଯାଇଛି । ଏହକୁ ନେଇ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ୪୦ ବର୍ଷ ଧରି ମନ୍ଦିର ଏହି!-->…
ପବିତ୍ର ଅକ୍ଷୟ ତୃତୀୟା ପାଇଁ ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଡଙ୍ଗା
ମେ'୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୌକା ବିହାର କରିବେ।
ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ!-->!-->!-->…
ସମାଜସେବୀ ଶ୍ରୀମଦ୍ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଓ ବାବା ବଳିଆଙ୍କ ସାମ୍ବାଦିକ ସମ୍ମିଳନୀ …
ଭାରତ ବିଶ୍ବର ନେତୃତ୍ଵ ନେଲେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ : ବାବା ବଳିଆ
ରାଉରକେଲା :(ବସନ୍ତ କୁମାର ଜେନା); ବିଶ୍ବରେ ଦେଶ ମାନଙ୍କ ମଧ୍ୟରେ ଭାରତ ଶ୍ରେଷ୍ଠ। ଭାରତ ବିଶ୍ବର ନେତୃତ୍ଵ ନେଲେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ!-->!-->!-->!-->!-->…
ଚଇତି ପର୍ବରେ ମାଆ ତାରିଣୀଙ୍କୁ ଦର୍ଶନ କଲେ ଭକ୍ତ
କେନ୍ଦୁଝର : ଚଇତି ପର୍ବ ଦିନ ଘଟଗାଁବାସିନୀ ମାଆ ତାରିଣୀ ଆବିର୍ଭାବ ହୋଇଥିଲେ। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଜନ୍ମ ଦିନ ଧୁମ୍ଧାମରେ ପାଳନ କରାଯାଉଛି। ଆଜିର ଦିନଟିରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ!-->…
ମା’ ତାରାତାରିଣୀଙ୍କ ଦର୍ଶନ କଲେ ୫-ଟି ସଚିବ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କର ଚାଲିଛି ଚୈତ୍ର ଯାତ୍ରା । ଆଜି ମା'ଙ୍କ ଚୈତ୍ର ଯାତ୍ରାର ଶେଷ ମଙ୍ଗଳବାର । ଏହି ଅବସରରେ ମା'ଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ୫-ଟି ସଚିବଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ମା'ଙ୍କୁ ଦର୍ଶନ!-->…
ମାଉସୀ’ମା ଛକରେ ପହଞ୍ଚିଲା ରୁକୁଣା ରଥ
ଭୁବନେଶ୍ବର : ମାଉସୀମା ଛକ ରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ ଶଙ୍ଖ ନିକଟରେ ରଥ ଦବିବାରୁ ଆଜି ରଥ ଟଣାଯାଇଥିଲା । ରାମେଶ୍ବର ମନ୍ଦିରରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ!-->…
ଶ୍ରୀମନ୍ଦିରରେ ରକ୍ତଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି
ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା । ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ସୋମବାର ଶ୍ରୀମନ୍ଦିର ଭିତରକାଠ ନିଟକରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ସେବାୟତ ଝୁଣ୍ଟି ପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି ।ଏହା ପରେ ସମସ୍ତ!-->…