Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଆହୁରି ଅଧିକ ସାହସ ଆବଶ୍ୟକ: ଜେଲେନସ୍କି
ନୂଆଦିଲ୍ଲୀ: ଚାହୁଁ ଚାହୁଁ ୩୨ଦିନ ବିତିଲାଣି। ହେଲେ ଶେଷ ହୋଇନି ଯୁଦ୍ଧ। ଶହ ଶହ ଲୋକ ପ୍ରାଣ ହରାଇଥିବା ବେଳେ ୟୁକ୍ରେନର ଛାତିକୁ କ୍ଷତବିକ୍ଷେତ କରିଚାଲିଛି ରୁଷ। ଏବେ ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଆକ୍ରମଣ ଜାରି ରଖିଥିବା ବେଳେ ପୁଣି ଥରେ ପାଶ୍ଚାତ୍ୟ ରାଷ୍ଟ୍ରକୁ ସମାଲୋଚନା!-->…
ମୁହଁରେ ପରାଦ ପକାଇଥିବାରୁ ମହିଳାଙ୍କୁ ଅପମାନ, ବନ୍ଦ ହେଲା ଭାରତୀୟ ରେଷ୍ଟୁରାଣ୍ଟ
ନୂଆଦିଲ୍ଲୀ: ବାହାରିନର ଅଦଲିୟାରେ ଥିବା ଗୋଟିଏ ଭାରତୀୟ ରେଷ୍ଟୁରାଣ୍ଟକୁ ସ୍ଥାନୀୟ ପ୍ରଶାସନ ବନ୍ଦ କରିଦେଇଛି। ଏହି ରେଷ୍ଟୁରାଣ୍ଟର କର୍ତ୍ତୃପକ୍ଷ ମୁହଁରେ ପରାଦା ପକାଇଥିବା ଜଣେ ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ମହିଳାଙ୍କ ପ୍ରତି ଏପରି ଅପମାନକୁ ବାହାରିନ ପ୍ରଶାସନ ଗୁରୁତର!-->…
ସିନେମା ହଲ ଉପରେ ରୁଷର ବୋମା ମାଡ଼, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
କିଭ୍: ୟୁକ୍ରେନ ଉପରେ ରୁଷର ହମଲା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ ରୁଷ ସେନା ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ଏହିକ୍ରମରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ଥିବା ଗୋଟିଏ ସିନେମା ହଲ ଉପରେ ରୁଷ ପକ୍ଷରୁ ଘନଘନ ବୋମା ମାଡ଼ କରାଯାଇଛି। ଏଥିରେ ୩୦୦ରୁ!-->…
୭ ମହଲାରୁ ଡେଇଁ ପଡ଼ିଲେ ଗୋଟିଏ ପରିବାରର ୫ ସଦସ୍ୟ
ବେର୍ନ(ସ୍ୱିଜରଲ୍ୟାଣ୍ଡ): ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ପୁଲିସ୍ ଅଧିକାରୀ ଘରର କବାଟ ବାଡ଼େଇବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ୭ମ ହମଲାର ବାଲୋକୋନୀରୁ ଡେଇଁ ପଡ଼ିଛନ୍ତି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ୧୫ ବର୍ଷୀୟ ବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ!-->…
ୟୁକ୍ରେନରେ ହା ହା କାର, କୁକୁରମାରି ଖାଉଛନ୍ତି ଲୋକେ
କିଭ୍: ଆସନ୍ତାକାଲି ରୁଷ-ୟୁକ୍ରେନ୍ ଯୁଦ୍ଧକୁ ପୂରିବ ମାସେ। ଏତେ ଦିନ ପରେ ବି ଦୁଇ ଦେଶ ମଧ୍ୟରେ ଥମୁନି ଯୁଦ୍ଧ। ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ସମାଧାନର ବାଟ। ୟୁକ୍ରେନ୍କୁ ଦଖଲ କରିବା ପାଇଁ ଲାଗିପଡିଛି ରୁଷ। ସେପଟେ ୟୁକ୍ରେନ୍ ମଧ୍ୟ ରୁଷକୁ ଦେଉଛି କଡା ଜବାବ। ସେ ରୁଷ!-->…
ଯୁଦ୍ଧକୁ ବିରୋଧକରି ପୁତିନଙ୍କ ପରାମର୍ଶଦାତା ଚାକିରି ଛାଡ଼ିଲେ ଓ ଦେଶ ଛାଡ଼ିଲେ
ନୂଆଦିଲ୍ଲୀ:ଯୁଦ୍ଧରେ ୟୁକ୍ରେନର ନୀରିହ ଲୋକମାନେ ପୋକ ମାଛି ପରି ମରୁଛନ୍ତି। ଯୁଦ୍ଧଗ୍ରସ୍ତ ଲୋକଙ୍କ ଯନ୍ତ୍ରଣା ଓ ଦୁର୍ଦ୍ଦଶା ସମଗ୍ରବିଶ୍ୱବାସୀଙ୍କୁ ବିଚଳିତ କରିଛି। ସେମାନଙ୍କ ଦୟନୀୟ ଜୀବନ ଖୋଦ ଆକ୍ରମଣକାରୀ ରୁଷର ଲୋକମାନଙ୍କୁ ମଧ୍ୟ ଅସହ୍ୟ କରିଛି। ଯୁଦ୍ଧକୁ ବିରୋଧ କରି ସେଠାରେ ଆନ୍ଦୋଳନ!-->…
ଶ୍ରୀଲଙ୍କାରେ ଗ୍ୟାସ, ତେଲ ସଙ୍କଟ: ସବୁ ପେଟ୍ରୋଲ ଷ୍ଟେସନରେ ସେନା ମୁତୟନ
କଲମ୍ବୋ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଦେଶରେ ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇଥିବା ବେଳେ ଖାଦ୍ୟ ପଦାର୍ଥର ଘୋର ଅଭାବ ଦେଖାଦେଇଛି। ସେହିପରି ପେଟ୍ରୋଲ ଓ ଡିଜେଲର ମଧ୍ୟ ଅଭାବ ଦେଖାଦେଥିବା ବେଳେ ଶ୍ରୀଲଙ୍କା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଆର୍ଥିକ!-->…
ସୌର ମଣ୍ଡଳ ବାହାରେ ରହିଛି ପୃଥିବୀ ଭଳି ୫୦୦୦ରୁ ଅଧିକ ରହସ୍ୟମୟ ‘ଦୁନିଆ’ : ନାସା
ୱାଂଶିଟନ୍: ବ୍ରହ୍ମାଣ୍ଡରେ କଣ ଆମେ ଏକା ଅଛେ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରେ । ଅନେକ ସମୟରେ ଏଲିୟନ୍ସକ ଉପସ୍ଥିତିକୁ ନେଇ ବି ବେଶ୍ ରୋଚକ ତଥ୍ୟ ଆସିଛି । ଏବେ ବୈଜ୍ଞାନିକ ଏମିତି ଗ୍ରହର ସନ୍ଧାନ କରିଛନ୍ତି ଯାହା ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛନ୍ତି ଏବଂ ଅରବ କିଲୋମିଟର ଦୂରରେ!-->…
ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାରରୁ ଅଧିକ ସୈନ୍ୟ ହରାଇଲାଣି
ମସ୍କୋ: ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାର ସୈନ୍ୟ ହରାଇଛି। ରୁଷ ସରକାରଙ୍କ ସମର୍ଥିତ ଗୋଟିଏ ଗଣମାଧ୍ୟମ ଏ ସମ୍ପର୍କରେ ଖବର ପ୍ରକାଶ କରିଛି। ତେବେ ରିପୋର୍ଟ ପ୍ରକାଶ ପାଇବାର କିଛି ସମୟ ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।ହେଲେ ରିପୋର୍ଟ ପ୍ରତ୍ୟାହାର!-->…
ଆଟମବମ୍ ଭୟ: ସାଇବେରିଆ ବଙ୍କରରେ ଅଛନ୍ତି ପୁତିନଙ୍କ ପରିବାର
ନୂଆଦିଲ୍ଲୀ : ଯୁଦ୍ଧ ଥମୁନି କିମ୍ବା ନିଷ୍କର୍ସ ଛିଡୁନି । ଦିନକୁ ଦିନ ବଢିବାରେ ଲାଗିଛି ଆଣବିକ ଆକ୍ରମଣର ବିପଦ । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରିବାରକୁ ନେଇ ମଧ୍ୟ ଲାଗି ରହିଛି ସସପେନ୍ସ । ପ୍ରାୟ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଥିବାବେଳେ ଉଭୟ ଦେଶର ହଜାର ହଜାର ସେନା!-->…