Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ପୀଠର ଉଠିଲା ମହାଦୀପ, ନିର୍ଦ୍ଧାରିତ ସମୟ ୨୦ ମିନିଟ ପରେ ଅର୍ଥାତ ରାତି୧୦.୨୦ରେ ଉଠିଲା ମହାଦୀପ। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା!-->…
ପବିତ୍ର ମହାଶିବରାତ୍ରି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆଜି ରାଜ୍ୟର ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ସଞ୍ଜ ନଇଁବା ପରେ ଭଜନ ଓ କୀର୍ତ୍ତନରେ ଶୈବପୀଠଗୁଡ଼ିକ ଉଛୁଳିପଡୁଛି। ଶିବ ମନ୍ତ୍ର ଓ ଜପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ, କଟକ ଜିଲ୍ଲାର ଧବଳେଶ୍ୱର,!-->…
୨୩ ହଜାର ରୁଦ୍ରାକ୍ଷରେ ଶିବ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭିନ୍ନ ଭିନ୍ନ ବାଲୁକା କଳାକୃତି ନିର୍ମାଣ କରିବାରେ ସିଦ୍ଧ ହସ୍ତ। ଯାହା କି ସାରା ବିଶ୍ବରେ ସୃଷ୍ଟି କରିବାରେ ଲାଗିଛି ନୂଆ ଇତିହାସ। ସେହିପରି ଆଉ ଏକ ବାଲୁକା କଳାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି।!-->…
ମହା ଶିଵରାତ୍ରୀ (ଜାଗର ) ପାଳନ ନିମନ୍ତେ ଶୈବପୀଠରେ ଭକ୍ତଙ୍କ ଭିଡ଼…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଚଂଳ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକରେ ମଙ୍ଗଳବାର ପ୍ରାତଃରୁ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗି ରହିଛି । ହିଞ୍ଜିଳିକାଟୁ ପୌରାଚଂଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର, ଅଙ୍କୋରଡ଼ାର କପିଳେଶ୍ଵର, ହିଞ୍ଜିଳିର!-->!-->!-->…
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତ୍ତି ଓ ଅନୁରାଧା ପଡ଼ୌୱାଲ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ ଭଜନ ପରିବେଷଣ କରିବେ । ଏଥି ସହ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ୩୦ଜଣ ଓଡ଼ିଶାର ସୁନାମଧନ୍ୟ କଳାକାର ଯୋଗଦେବେ ବୋଲି ଏକାମ୍ର!-->…
ଶ୍ରୀକ୍ଷେତ୍ରରେ ବିଶ୍ବ ବୈଷ୍ଣବ ସମ୍ମିଳନୀର ୨ୟ ଅଧିବେଶନ
ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ବ ବୈଷ୍ଣବ ସମ୍ମିଳନୀ ୨ୟ ଅଧିବେଶନ । ଏହି କାର୍ଯ୍ୟକ୍ରମରେ କଟକର ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଏବଂ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ ପ୍ରଭାସ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହ ମଞ୍ଚରେ ବହୁ!-->…
ବିଶ୍ବ ବୈଷ୍ଣବ ସମ୍ମିଳନୀ ଉଦଘାଟିତ, ମହାମାରୀରୁ ମୁକ୍ତି ପାଇଁ ମହାପ୍ରଭୁଙ୍କୁ ରାଷ୍ଟ୍ରପତିଙ୍କ ପ୍ରାର୍ଥନା
ପୁରୀ: ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଆଜି (ରବିବାର) ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମାରୋହକୁ ସମ୍ବୋଧନ କରି ଅଦୃଶ୍ୟ ମହାମାରୀ କୋପରୁ ମାନବଜାତିଙ୍କୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ!-->…
ଲଡୁବାବାଙ୍କ ପୀଠରେ ରାତି ୧୧ଟାରେ ଉଠିବ ମହାଦୀପ
ଶରଣକୁଳ: ଓଡ଼ିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ମହାଶିବରାତ୍ରୀରେ ମହାଦୀପ ରାତି ୧୧ଟାରେ ଉଠିବା ନେଇ ନିର୍ଘଣ୍ଟ ହୋଇଛି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ଏହି ପବିତ୍ର ଜାଗର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରଶାସନ!-->…
ଶୁକଶାରୀ ମନ୍ଦିର ପାଖରେ ଆଉ ଏକ ପ୍ରାଚୀନ ମନ୍ଦିରର ସନ୍ଧାନ
ଭୁବନେଶ୍ୱର: ଶୁକଶାରୀ ମନ୍ଦିର ଚତୁପାଶ୍ୱର୍ ଖନନ ବେଳେ ପ୍ରତ୍ନତତ୍ତ୍ୱବିତମାନେ ଆଉ ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ପାଇଛନ୍ତି । ଭବାନୀ ଶଙ୍କର ମନ୍ଦିର ଓ ଶୁକଶାରୀ ମନ୍ଦିର ମଧ୍ୟସ୍ଥଳର ପ୍ରାୟ ୧୫ ଫୁଟ ମାଟିତଳେ ଏହି କୀର୍ତ୍ତିରାଜି ଦେଖିବାକୁ ମିଳିଛି । ଖନନ ବେଳେ ମନ୍ଦିର ଜଗମୋହନ ଦୃଶ୍ୟମାନ!-->…
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଏ ନେଇ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେବେ।
!-->!-->!-->…