Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
କରାଚୀ ଆତ୍ମଘାତୀ ବିସ୍ଫୋରଣକାରିଣୀ ଥିଲେ ଜଣେ ସ୍ନାତକୋତ୍ତର, ୨ ସନ୍ତାନର ଜନନୀ ତଥା ଡାକ୍ତରଙ୍କ ପତ୍ନୀ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ କରାଚୀ ବିଶ୍ବବିଦ୍ୟାଳୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ଶାରି ବାଲୋଚ୍ ଥିଲେ ଉଚ୍ଚ ଶିକ୍ଷିତା, ଦୁଇଟି ସନ୍ତାନର ଜନନୀ ଓ ଜଣେ ଡାକ୍ତରଙ୍କ ପତ୍ନୀ। ଉକ୍ତ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ଜଣ ଚୀନା ନାଗରିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ!-->…
କେଉଁ ସୁଦୂର ମହାକାଶରୁ ଉଲ୍କାଦ୍ବାରା ପୃଥିବୀକୁ ଆସିଛି ଜୀବସତ୍ତା
ନୂଆଦିଲ୍ଲୀ: ସୁଦୂର ଅନ୍ତରୀକ୍ଷରୁ ପୃଥିବୀକୁ ଜୀବନର ରାସାୟନିକ ସାମଗ୍ରୀ (ଡିଏନ୍ଏ) ଆସିଥିବା କଥା ଉଲ୍କା ପିଣ୍ଡରେ ଥିବା ଶିଳା ବିଶ୍ଳେଷଣରୁ ଜଣାପଡ଼ିଛି। ଅଙ୍ଗାର ପାଲଟି ଯାଇଥିବା ୩ଟି ଉଲ୍କା ଖଣ୍ଡରୁ ‘ନ୍ୟୁକ୍ଲିଓବେସ୍’ ଆବିଷ୍କୃତ ହୋଇଥିବା କଥା ‘ହୋକ୍କାଇଦୋ ୟୁନିଭର୍ସିଟି’ର!-->…
ପକ୍ଷୀଠାରୁ ମଣିଷକୁ ଡେଇଁଲା ବାର୍ଡ଼ ଫ୍ଲୁ, ଚାଇନାରେ ପ୍ରଥମ ରୋଗୀ ଚିହ୍ନଟ
ବେଜିଂ: ଡେଇଁଲା ବାର୍ଡ଼ ଫ୍ଲୁ ସଂକ୍ରମଣ। ପଶୁ-ପକ୍ଷୀଙ୍କଠାରୁ ମଣିଷକୁ ଡେଇଁଛି ଏହି ସଂକ୍ରମଣ। ପ୍ରଥମ କରି ଚାଇନାର ଜଣେ ମଣିଷଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି। ସମ୍ପୃକ୍ତ ରୋଗୀଙ୍କଠାରେ H3N8 ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଯାହାକୁ ଆଭିଏନ୍ ଫ୍ଲୁ କୁହାଯାଉଛି। ତେବେ ଏହି ଭତାଣୁ ବେଶୀ!-->…
କରାଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ
କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗୋଟିଏ କାର୍ ଦ୍ୱାରା ବିଶ୍ୱବିଦ୍ୟାଳୟ ଭିତରେ ବିସ୍ଫୋରଣ କରାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଚାଇନିଜ ଶିକ୍ଷାର୍ଥୀ ରହିଛନ୍ତି।!-->…
ଘର ସଜାଡ଼ିବା ମୁଡରେ କଂଗ୍ରେସ, ବିଶୃଙ୍ଖଳିତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଏବେ ଘର ସଜାଡ଼ି ମୁଡରେ ଲାଗିଛି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଦଳର ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହିକ୍ରମରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ!-->…
ଚନ୍ଦ୍ରରେ ପରମାଣୁ ପରୀକ୍ଷା କରିବାକୁ ଯୋଜନା କରିଥିଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ‘ଆଡ୍ଭାନ୍ସ୍ଡ଼୍ ଏରୋସ୍ପେସ୍ ଥ୍ରେଟ୍ ଆଇଡେଣ୍ଟିଫିକେସନ୍ ପ୍ରୋଗ୍ରାମ୍’ (ଏଏଟିଆଇପି) ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ କରାଇ ଅଦୃଶ୍ୟ ପୋଷାକ, ମାଧ୍ୟକର୍ଷଣ ଶକ୍ତି ନିରୋଧୀ ଉପକରଣ, ଏକ ପ୍ରାନ୍ତରୁ ଆର ପ୍ରାନ୍ତକୁ ଲମ୍ବିଥିବା ଗର୍ତ୍ତ ଏବଂ ସୁଡ଼ଙ୍ଗ!-->…
ପୁଣିଥରେ ଫ୍ରାନ୍ସର ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ
ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଫ୍ରାନ୍ସରେ ଶାସନ କ୍ଷମତାର ପୁଣି ଥରେ ମଙ୍ଗ ଧରିଛନ୍ତି ଇମାନୁଏଲ ମାକ୍ରନ୍। ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍ଙ୍କ!-->…
ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ
ନୂଆଦିଲ୍ଲୀ: ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ। ଏ ବିଷୟରେ ସୂଚନା ଦେଇଛି ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) । ଚୀନ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ନଦେବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଏବେ ଚୀନ୍!-->…
ପାକିସ୍ତାନରେ ଦୈନିକ ୧୫ଘଣ୍ଟା ବିଜୁଳି କାଟ
ନୂଆଦିଲ୍ଲୀ: ପ୍ରବଳ ଗରମ ଓ ଅନ୍ଧାରରେ କଲବଲ ହେଉଥିବା ପାକିସ୍ତାନବାସୀ। ଏବେ ଏଠାରେ ଦେଶବାସୀ ପ୍ରତ୍ୟେକଦିନ ୮ରୁ ୧୫ ଘଣ୍ଟା ବିଦ୍ୟୁତକାଟର ସମ୍ମୁଖୀନ ହେଉଛନ୍ତି। କରାଚି, ଲାହୋର, ରାଓ୍ୱଲପିଣ୍ଡି, କ୍ୱେତା, ପେଶଓ୍ୱାର, ମୁଲତାନ, ବାଦିନ, ସ୍ୱାତ ଏବଂ ପାକିସ୍ତାନର ଅନେକ ସହରବାସୀ ବିଦ୍ୟୁତକାଟ!-->…
ୟୁକ୍ରେନକୁ ମିଳିବ ଆମେରିକାର ରହସ୍ୟମୟ ଫୋନିକ୍ସ ଘୋଷ୍ଟ ଡ୍ରୋନ
ଓ୍ବାସିଂଟନ : ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ!-->…