Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ ବିରୋଧରେ ରୁଷର ସମରସଜ୍ଜା ଜାରି
ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ରୁଷ ସୀମାରେ ଯୁଦ୍ଧାସ୍ତ୍ର ଓ ଯବାନଙ୍କ ସଂଖ୍ୟା ବଢ଼ାଉଥିବାରେ ଲାଗିଛି। ଏଥିସହ ରୁଷ ଏବେ ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ଏହି ବିଚ୍ଛିନ୍ନତାବାଦୀମାନେ!-->…
ଶେଷ ହୋଇନି କରୋନାର ପ୍ରକୋପ, ଚେତାଇଲା WHO: ପ୍ରତି ସପ୍ତାହରେ ପ୍ରାଣ ହରାଉଛନ୍ତି ୭୦ ହଜାର ଲୋକ
ନୂଆଦିଲ୍ଲୀ ୧୯/୦୨: ସାରା ଦେଶରେ କରୋନାର ତୃତୀୟ ଲହର କମିଛି ସତ ଏବେ ବି ଟଳିନି ବିପଦ । ଟିକିଏ ଅସାବଧାନତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏଥି ସହିତ WHO ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛି । WHO କହିଛି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରତି ସପ୍ତାହରେ, କରୋନା!-->…
ଜାହାଜରେ ଲାଗିଲା ନିଆଁ, ବୁଡିଗଲା ୩,୯୫୬ଟି ଦାମୀ କାର୍
ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, ପୋର୍ସ, ଅଡି ଭଳି ଦାମୀ କାର ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳିଯାଇଥିଲା। ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି!-->…
ଦୀପ୍ ସିଦ୍ଧୁଙ୍କ ମରଶରୀର ଘରେ ପହଞ୍ଚିବା ପରେ ‘ଖଲିସ୍ଥାନ ଜିନ୍ଦାବାଦ’ର ସ୍ଲୋଗାନ୍ ଦେଲେ କିଛି ଲୋକ
ଲୁଧିଆନା: ବ୍ୟବଚ୍ଛେଦ ପରେ ଦୀପ୍ ସିଦ୍ଧୁଙ୍କ ମରଶରୀରକୁ ଲୁଧିଆନା ଅଣାଯାଇଛି। କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମର ଶରୀର ଲୁଧିଆନା ପହଞ୍ଚିବା ମାତ୍ରେ ତାଙ୍କ ଘର ସାମନାରେ କିଛି ବିଶୃଙ୍ଖଳିତ ଲୋକଙ୍କ ଭିଡ ହୋଇଯାଇଥିଲା। ଭିଡରେ ଥିବା ଲୋକମାନେ ‘ଖଲିସ୍ଥାନ ଜିନ୍ଦାବାଦ’ର!-->…
କରୋନା ଟିକାକୁ ବିରୋଧ, ଜରୁରୀକାଳିନ ପରିସ୍ଥିତି ଲାଗୁ
ଓଟାୱା: କାନାଡାରେ ଲାଗୁ ହେଲା ଜରୁରୀକାଳିନ ପରିସ୍ଥିତି। କରୋନା ଭାଇରାସ ସଂକ୍ରମଣ ଯୋଗୁଁ କୋଭିଡ ଟିକା ନେବା ପାଇଁ ଏଠାରେ ବାଧ୍ୟତାମୂଳକ କରାଯାଇଚି। ଏହାକୁ ବିରୋଧ କରି କାନାଡାର ରାଜଧାନୀ ଓଟାୱାରେ ଲୋକେ ବଡ ଧରଣର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି କାନାଡାର!-->…
ୟୁକ୍ରେନ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲା ରୁଷ
ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଟଳିବାର ବାଟ ଫିଟିଛି। ସାରା ବିଶ୍ୱରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ଏବେ ରୁଷ ବଡ଼ ପଦକ୍ଷେପ ନେଇଛି। ୟୁକ୍ରେନ ସୀମାନ୍ତରେ ରୁଷ ଠୁଳ କରିଥିବା ପ୍ରାୟ ୧ ଲକ୍ଷ ୩୦ ହଜାର ସୈନ୍ୟଙ୍କ ମଧ୍ୟରୁ ଆଜି କିଛି ଯବାନଙ୍କୁ ନିଜ!-->…
ଋଷ ସହ ଜରୁରୀ ବୈଠକ ଦାବି କଲା ୟୁକ୍ରେନ, ନିବେଦନକୁ ପ୍ରତ୍ୟାଖାନ କଲା ମୋସ୍କୋ
ନୂଆଦିଲ୍ଲୀ,୧୪/୦୨: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି । ତିନି ପଟୁ ୟୁକ୍ରେନକୁ ଘେରିସାରିଛି ଋଷ ସେନା । ଆମେରିକା, ନାଟୋ ଏବଂ ମିତ୍ରରାଷ୍ଟ୍ରଙ୍କ ଠାରୁ ସହାୟତା ଆଶାରେ ରହିଛି ୟୁକ୍ରେନ । ସୀମାରେ ବଢୁଥିବା ଯୁଦ୍ଧ ସ୍ଥିତି ଭିତରେ କିଭ୍, ଋଷ ଏବଂ ଏକ ଡର୍ଜନରୁ ଅଧିକ ୟୁରୋପୀୟ ଦେଶ ଗୁଡିକ!-->…
ପୁଟିନଙ୍କୁ ବାଇଡେନ୍ଙ୍କ ଚେତାବନୀ, ପରିଣାମ ଭୟଙ୍କର ହେବ
ୱାଶିଂଟନ୍: ୟୁକ୍ରେନ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଋଷ ଓ ଆମେରିକା। ଏ ଦୁଇ ଦେଶ ମଧ୍ୟରେ ଏବେ ବିବାଦ ଘନେଇବାରେ ଲାଗିଛି। ଏହି ବିବାଦ ଏବେ ଏତେ ବଢ଼ିଯାଇଛି ଯେ, ସାରା ବିଶ୍ୱ ସାମ୍ନାରେ ଏକ ମହାଯୁଦ୍ଧର ଆଶଙ୍କା ବଢ଼ିଯାଇଛି। ବାରମ୍ବାର ବୁଝାଇବା ସତ୍ତ୍ୱେ ବି ନବୁଝିବାରୁ ଋଷକୁ କଡା!-->…
ଆମେରିକାରୁ ଲଣ୍ଡନ ଯାଉଥିବା ବିମାନରେ ‘ଦୁଷ୍କର୍ମ’ ଅଭିଯୋଗ : ଅଭିଯୁକ୍ତକୁ ଗିରଫ କଲା ପୋଲିସ…
ୱାଶିଂଟନ୍: ଆମେରିକାର ନ୍ୟୁ ଜର୍ସିରୁ ଲଣ୍ଡନ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବ୍ରିଟେନରେ ଗିରଫ କରାଯାଇ ପରେ ଜାମିନ ପ୍ରଦାନ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନର ଅନ୍ୟ!-->…
ବିଶ୍ୱବଜାରରେ ପହଞ୍ଚିବ ରାଜ୍ୟ ହସ୍ତଶିଳ୍ପ, ଆଇଆଇଏମ୍ ସମ୍ୱଲପୁର-ଫ୍ଲିପ୍କାର୍ଟ ଚୁକ୍ତିନାମା
ବୁର୍ଲା: ସମ୍ବଲପୁରୀ ସମେତ ରାଜ୍ୟର ସମସ୍ତ ହସ୍ତଶିଳ୍ପ ବୁଣାକାର ଏବଂ କାରିଗରଙ୍କ ପାଇଁ ଖୁସି ଖବର । ଏବେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିଶ୍ୱବଜାରରେ ପହଞ୍ଚିବ । ଏହି ବୁଣାକାର ଏବଂ କାରିଗରଙ୍କ ଆର୍ଥିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିବ । ଏନେଇ ଆଇଆଇଏମ୍ ସମ୍ବଲପୁର ଏବଂ ଫ୍ଲିପକାର୍ଟ!-->…