Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ପଞ୍ଜାବ ବିଧାନସଭା ବାହାରେ ପାକିସ୍ତାନର ଗୃହମନ୍ତ୍ରୀଙ୍କ ଉପରେ ଜୋତା ଆକ୍ରମଣ…
ଇସ୍ଲାମାବାଦ୍: ପାକସ୍ତାନର ଲାହୋର ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ବିଧାନସଭା ଭିତରେ ମଙ୍ଗଳବାର ଦିନ ତୁମୁଳ ଯୁକ୍ତିତର୍କ ହେବା ପରେ ବାହାରେ ପାକିସ୍ତାନର ଅର୍ଥମନ୍ତ୍ରୀଙ୍କ ଗାଡ଼ି ଉପରକୁ ଜୋତା ଫିଙ୍ଗା ଯାଇଛି।ପାକିସ୍ତାନୀ ଗୃହମନ୍ତ୍ରୀ ରାନା ସନାଉଲ୍ଲା ବିଧାନସଭା ବାହାରକୁ ଆସୁଥିବା ବେଳେ!-->…
ଆମେରିକାରେ ସବୁ ବିମାନର ଉଡ଼ାଣ ବାତିଲ…
ନ୍ୟୁୟର୍କ : ଆମେରିକାରେ ଆଜି ଏପରି ଏକ ଘଟଣା ଘଟିଛି ଯାହାକି ପୂର୍ବରୁ କେବେ ଦେଖାଯାଇନଥିଲା । ଆମେରିକାର ସବୁ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଛି । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ?ମିଳିଥିବା ସୂଚନା ଅନୁସାରେ ବିମାନବନ୍ଦର ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ କମ୍ପ୍ୟୁଟରରେ!-->…
ପାକିସ୍ତାନରେ ୫୦୦% ବଢ଼ିଲାଣି ପିଆଜ ଦାମ…
ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର!-->…
ପାକିସ୍ତାନରେ ଅଟା ଓ ମଇଦା ପାଇଁ ଭୟଙ୍କର ସଂଘର୍ଷ…
ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏକପ୍ରକାର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନରେ ଏବେ ଅଟା ଓ ମଇଦା ପାଇଁ ଲୋକମାନେ ପରସ୍ପର ସହ ସଂଘର୍ଷ କରୁଛନ୍ତି। ପ୍ରଥମେ ଅଟା ପାଇଁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଥିବା ବେଳେ!-->…
ବ୍ରାଜିଲରେ ଅରାଜକତା ପାଇଁ ବିଦା ହେଲେ ରାଜ୍ୟପାଳ…
ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୩ ମାସ ପାଇଁ ବହିସ୍କାର କରିଛନ୍ତି। ବ୍ରାଜିଲର ରାଜଧାନୀ!-->…
ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିଲେ…
ନୂଆଦିଲ୍ଲୀ: ବ୍ରାଜିଲରେ କ୍ଷମତା କନ୍ଦଳକୁ ନେଇ ଅରାଜତା ପରିସ୍ଥିତି। ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ। ରବିବାର ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ସମର୍ଥକମାନେ ରାଷ୍ଟ୍ରପିତ ଭବନ ‘କଂଗ୍ରେସ’କୁ ଧସେଇ ପଶିବା ସହ ସୁପ୍ରିମକୋର୍ଟ ଭିତରକୁ!-->…
ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲା ଇରାନ୍…
ତେହେରାନ : ଆନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଦିଆଯାଇଛି । ଆନ୍ଦୋଳନ ସମୟରେ ସେମାନେ ଜଣେ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ ।ଫାଶୀ ପାଇଥିବା ଦୁଇ ଯୁବକ ହେଲେ ମହମ୍ମଦ ମେହଦି କରାମି ଓ ସୟଦ ମହମ୍ମଦ!-->…
ଆମେରିକା ସ୍ତବ୍ଧ : ନିଜ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ୬ ବର୍ଷର ଛାତ୍ର…
ନ୍ୟୁୟର୍କ : ଆମେରିକାର ବନ୍ଧୁକ ସଂସ୍କୃତି ଦିନକୁ ଦିନ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲାଣି । ଏପରିକି ଛୋଟ ପିଲାମାନେ ବି ବନ୍ଧୁକ ଧରି ବୁଲିବା ଆରମ୍ଭ କରିଦେଇଛନ୍ତି ।ଶୁକ୍ରବାର ଅପରାହ୍ଣରେ ଆମେରିକାର ପୂର୍ବ ରାଜ୍ୟ ଭର୍ଜିନିଆର ରିଚନେକ୍ ଏଲିମେଣ୍ଟାରୀ ସ୍କୁଲରେ ଜଣେ ଛଅ!-->…
ଟ୍ରେନ ଚଳାଇବାକୁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ମହଜୁଦ ଅଛି ମାତ୍ର ୩ ଦିନ ପାଇଁ ତେଲ…
ଲାହୋର: ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ପାଇଁ ଏବେ ଦେଶ ଚଳାଇବା କଷ୍ଟକର ହୋଇପଡିଛି। ଏହି ସମୟରେ ଖବର ଆସୁଛି ଯେ ପାକିସ୍ତାନ ରେଳବାଇ ପାଖରେ ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ଚଳାଇବାକୁ ମାତ୍ର ତିନି ଦିନର ତୈଳ ଷ୍ଟକ୍ ବାକି ଅଛି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି!-->…
୧୮,୦୦୦ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ୍ର କର୍ମଚାରୀଙ୍କ ଉପରେ ପଡିବ ଚଡକ। ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା!-->…